ଏ ହେଉଛନ୍ତି ଅସଲି ସୁପର ଷ୍ଟାର, ସ୍କୁଲର ପିଲାଙ୍କୁ ମାଗଣାରେ ଦେଖାଇଲେ ନିଜ ଫିଲ୍ମର ପ୍ରଥମ ସୋ !

10 ଜାନୁୟାରୀ କୁ ସୁପର ଷ୍ଟାର ଅଜୟ ଦେଵଗନ ଙ୍କ ର ଫିଲ୍ମ ତାନାଜି ରିଲିଜ ହେଇଯାଇଛି I ଦର୍ଶକେ ମଧ୍ୟ ଏହି ଫିଲ୍ମ କୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି I ରିପୋର୍ଟ ଅନୁସାରେ ପ୍ରଥମ ଦିନ ରେ ହିଁ ଏହି ଫିଲ୍ମ 16 କୋଟି ଟଙ୍କା ରୋଜଗାର କରିଛି I ତେବେ ଅଜୟ ଦେଵଗନ ବର୍ତମାନ ଏହି ଫିଲ୍ମ କୁ ନେଇ ବେଶ ଚର୍ଚା କୁ ଆସିଛନ୍ତି I

ଏହି ଫିଲ୍ମ ର କାହାଣୀ ଏକ ଐତିହାସିକ ଘଟଣା ଉପରେ ଆଧାରିତ ଅଟେ I ଫିଲ୍ମ ତାନାଜି କୁ ମଧ୍ୟ ଟ୍ୟାକ୍ସ ଫ୍ରି କରାଯାଇଛି I ଏହି ଫିଲ୍ମ ର କାହାଣୀ ଛତ୍ରପତି ଶିବାଜୀ ଙ୍କ ର ଜୀବନ କାହାଣୀ ଉପରେ ଆଧାରିତ ଅଟେ I ତାନାଜି ଙ୍କ ର ବୀରତା ଓ ତ୍ୟାଗପୂର୍ଣ ଜୀବନ କୁ ନେଇ ସେ ବେଶ ଲୋକପ୍ରିୟ ଅଟନ୍ତି I

ଏପରି ସମୟ ରେ ଅଜୟ ଦେଵଗନ କିଛି ମରାଠୀ ସ୍କୁଲ ପିଲା ଙ୍କୁ ଏହି ଫିଲ୍ମ ର ସୋ ମାଗଣା ରେ ଦେଖାଇଛନ୍ତି I ଏବଂ ନିଜେ ଅଜୟ ଦେଵଗନ ସୋ ଆରମ୍ଭ ହେବା ପରେ ସେହି ସିନେମା ହଲ ରେ ପହଂଚିଥିଲେ I ସେଠାରେ ଅଜୟ ଦେଵଗନ ପିଲା ଙ୍କ ର ପିତାମାତା ଙ୍କୁ ମଧ୍ୟ ସାକ୍ଷ୍ୟାତ କରିଥିଲେ I ଏହା ର ଫୋଟୋ ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I


ଫିଲ୍ମ ତାନାଜି ରେ ଛତ୍ରପତି ଶିବାଜୀ ମହାରାଜ ଙ୍କ ର ବୀର ସେନାପତି ତାନାଜି ମାଲୁସରେ ଙ୍କ ର ଭୂମିକା କୁ ଅଭିନେତା ଅଜୟ ଦେଵଗନ ହିଁ ପୁରା କରିଛନ୍ତି I ଏବଂ ଏହି ଫିଲ୍ମ ଅଜୟ ଦେଵଗନ ଙ୍କ କ୍ୟାରିୟର ର 100 ତମ ଫିଲ୍ମ ଅଟେ I ଏହି 2020 ମସିହା ରେ ଅଜୟ ଦେଵଗନ ଙ୍କ ର ଦୁଇଟି ଫିଲ୍ମ ରିଲିଜ ହେବ I