ଦୁଇ ବର୍ଷ ହେବ କୁକୁଡ଼ା ପରି ଅଣ୍ଡା ଦେବାରେ ଲାଗିଛି ୧୪ବର୍ଷର ଏହି ପିଲା, ରିପୋର୍ଟ ଦେଖି ଡାକ୍ତରଙ୍କର ବି ଉଡ଼ିଗଲା ହୋସ !

ଅନେକ ସମୟ ରେ କିଛି ଏପରି ଘଟଣା ଘଟିଯାଇଥାଏ ଯାହା କି ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ I ଆଜି ପର୍ଯ୍ୟନ୍ତ ଆପଣ କୁକୁଡ଼ା ଅଣ୍ଡା ଦେବାର ଦେଖିଥିବେ I ଅନ୍ୟ କିଛି ପକ୍ଷୀ ମଧ୍ୟ ଅଣ୍ଡା ଦେଇଥାନ୍ତି I କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି କୌଣସି ମନୁଷ୍ୟ ଅଣ୍ଡା ଦେବାର I ଯଦି ଶୁଣି ନାହାନ୍ତି ତେବେ ଏହି ଆର୍ଟିକିଲ କୁ ସମ୍ପୂର୍ଣ ପଢନ୍ତୁ ଜାଣିପାରିବେ I ଏହି ଘଟଣା ଟି ଇଣ୍ଡୋନେସିଆ ର ଅଟେ I ଏଠାରେ ଏକ 14 ବର୍ଷ ର ଯୁବକ ବର୍ତମାନ ପର୍ଯ୍ୟନ୍ତ 20 ଟି ଅଣ୍ଡା ଦେଇଛି I ଏହି ମାମଲା କୁ ନେଇ ଡାକ୍ତର ମଧ୍ୟ ଆଶ୍ଚଯ୍ୟ ହେଇଛନ୍ତି I ଡାକ୍ତର ଏହି ମାମଲା କୁ ନେଇ ଅନେକ ଗବେଷଣା ମଧ୍ୟ କରିଛନ୍ତି I

ଇଣ୍ଡୋନେସିଆ ର ସୁଲେବେଶୀ ର ନିବାସୀ ଏହି ଯୁବକ ଅନ୍ୟ ସାଧାରଣ ଯୁବକ ଙ୍କ ପରି ଅଟେ I ଏବଂ ଯୁବକ ଙ୍କ ର କହିବା ଅନୁସାରେ ସେ ବର୍ତମାନ 14 ବର୍ଷ ବୟସ ର ଅଟନ୍ତି କିନ୍ତୁ ସେ ଅଣ୍ଡା ଦିଅନ୍ତି I ବିଗତ ଦୁଇ ବର୍ଷ ହେବ ସେ ଏପରି ଅଣ୍ଡା ଦେଉଛନ୍ତି I

ଏହି ଯୁବକ ଙ୍କ ର ନାମ ଅକମଲ ଅଟେ ଏବଂ ତାଙ୍କ ପିତା ଯେତେବେଳେ ତାଙ୍କୁ ଡାକ୍ତର ଙ୍କ ପାଖ କୁ ନେଇ ଯାଇଥିଲେ ତ ଏହା ଦେଖି ଡାକ୍ତର ମଧ୍ୟ ଆଶ୍ଚଯ୍ୟ ହେଇଥିଲେ I ଡାକ୍ତର ମଧ୍ୟ ବିଶ୍ୱାସ କରିପାରି ନ ଥିଲେ ଏବଂ ଏହା ର ତଦନ୍ତ ପାଁଇ ସୋନୋଗ୍ରାଫି କରିଥିଲେ I ରିପୋର୍ଟ ଦେଖି ଡାକ୍ତର ମଧ୍ୟ ଆଶ୍ଚଯ୍ୟ ହେଇଯାଇଥିଲେ I