ଶେଷ ହେଲା ମହାଦେବ ଙ୍କର କୃପା, ଆଜି ସନ୍ଧ୍ୟା ୭ଟା ପରେ ଆରମ୍ଭ ହୋଇଯିବ ଏହି ରାଶି ମାନଙ୍କର ଖରାପ ସମୟ, ରୁହନ୍ତୁ ସାବଧାନ

ଶାସ୍ତ୍ର ଅନୁସାରେ ମହାଦେବ ଙ୍କୁ ତ୍ରିଦେବ ବୋଲି କୁହାଯାଇଥାଏ I ଶାସ୍ତ୍ର ରେ ମହାଦେବ ଙ୍କୁ ସଂହାରକର୍ତ୍ତା କୁହାଯାଇଛି I ମହାଦେବ ଙ୍କ ର ମୋଟ 12 ଗୋଟି ନାମ ରହିଛି I ତେବେ ଜୋତିଷ ଶାସ୍ତ୍ର ଅନୁସାରେ ଆଜି ସନ୍ଧ୍ୟା 7 ଘଟିକା ସମୟ ପରେ ମହାଦେବ ଙ୍କ ର ବିଶେଷ କୃପା ପ୍ରାପ୍ତି ର ଯୋଗ ରହିନାହିଁ I ପୂର୍ବ ରୁ ଏହି ରାଶି ର ଲୋକେ ନାନା ସମସ୍ୟା ମଧ୍ୟ ରେ ଗତି କରିଥିଲେ I କିନ୍ତୁ ଆଜିଠାରୁ ଏହି ରାଶି ର ଲୋକେ ମହାଦେବ ଙ୍କ ର କୃପା ପ୍ରାପ୍ତି କରିବେ I

ଧନୁ ରାଶି
ଏହି ରାଶି ର ଲୋକ ଙ୍କ ଉପରେ ସୂର୍ଯ୍ୟ ଙ୍କ ର ଅଶୁଭ ପ୍ରଭାବ ରହିବ I ଯାହା ଦ୍ୱାରା ସାମାନ୍ୟ ବିବାଦ ଲାଗି ରହିବ I କୋର୍ଟ କଚେରୀ ମାମଲା ଦୂର ହେବ I ଅଯଥା ଖର୍ଚ୍ଚ ବୃଦ୍ଧି ହେବ I ଡିସେମ୍ବର ମାସ ନାନା ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବ I ଦୂର ଯାତ୍ରା ର ଯୋଗ ରହିଛି I ସମୟ ଅଧିକ କଷ୍ଟଦାୟକ ହେଇପାରେ I ଚାକିରୀ କ୍ଷେତ୍ର ରେ ନାନା ସମସ୍ୟା ଲାଗି ରହିବ I

ସିଂହ ରାଶି
ଏହି ରାଶି ର ଲୋକେ ଡିସେମ୍ବର ମାସ ରେ ଭଲ ସମୟ ଦେଇ ଗତିକରିବେ ନାହିଁ I ଅଧିକ ଆଶାବାଦୀ ହେଇ ହଇରାଣ ରେ ପଡିପାରନ୍ତି I ହାନିକାରକ କାର୍ଯ୍ୟ କରିପାରନ୍ତି I ସରକାରୀ ଚାକିରୀ ରେ ବାଧା ଉତ୍ପରଃନ ହେବ I ଜୀବନ ରେ ସୁଖ ଦୁଃଖ ଲାଗି ରହିବ I ସ୍ଵାସ୍ତ୍ୟ ଉତ୍ତମ ରହିବ ନାହିଁ I ପୁରୁଣା ରୋଗ ପୁଣି ଆରମ୍ଭ ହେବ I ପ୍ରେମ ସମ୍ବନ୍ଧ ରେ ସମସ୍ୟା ଦେଖାଦେବ I ଭାବନା ରେ ରହି କୌଣସି ପଦକ୍ଷପ ନିଅନ୍ତୁ ନାହିଁ I ପାର୍ଟନର ଙ୍କ ସହ ଭୁଲ ବୁଝାମଣା ରହିପାରେ I

କର୍କଟ ରାଶି
ଏହି ମାସ ରେ ଆପଣ ଅଯଥା ରେ ଚିଡଚିଡା ହେଇପାରନ୍ତି I କିଛି ଜରୁରୀ କାର୍ଯ୍ୟ ହେଇ ନ ପରେ I ପୁରୁଣା ବିବାଦ ରୁ ଦୁରେଇ ରହିବେ I କିଛି ବନ୍ଧୁ ଙ୍କ ର ସହାୟତା ରେ କାର୍ଯ୍ୟ ପୁରା କରିବେ I ଅନେକ କାର୍ଯ୍ୟ ରେ ଅସଫଳ ହେବେ I ପେଟ ସମସ୍ୟା ଲାଗି ରହିବ I ଚାକିରୀ ଖୋଜୁଥିବା ଲୋକେ ସଫଳ ହେଇପାରନ୍ତି I ବ୍ୟବସାୟ ଆଦି ରେ ବଡ଼ କ୍ଷତି ସହିବା କୁ ପଡିପାରେ I ପାର୍ଟନର ଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷ୍ୟା ଅଧିକ ଖରାପ ରହିବ I

କୁମ୍ଭ ରାଶି
ଏହି ରାଶି ର ଲୋକେ ଡିସେମ୍ବର ମାସ ରେ ଅଧିକ ପରିଶ୍ରମ କରିବେ I ଏହି ମାସ ରେ ଆପଣ ନାନା ଦୁଶ୍ଚିନ୍ତା ରେ ରହିବେ I ଅଯଥା ଖର୍ଚ୍ଚ ବୃଦ୍ଧି ହେବ I ଭୁଲ ନିଷ୍ପତି ନେଇପାରନ୍ତି I ରୋଗ ରେ ପଡିଥିବା ବ୍ୟକ୍ତି ଚିକିତ୍ସା କରିବେ I ରୋଗ ରେ I ବ୍ୟବସାୟ ରେ ସ୍ଥିରତା ରହିବ ନାହିଁ I କାହାରି ଉପରେ ବିଶ୍ୱାସ ରହିବ ନାହିଁ I ପରିବାର ରେ କାହାରି ମୃତ୍ୟୁ ର ଯୋଗ ରହିଛି I