ଦୁନିଆର ସବୁଠାରୁ ଦାମୀ ମୋବାଇଲ ବ୍ୟବହାର କରୁଛନ୍ତି ନିତା ଅମ୍ବାନୀ; ଜାଣନ୍ତୁ କଣ ରହିଛି ଏଥିରେ ଖାସ

ଅମ୍ବାନୀ ପରିବାର ନିଜ ର ବିଳାସପୁର୍ଣ ଜୀବନ କୁ ନେଇ ସର୍ବଦା ହିଁ ଚର୍ଚା ରେ ରହିଥାନ୍ତି I ଅମ୍ବାନୀ ପରିବାର ଭାରତ ର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଅଟନ୍ତି I ଏବଂ ମୁକେଶ ଅମ୍ବାନୀ ଙ୍କ ର ଘର ଦୁନିଆ ର ସବୁଠାରୁ ଦାମୀ 10 ଗୋଟି ଘର ମଧ୍ୟ ରେ ଅନ୍ୟତମ ଅଟେ I

ଅମ୍ବାନୀ ପରିବାର ଯେଉଁ ସବୁ ଜିନିଷ ର ମଧ୍ୟ ବ୍ୟବହାର କରିଥାନ୍ତି ତାହା ବହୁତ ଦାମୀ ଜିନିଷ ହେଇଥାଏ ଯେପରି ତାଙ୍କ ର ହାତ ଘଣ୍ଟା , ତାଙ୍କ ଡ୍ରେସ , ମୋବାଇଲ ଆଦି I ଆପଣ ଏହି ସବୁ ବ୍ୟବହାର କରୁଥିବା ଜିନିଷ ର ମୂଲ୍ୟ ଜାଣି ମଧ୍ୟ ଆଶ୍ଚଯ୍ୟ ହେଇଯିବେ I ପ୍ରତୋକ ବ୍ୟକ୍ତି ମଧ୍ୟ ଏହା ଚାହିଁଥାନ୍ତି ଏକ ଦାମୀ ମୋବାଇଲ ବ୍ୟବହାର କରିବେ I

ମୁକେଶ ଅମ୍ବାନୀ ଙ୍କ ର ପରିବାର ର ଅଧିକାଂଶ ଲୋକେ ବ୍ଲାକବେରୀ ମୋବାଇଲ ବ୍ୟବହାର କରିଥାନ୍ତି କିନ୍ତୁ ନିତା ଅମ୍ବାନୀ ଯେଉଁ ମୋବାଇଲ ବ୍ୟବହାର କରିଥାନ୍ତି ତାହା ଦୁନିଆ ର ସବୁଠାରୁ ଦାମୀ ମୋବାଇଲ ଅଟେ I ଏହା ର ନାମ ଫଲକନ ସୁପର୍ଣ୍ଣବ ଆଇଫୋନ 6 ଅଟେ I ଏହା 48.5 ମିଲିୟନ ର ଅଟେ I ଏହା ର ମୂଲ୍ୟ 315 କୋଟି ଟଙ୍କା ଅଟେ I ଏହା 2014 ରେ ଲଞ୍ଚ ହେଇଥିଲା I

ଏହି ଫୋନ ର ବିଶେଷ୍ୟତ୍ୱ ଏହା କି ଏହା 24 କ୍ୟାରେଟ ସୁନା ଓ ଗୋଲାପୀ ସୁନା ରେ ନିର୍ମାଣ ହେଇଚି I ଏବଂ ଏଥିରେ ପ୍ଲାନଟିନମ ମଧ୍ୟ ବ୍ୟବହାର କରାଯାଇଥାଏ I ଏହା କୁ କେହି ହାକ କରିବାକୁ ଚେଷ୍ଟା କରିଲେ ମଧ୍ୟ କରିପାରିବେ ନାହିଁ I

Share Your Comments Below