ଏ ହେଉଛନ୍ତି ଭାରତର ସବୁଠାରୁ ସୁନ୍ଦରୀ କିନ୍ନର ଯାହାଙ୍କୁ ଦେଖିକି ଐଶର୍ଯ୍ୟା ରାୟ ମଧ୍ୟ ଇର୍ସା କରନ୍ତି !

ଆଜି ଆମେ ଭାରତ ର ସବୁଠାରୁ ସୁନ୍ଦର ଓ ଲୋକପ୍ରିୟ କିନ୍ନର ଙ୍କ ବିଷୟ ରେ କହିବାକୁ ଯାଉଛେ , କିନ୍ତୁ ଆଜି ପୂର୍ବ ରୁ ଆପଣ କେବେ ହେଲେ ତାଙ୍କ ବିଷୟ ରେ କେବେ ଶୁଣି ନ ଥିବେ I କିନ୍ତୁ ତାଙ୍କ ର ଚର୍ଚା ଦେଶ ଛଡା ବିଦେଶ ରେ ମଧ୍ୟ ହେଉଛି I ହଁ ଆଜ୍ଞା ଆଜି ଆମେ ଯେଉଁ ଲୋକପ୍ରିୟ କିନ୍ନର ଙ୍କ ବିଷୟ ରେ କହିବାକୁ ଯାଉଛେ , ତାଙ୍କ ନା ହେଲା ବିଶେଷ ହୈରାମ I ସେ ଥାଇଲାଣ୍ଡ ରେ ହେବାକୁ ଥିବା ଛଣବୁରି ରେ ଏକ ପ୍ରତିଯୋଗିତା ରେ ବିଜେତା ଥିଲେ ଓ 30 ପ୍ରତିଯୋଗୀ ଙ୍କ ମଧ୍ୟ ରେ ସେ ବଛା ଯାଇଥିଲେ I

ସୂଚନା ଅନୁସାରେ ଆଜି ଆମେ ଆଲୋଚନା କରୁଛେ ସବୁଠାରୁ ସୁନ୍ଦର କିନ୍ନର ଙ୍କ ବିଷୟ ରେ ଆଉ ଏହି ପ୍ରତିଯୋଗିତା କେବଳ କିନ୍ନର ଙ୍କ ପାଁଇ 2004 ମସିହା ରେ ଆୟୋଜିତ ହେଇଥିଲା I ତାଙ୍କ ର ମାତା ପିତା ମଧ୍ୟ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି I

ଯେତେବେଳେ ବିଶେଷ ଙ୍କ ର ପିତା ମେଁଗ୍ଲେମ ଙ୍କୁ ତାଙ୍କ ବିଶେଷ ବିଷୟ ରେ ପଚାର ଗଲା ତ ସେ କହିଲେ ତାଙ୍କ ପୁଅ ଗୋଟେ ଝିଅ ଠାରୁ ବଳିକି , ପ୍ରଥମେ ତ ସେ ଏହି ବ୍ୟକ୍ତିତ୍ୱ ର ବିରୋଧରେ ଥିଲେ କିନ୍ତୁ ପରେ ସେ ପ୍ରସନଳୀଟି କୁ ଗ୍ରହଣ କରିଥିଲେ I

ଆଉ ଯେତେବେଳେ ବିଶେଷ ଙ୍କ ର ମା ଙ୍କୁ ପଚରାଗଲା ତ ସେ କହିଲେ ଆରମ୍ଭ ରେ ତ ବିଶେଷ ଯେତେବେଳେ ମହିଳା ଙ୍କ ର କପଡା ପିନ୍ଧୁଥିଲେ ତ ତାଙ୍କ ମାଙ୍କୁ ବହୁତ କ୍ରୋଧ ଆସୁଥିଲା କିନ୍ତୁ ପରେ ସେ ଏହା କୁ ସ୍ୱୀକାର କରିଥିଲେ I