ଦୁଃଖୀ ଲୋକମାନେ ନିଜ ଘରେ ଥରେ ଏହି ୮ଟି ପରିବର୍ତନ କରି ଦେଖନ୍ତୁ, ଘରେ ଭରିଯିବ ଖୁସିର ଲହରୀ, ମା ଲକ୍ଷ୍ମୀ ରହିବେ ଘରେ

ଦୁଃଖ ନାମ ର ଚଢେଇ ପ୍ରତୋକ ପ୍ରତୋକ ଘରେ ରହିଥାଏ I ଦୁନିଆ ରେ ଏପରି କେହି ନ ଥିବା ଯାହା ଙ୍କ ର ଜୀବନ ରେ ଦୁଃଖ ର ଅନୁଭବ ନ ଥିବ I ଅନେକ କାରଣ ରୁ ଜୀବନ ରେ ଦୁଃଖ ଆରମ୍ଭ ହେଇଥାଏ I ଏହା ଭାଗ୍ୟ ର ଗୁରୁତ୍ୱପୂର୍ଣ ଭୂମିକା ପୁରା କରିଥାଏ , ତେଣୁ ଆପଣ ଯଦି ଘର ର ବାସ୍ତୁ ର ଧ୍ୟାନ ରଖିବେ ତେବେ ଘର ର ଶାନ୍ତି ଭଙ୍ଗ ହେବ ନାହିଁ I

କଣ୍ଟାଯୁକ୍ତ ଗଛ
ଘରେ ବୋନସାଇ ଓ କଣ୍ଟାଯୁକ୍ତ ଗଛ ଲଗାଇବା ର ଭୁଲ କରନ୍ତୁ ନାହିଁ I ଏହା ଦ୍ୱାରା ବାସ୍ତୁ ଦୋଷ ଆରମ୍ଭ ହେଇଥାଏ I ଏବଂ ଘରେ ନକାରାତ୍ମକ ଉର୍ଜା ଉତ୍ପରଃନ ହେଇଥାଏ I

ଜୋତା ଚପଲ ଏଠାରେ ରଖନ୍ତୁ ନାହିଁ I
ଘରେ ବିଛଣା ତଳେ ଜୋତା ଚପଲ ରଖିବା ଉଚିତ ନୁହେଁ I ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I ତେଣୁ ଏପରି ଜୋତା ଚପଲ କୁ ଘରୁ ବାହାରେ ରଖନ୍ତୁ I

ଭଙ୍ଗା ହେଇଥିବା ମୂର୍ତି ରଖନ୍ତୁ ନାହିଁ
ଭଗବାନ ଙ୍କ ର କୌଣସି ଖଣ୍ଡିତ ମୂର୍ତି ଘରେ ରଖନ୍ତୁ ନାହିଁ I ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଆରମ୍ଭ ହେଇଥାଏ I

ଏହି ଦିଗ ରେ ଅନ୍ଧାର ହେବାକୁ ଦିଅନ୍ତୁ ନାହିଁ
ଉତ୍ତର ପଶ୍ଚିମ ଦିଗ ରେ ଅନ୍ଧାର ହେବାକୁ ଦିଅନ୍ତୁ ନାହିଁ I ଏହା ର କନେକ୍ସନ ଟଙ୍କା ସହ ଜଡିତ ରହିଥାଏ I ତେଣୁ ଏହି ଦିଗ କୁ ସର୍ବଦା ଆଲୋକିତ ରଖନ୍ତୁ I

ରୋଷେଇ ସଫା କରନ୍ତୁ
ରୋଷେଇ ଘର ବାସ୍ତୁ ଅନୁସାରେ ମହତ୍ବପୂର୍ଣ ଅଟେ I ଏହା କୁ ସ୍ଵଚ୍ଚ ରଖିବା ଉଚିତ I ଅଇଁଠା ବାସନ ସେଠାରେ ଛାଡିବା ଉଚିତ ନୁହେଁ I ଏପରି ହେଲେ ଆପଣ ଆର୍ଥିକ ହାନି ର ସମୁଖୀନ ହେଇଥାନ୍ତି I ଏହା ଛଡା ଅନ୍ୟ ଅଂଶ ମଧ୍ୟ ସଫାସୁତର ରଖନ୍ତୁ I

ଜିନିଷ ସାଇତି କି ରଖନ୍ତୁ
ଘରେ ସବୁ ଜିନିଷ କୁ ଠିକ ଭାବ ରେ ସାଇତି କି ରଖନ୍ତୁ I ଘରେ ଏଣେ ତେଣେ ଜିନିଷ କୁ ରଖନ୍ତୁ ନାହିଁ I ଏପରି ଘରେ ଏଣେ ତେଣେ ଜିନିଷ ରଖିବା ଦ୍ୱାରା ମନ ଅଶାନ୍ତ ରହିଥାଏ I

ଲୁଣ ପାଣି ରେ ଘର ପୋଛନ୍ତୁ

ଘର ଯେତେବେଳେ ମଧ୍ୟ ପାଣି ରେ ପୋଛା ଯାଇଥାଏ ତ ସେହି ପାଣି ରେ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ I ଏପରି କରିବା ଦ୍ୱାରା ଘର ର ନକାରାତ୍ମକ ଉର୍ଜା ର ପ୍ରଭାବ ନଷ୍ଟ ହେଇଯାଇଥାଏ I

ହରିୟାଲି
ଘର ର ଭୀତରୀ ପାର୍ଶ୍ଵ ଯେତିକି ସଫା ରଖିବେ ଘର ର ବାହାର ପାର୍ଶ୍ଵ ମଧ୍ୟ ଗଛ ଲତା ଲଗାଇ ସୁନ୍ଦର ରଖିବେ I ଏହା ଦ୍ୱାରା ସବୁ ବାସ୍ତୁ ଦୋଷ ଦୂର ହେଇଥାଏ I ଆପଣ ମାନସିକ ରୂପେ ମଧ୍ୟ ସୁସ୍ଥ ରହିଥାନ୍ତି I

ତେଣୁ ଆପଣ ଏହି ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ I ଯାହା ଦ୍ୱାରା କି ବାସ୍ତୁ ଦୋଷ ଦୂର ହେଇପାରିବ I