ଏ ହେଉଛନ୍ତି ରବୀନା ଟଣ୍ଡନଙ୍କର ଝିଅ ଯିଏ ନିଜ ମା ଙ୍କ ଠାରୁ ଆହୁରି ସୁନ୍ଦରୀ, ଥରେ ନିଶ୍ଚିନ୍ତ ଦେଖନ୍ତୁ

ଆଜି ଆମେ ଆଲୋଚନା କରୁଛେ ଏହି ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଯିଏ ନିଜ ସୁନ୍ଦରତା ପାଁଇ ବଲିଉଡ ରେ ନିଜ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଆଜି ମଧ୍ୟ ଲୋକେ ତାଙ୍କୁ ମନେ ରଖିଛନ୍ତି I

ରବୀନା ଟଣ୍ଡନ ନିଜ ର ଫିଲ୍ମି କ୍ୟାରିୟର 1992 ରେ ଫିଲ୍ମ ପଥର କେ ଫୁଲ ରୁ କରିଥିଲେ I ତାଙ୍କ ର ଏହି ଅଭିନୟ କୁ ଖୁବ ଲୋକେ ପ୍ରଶଂସା ମଧ୍ୟ କରିଥିଲେ ଏବଂ ସେ ନିଜ ର ପ୍ରେମ ସମ୍ପର୍କ କୁ ନେଇ ବି ଅନେକ ଚର୍ଚା ରେ ରହିଥିଲେ I

ଏହି ଫିଲ୍ମ ପରେ ସେ ଅନେକ ଫିଲ୍ମ ରେ କାମ କରିଛନ୍ତି I ସେ ଅକ୍ଷୟ କୁମାର , ସଲ୍ମାନ ଓ ଅମିତାଭ ଙ୍କ ସହ ମଧ୍ୟ ଅନେକ ଫିଲ୍ମ ରେ କାମ କରିଛନ୍ତି I

ରବୀନା ଟଣ୍ଡନ 2004 ରେ ଅନିଲ ଥଣ୍ଡନି ଙ୍କୁ ବିବାହ କରିଥିଲେ ଏବଂ ସେ ସମୟ ରେ ବି ବଲିଉଡ ରେ ବେଶ ସଫଳ ଅଭିନେତ୍ରୀ ଭାବରେ ପରିଚିତ ଥିଲେ କିନ୍ତୁ ସେ ନିଜ ର ବୈବାହିକ ଜୀବନ କୁ ଅଧିକ ଗୁରୁତ୍ୱ ଦେଇଥିଲେ I

ରଖା ଥଣ୍ଡନି ବହୁତ ସୁନ୍ଦର ଠିକ ତାଙ୍କ ମା ଙ୍କ ପରି ବର୍ତମାନ ସେ କେବଳ 12 ବର୍ଷ ବୟସ ର , କିନ୍ତୁ ଦେଖିବାକୁ ବହୁତ କ୍ୟୁଟ I

Share Your Comments Below