Durga puja 2021: ଦଶହରା ପର୍ବ 15 October ମା ଦୁର୍ଗାଙ୍କ କୃପାରୁ 8ଟି ରାଶିର ଭାଗ୍ୟ ଚମକିବ…

ଦର୍ଶକବନ୍ଧୁ ଚଳିତ ବର୍ଷ 15 ଅକ୍ଟୋବର ରୁ ପଡିବାକୁ ଜୁହାହୀ ପବିତ୍ର ଦୁର୍ଗାପୂଜା ବା ଦଶହରା ପର୍ବ ଏଇ ଦଶହରା ପର୍ବ ଠାରୁ ବଦଳିଯିବ ଏଇ ୮ ଗୋଟି ରାଶିର ଭାଗ୍ୟ ଏମାନଙ୍କ ଭାଗ୍ୟ ଚମକିବାକୁ ଲାଗିବ | ଏହା ତ ସମସ୍ତଙ୍କୁ ଜଣାଥିବ ଯେ ହିନ୍ଦୁ ଧର୍ମରେ ଦୁର୍ଗାପୂଜା ର କେତେ ମହତ୍ୱ ରହିଥାଏ ତ ଏହି କାରଣ ଅଟେ କି ଏହି ପର୍ବଟି ସାରା ଦେଶରେ ବହୁତ ଧୁମ ଧାମ ରେ ପାଳନ କରାଯାଇଥାଏ ଏଇଥର ଦୁର୍ଗାପୂଜା ପର୍ବରେ ସମ୍ପୂର୍ଣ୍ଣ 100 ବର୍ଷ ପରେ ବହୁତ ଏକ ଶୁଭ ସଂଯୋଗ ବନୁଅଛି ଆପଣଙ୍କୁ ଜାଣିକରି ଖୁସି ଲାଗିବ କି ଏଇଥର ମାତା ରାଣୀ ୮ଗୋଟି ରାଶି ଥିବା ଲୋକଙ୍କ ଉପରେ ନିଜର ଅସୀମ କୃପାର ବର୍ଷା କରିବାର ଅଛନ୍ତି ହୋଇପାରେ ଏମାନଙ୍କ ମଧ୍ୟରୁ ଆପଣଙ୍କର ସେଇ ଭାଗ୍ୟଶାଳୀ ରାଶି ହୋଇପାରେ ତେବେ ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଏଇ ୮ ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଜୀବନରେ କଣ ସବୁ ପ୍ରଭାବ ପଡ଼ିବାକୁ ଯାଉଅଛି ଏ ମାନଙ୍କ ବ୍ୟାପାର ଵାଣିଜ୍ୟରେ ଭଲ ଲାଭ ହେବ କାରବାର ଦିନ କୁ ଦିନ ବୃଦ୍ଧି ହେବାର ଲାଗିବ କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ ଆୟରେ ବୃଦ୍ଧି ହେବ ପୁରୁଣାନ ବୁଡିଯାଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ବନୁଛି ଚାକିରୀରେ ପଦଉନ୍ନତି ହୋଇପାରେ ଯଦି ଭଲ ଜୀବନସାଥୀ ର ସନ୍ଧାନ ରେ ଅଛନ୍ତି |

ତେବେ ତାହା ଆପଣମାନଙ୍କର ପୁରା ହେବା ସହିତ ଆପଣଙ୍କୁ ଆପଣମାନଙ୍କର ମନପସନ୍ଦ ର ଜୀବନ ସାଥି ଟିଏ ନିଶ୍ଚୟ ପ୍ରାପ୍ତ ହେବ ଜୀବନ ସାଥିଙ୍କ ସହିତ ପ୍ରେମ ସମ୍ପର୍କ ଅଧିକ ମଧୁର ରହିବ ଏବେ ଆପଣଙ୍କର ଆୟ ବୃଦ୍ଧି ହେବ ସହିତ ଖର୍ଚରେ ମଧ୍ୟ ବୃଦ୍ଧି ହେବ ଅଯଥା ଜିନିଷରେ ପଇସା ଖର୍ଚ ହବାର ସମ୍ଭାବନା ରହିଛି ତେଣୁ ଏଥିପ୍ରତି ସାବଧାନ ରହିବ ଆବଶ୍ୟକ | ଆପଣଙ୍କର ପରିବାର ପାଇଁ ଆପଣଙ୍କର କର୍ତବ୍ୟ ଭଲ ରହିବ ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ ଏବଂ ଧନ ସମ୍ପତି ଭରପୁର ରହିବ ଘରେ ଏବଂ ପାରିବାରରେ ସମସ୍ତେ ହସ ଖୁସିରେ ବେଶୀ ଭାବୁକ ସ୍ଵଭାଵ ର ହୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ହୃଦୟ କୁ ଆଘାତ ଲାଗିପାରେ ଏବଂ ଆପଣ ଏଥିପାଇଁ ଦୁଃଖୀ ମଧ୍ୟ ହୋଇପାରନ୍ତି |

ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଏହି ସମୟ ଠିକ ସମୟ ଅଟେ ଯେଉଁମାନେ ପ୍ରେମ ଜୀବନ ଜାପାନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏଇ ସମୟ ବହୁତ ଭଲ ଅଟେ ଆପଣଙ୍କ ଘରେ ଖୁସିର ବାର୍ତ୍ତାବରଣ ରହିବ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେଇ ବନ୍ଧୁମାନେ ଆପଣଙ୍କୁ ସବୁ ପ୍ରକାରର ସହଯୋଗ କରିବେ | ଧନ ପ୍ରାପ୍ତି ରେ ମଧ୍ୟ ଯୋଗ ବନୁଅଛି ନିଜର ପୁରୁଣା ପଇସା ଫେରସ୍ତ ପାଇବେ ଜାଦୀ ଆପଣ କାହାକୁ ସୁଧ ବା ଧାରେ ଭାବେ ପଇସା ଦେଇଥିବେ ତାହା ଫେରସ୍ତ ପାଇନାହାନ୍ତି ତେବେ ଏଇ ସମୟରେ ପାଇପାରିବେ ଯେଉଁମାନଙ୍କ ବିବାହରେ କୌଣସି ପ୍ରକାର ବିଳମ୍ବ ହେଉଛି ସେମାନଙ୍କ ବିବାହ ଯୋଗ ମଧ୍ୟ ବନୁଅଛି ଏଇ ଆଠଗୋଟି ରାଶିର ଯେଉଁ ବିଦ୍ୟାର୍ଥୀ ମାନେ ଯଦି କୌଣସି ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଛନ୍ତି ତ ସେମାନେ ସେଥିରୁ ସାଲ ହେବେ ଆପଣ କୌଣସି ନୂଆ ଜାନ କିଣିବାକୁ ମନ ବଳାଇପାରନ୍ତି |

ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାର୍ତ୍ତାବରଣ ସୃଷ୍ଟି ହେବ ଅର୍ଥ ସ୍ତିତି ସୄଧୁଡ଼ ହେବ ବ୍ୟବସାୟରେ ଲାଭ ପାଇବେ ଚାକିରୀ ରେ ପଦଉନ୍ନତି ହେବ ସହଯୋଗୀଙ୍କ ସହଯୋଗ ମିଳିବ ବ୍ୟବସାୟ ବା ଚାକିରୀ ଆପଣ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ ଆପଣ ନିଜ ସ୍ଵସ୍ଥ ଏବଂ ବ୍ୟବସାୟ କାର୍ଯ୍ୟକୁ ନେଇ ସାବଧାନ ରହିବେ ଟିକେ ଅସାଵଧାନ ତା ଆପଣଙ୍କ ପାଇଁ ଖରାପ ହୋଇପାରେ ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ ଆପଣ ଏବଂ ଆପଣଙ୍କର ଜୀବନସାଥୀ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ନିଜ ପରିବାର ସହିତ ସୁଖରେ ସମୟ ବିତାଇବେ ଟିକେ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ପାଇପାରିବେ କୌଣସିନୁଏ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ ତେବେ ବନ୍ଧୁଗଣ ଆମେ ଯେଉଁ ୮ଗୋଟି ରାଶି ବିଷୟରେ କଥା ହେଉଥିଲେ ସେ ଗୁଡିକ ହେଉଛି ମେଷରାଶି ଵୃଷରାଶି ସିଂହରାଶି କନ୍ୟାରାଶି ତୁଳାରାଶି ମକରରାଶି କୁମ୍ଭରାଶି ମୀନରାଶି|