ଦୁନିଆର ଏକ ମାତ୍ର ମନ୍ଦିର ଯେଉଁଠି ରାତିରେ ଭଗବାନ ହେଇଯାନ୍ତି ଡାକ୍ତର

ମନ୍ଦିର ଯେଉଁଠାରେ କି ଭଗବାନ ଡାକ୍ତର ହେଇଥାନ୍ତି – ଭାରତ ଏକ ଏପରି ଦେଶ ଯେଉଁଠାରେ କି ଅନେକ ପ୍ରକାରର ଲୋକମନ୍ୟତା ରହିଆସିଛି I ଆମ ର ଏହି ଦେଶ ମନ୍ଦିର ପୁର୍ଣ ଦେଶ କହିବାକୁ ଗଲେ I

ଗବଳିୟାର ଠାରୁ 70 କିଲୋମିଟର ଦୂର ଏକ ମଦିରା ଅଛି ଯେଉଁଠାରେ କି ରାତିରେ ଭଗବାନ ଡାକ୍ତର ହେଇଯାନ୍ତି I ଏହି ମନ୍ଦିର ହନୁମାନ ଙ୍କ ର , ଏବଂ ଏମିତି ରେ ବି ହନୁମାନ ଙ୍କୁ ସଙ୍କଟ ମୋଚନ ମଧ୍ୟ କୁହାଯାଏ I ଏହି ମନ୍ଦିର କୁ ଅନେକ ଦୂର ରୁ ଶ୍ରଦ୍ଧାଳୁ ମାନେ ନିଜ ରୋଗ ଭଲ କରିବାକୁ ଆସିଥାନ୍ତି I ପ୍ରତିଦିନ ଠାରେ ଭିଡ଼ ଲାଗି ରହିଥାଏ I

ଲୋକମାନ୍ୟତା ଅନୁସାରେ ଏଠାରେ ପ୍ରତିଦିନ ଭଗବାନ ଡାକ୍ତର ରୂପରେ ଆସି ଲୋକଙ୍କ ରୋଗ ଭଲ କରିଥାନ୍ତି I ଏକ ଲୋକମନ୍ୟତା ଅନଶୁୟାରେ ଏଠାରେ ଜଣେ ସାଧୁ ଯାହାଙ୍କ ନା ଶିବକୁମାର ଦାସ ଥିଲା , ତାଙ୍କୁ କ୍ୟାନ୍ସର ହେଇଥିଲା ଏବଂ ସେ ଭଗବାନ ନ୍କ ସେବାରେ ଦିନ ରାତି ବିତାଇଦେଉଥିଲା I ଏବଂ ତାର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଲା I ତ ଲୋକେ ତାଙ୍କୁ କହିଲେ ତୁମେ ଡାକ୍ତର ପାଖକୁ ଯିବା ଉଚିତ ତ ସେ କହିଲା ଭଗବାନ ନିଜେ ଡାକ୍ତର ହେଇ ମୋତେ ଭଲ କରିବେ I ଭଗବାନ ଙ୍କ ଠାରୁ କେହି ବଡ ଡାକ୍ତର ନାହାନ୍ତି I ଏହା ଶୁଣି ଲୋକେ ଟିକେ ଆଶ୍ଚଯ୍ୟ ହେଇଯାଇଥିଲେ I କିଛି ତ ଏପରି ଭାବିଲେ କି ସେ ବୋଧ ହୁଅ ପାଗଳ ହେଇଗଲେନି I

ଏକଦା ଦିନେ ଦାସ ଦିନେ ଭଗବାନ ଙ୍କ ଶରଣ ରେ ବସିଥିଲେ ତ ସେ ଦେଖିଲେ ସ୍ୱୟଂ ଭଗବାନ ଡାକ୍ତର ରୂପରେ ଆସିଛନ୍ତି I ଏବଂ ଦାସ ଆଶ୍ଚଯ୍ୟ ହେଇଗଲା ତ ଭଗବାନ ତାଙ୍କର ଚିକିତ୍ସା କରି କ୍ୟାନ୍ସର ପରି ରୋଗରୁ ମୁକ୍ତ କରିଥିଲେ I

ଏବଂ ସକାଳୁ ଲୋକେ ଏହା ଶୁଣି ମଧ୍ୟ ଆଶ୍ଚଯ୍ୟ ହେଇଗଲେ ଓ ପ୍ରକୃତରେ ଦେଖିଲେ କି ଦାସ ଏବେ ସମ୍ପୂର୍ଣ ସୁସ୍ଥ ହେଇଯାଇଛି I