E Shrama କାର୍ଡ ଥିଲେ ଆସିଲା ଖୁସିର ଖବର, ଏମାନଙ୍କୁ ମିଳିବ ପ୍ରଥମ କିସ୍ତି, ଜାଣନ୍ତୁ କେମିତି ଉଠାଇବେ ଲାଭ

ନମସ୍କାର ବନ୍ଧୁଗଣ ଇ-ଶ୍ରମ କାର୍ଡକୁ ନେଇ ଆସିଲା ଖୁସୀ ଖବର ଏଥର ଦୀପାବଳୀରେ ମିଳିବ ପ୍ରଥମ କିସ୍ତି ଟଙ୍କା। ପୁଣିଥରେ ଇ-ଶ୍ରମ କାର୍ଡକୁ ନେଇ ଆସିଛି ଖୁସୀ ଖବର ଏଥର ଦୀପାବଳୀରେ ମିଳିବ ଇ-ଶ୍ରମ କାର୍ଡର ପ୍ରଥମ କିସ୍ତି ଟଙ୍କା ୫ ହଜାର ଏହାକୁ ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା। ଆସନ୍ତା ଦୀପାବଳୀରେ ଇ-ଶ୍ରମ କାର୍ଡର କେଉଁମାନଙ୍କୁ ମିଳିବ ୫ ହଜାର ଟଙ୍କା ଏବଂ କେଉଁମାନଙ୍କୁ ମିଳିବ ନାହିଁ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଇ-ଶ୍ରମ କାର୍ଡକୁ ନେଇ ଆସିଛି ବଡ଼ ଖୁସୀ ଖବର ଯଦି ଆପଣମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରି ସାରିଛନ୍ତି ଏବଂ କାର୍ଡ ଅଛି ତେବେ ଆପଣଙ୍କ ପାଇଁ ଆସିଛି |

ଏହି ଖୁସୀ ଖବର ଏହି ଦୀପାବଳୀରେ ମିଳିବ ଇ-ଶ୍ରମ କାର୍ଡର ପ୍ରଥମ କିସ୍ତି। ଡିସେମ୍ବର ଶେଷ ତାରିଖ ଯାଏଁ ଆପଣ ପଞ୍ଜିକରଣ କରି ପାରିବେ ଜାନୁଆରୀ ୨୦୨୨ ଠାରୁ ସବୁ ସୁବିଧା ମିଳି ପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଆଉ ଯେଉଁମାନେ ଇ-ଶ୍ରମ କାର୍ଡ ପଞ୍ଜିକରଣ କରି ନାହାଁନ୍ତି |

ଯଥା ଶୀଘ୍ର କରାଇ ନିଅନ୍ତୁ ନହେଲେ ଆପଣମାନେ ସରକାରୀ ଦେଉଥିବା କିଛିବି ସୁବିଧା ସୁଯୋଗ ପାଇ ପାରିବେ ନାହିଁ ଆଉ କେଉଁମାନେ ପଞ୍ଜିକରଣ କରିଛନ୍ତି ସେହିମାନେ ୨ ଲକ୍ଷ ଟଙ୍କା ବିମାରାଶି ମିଳି ପାରିବ କୌଣସି ଦୁର୍ଘଟଣା ଘଟିଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

କାଳୀ ପୂଜା ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି କୁହାଯାଇଥିବା କଥା ସଂପୂର୍ଣ୍ଣ ମିଥ୍ୟା ଅଟେ।