ଦୁଇ ଟଙ୍କା ପାଁଇ ଗ୍ରେଟ ଖଲି ସ୍କୁଲ ଛାଡିଥିଲେ; ଆଜି କୋଟିପତି !

କୁହାଯାଏ କି ସମୟ ବଦଳିବାକୁ ବେଶୀ ସମୟ ଲାଗେନି, ଏବଂ ଅନେକ ଥର ସମୟ କିଛି ଏହି ପରି ଭାବରେ ପରିବର୍ତନ ହେଇଥାଏ କି ଭାଗ୍ୟ ହିଁ ବଦଳିଯାଏ I

ସେମିତି କିଛି ଜରୁରୀ ନାହିଁ କି ଆଜି ଯେ ଗରିବ କାଲିକି ବି ସେ ଗରିବ ହେଇ ରହିବ I ମନୁଷ୍ୟ ନିଜ ର କଠିନ ପରିଶ୍ରମ , ନିଜ ର ମନ ବଳ ପାଁଇ ସମୟ କୁ ବଦଳାଇ ପାରିଥାଏ I

ଏହି ପରି ଜଣେ ବ୍ୟକ୍ତି ଙ୍କ ବିଷୟରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ , ଦେଖିବାକୁ ଗଲେ ତ ଆପଣ ବେଶ ଭଲ ଭାବରେ ସେହି ବ୍ୟକ୍ତି ଙ୍କୁ ଜାଣିଛନ୍ତି I କିନ୍ତୁ ତାଙ୍କ ସହ ଜଡିତ ତାଙ୍କ ର କିଛି ବ୍ୟକ୍ତିଗତ କଥା ବିଷୟରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ I

ହଁ ଆଜ୍ଞା ଆଜି ଆମେ ଆଲୋଚନା କରୁଛେ WWE ରେ ଖେଳୁଥିବା ଭାରତୀୟ ରେସଲର ଦିଲୀପ ସିଂ ରାଣା ଙ୍କ ବିଷୟରେ , ସେ WWE ରେ ପହଁଚିଥିବା ପ୍ରଥମ ଭାରତୀୟ ରେସଲର ଅଟନ୍ତି I

ଦ ଗ୍ରେଟ ଖାଲି ଆଜି ଯେ କୋଟି କୋଟି ଟଙ୍କା ର ମାଲିକ , ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଗୋଟେ ସମୟ ଥିଲା କି ସେ ତାଙ୍କ ର ଫିସ ସ୍କୁଲ ରେ ଦେବା ପାଁଇ ଦୁଇଟଙ୍କା ପଚାଶ ପଇସା ନ ଥିଲା ଓ ଯାହା ଫଳରେ କି ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା I

କେବଳ ସେତିକି ନୁହେ ସେ ସ୍କୁଲ ଫିସ ଦେଇ ନ ପାରିବାରୁ ତାଙ୍କୁ ଅନ୍ୟ ପିଲାଙ୍କ ସମୁଖରେ ଅପଦସ୍ତ କରାଯାଇଥିଲା ଓ ଯାହା ଫଳରେ କି ସେ ସ୍କୁଲ ଛାଡିଥିଲେ I

ଏହି ଘଟଣା ପରେ ଖାଲି ସ୍କୁଲ ଚଡି ମଜଦୂରୀ କରିବା ଆରମ୍ଭ କରିଦେଲେ , ଏବଂ ଦିନ କୁ 5 ଟଙ୍କା ପାଁଇ ସେ ତାଙ୍କ ପିତା ଙ୍କ ସହ ମଜଦୂରୀ କରୁଥିଲେ I

ଗୋଟେ ସମୟରେ ଅର୍ଥାଭାବ ରେ ଚାଲୁଥିବା ଖାଲି ଆଜି ଯେ କୋଟି କୋଟି ଟଙ୍କା ର ମାଲିକ ଶୁଣିଲେ ଟିକେ ଆଶ୍ଚଯ୍ୟ ଲାଗୁଚି କିନ୍ତୁ କଥା ଟି ସମ୍ପୂର୍ଣ ସତ୍ୟ ଅଟେ I

ଏକ ମ୍ୟାଗାଜିନ ର ସୂଚନା ଅନୁସାରେ ତାଙ୍କ ର ଅନୁମାନିକ ସମ୍ପତି ର ମୂଲ୍ୟ 96 କୋଟି ଟଙ୍କା I ଏବଂ ସେ ସମୟରେ ରାଷ୍ଟ୍ରପତି ଅବଦୁଲ କାଲାମ ତାଙ୍କୁ ରାଷ୍ଟ୍ରପତି ଭବନ ଡକାଇ ସାନମାନୀତ କରିଥିଲେ I

ପ୍ରକୃତ ରେ ଦ ଗ୍ରେଟ ଖାଲି ଙ୍କ ର ଜୀବନ କାହାଣୀ ଅତ୍ୟନ୍ତ ପ୍ରେରଣା ଦାୟକ ଅଟେ I

Share Your Comments Below