କରୋନା ମହାମାରୀ ସମୟ ରେ ପ୍ରଥମ ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ସ୍ଵାସ୍ତ୍ୟ କର୍ମୀ I ତେବେ ବିଗତ ଦିନ ରେ କିଛି ସ୍ଥାନ ରେ ଏହା ଦେଖିବା କୁ ମିଳିଛି କି ଡାକ୍ତର ଓ ସ୍ଵାସ୍ତ୍ୟ କର୍ମୀ ଙ୍କ ଉପରେ ଲୋକେ ଆକ୍ରମଣ କରିଛନ୍ତି I ଏପରି ଘଟଣା କୁ ନଜର ରେ ରଖି ପ୍ରଧାନମନ୍ତ୍ରୀ ବୁଧବାର ଦିନ 123 ବର୍ଷ ପୁରୁଣା ମହାମାରୀ ଆଇନି ସଂଶୋଧନ ଲାଗୁ କରିଛନ୍ତି I କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼ିକର କହିଛନ୍ତି କି କୌଣସି ଡାକ୍ତର କିମ୍ବା ସ୍ଵାସ୍ତ୍ୟ କର୍ମୀ ଙ୍କ ଉପରେ ଆକ୍ରମଣ କରିଲେ ସେହି ବ୍ୟକ୍ତି 7 ବର୍ଷ ର ଜେଲ ଦଣ୍ଡ ସହ 5 ଲକ୍ଷ ର ଦଣ୍ଡ ବିଧାନ ରାଶି ମଧ୍ୟ ଦେବେ I
କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ମହାମାରୀ ଆଇନି 123 ବର୍ଷ ପୁରୁଣା ଅଟେ I ତେବେ ରୋଗ ବ୍ୟାପିବା ରେ ସହଯୋଗ କରୁଥିବା ଲୋକେ ଏହା ଜାଣିରଖିବା ଉଚିତ କି ଏହି ରୋଗ ଏକ ମହାମାରୀ ଅଟେ ଏବଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକେ ମୃତ୍ୟୁବରଣ ମଧ୍ୟ କରିଛନ୍ତି I
ସ୍ଵାସ୍ତ୍ୟ କର୍ମୀ ଙ୍କ ଉପରେ ଆକ୍ରମଣ ହେଲେ ଆଇନି ଲାଗୁ ହେବ
– ଯେଉଁ ବ୍ୟକ୍ତି ସ୍ଵାସ୍ତ୍ୟ କର୍ମୀ ଙ୍କ ଉପରେ ଆକ୍ରମଣ କରିବେ ତାଙ୍କୁ ବେଲ ମିଳିବ ନାହିଁ I
– ଯାଞ୍ଚ ଅଧିକାରୀ ଙ୍କୁ 30 ଦିନ ମଧ୍ୟ ରେ ଯାଞ୍ଚ ପୁରା କରିବା କୁ ହେବ I
– ଅପରାଧ ରେ ଜଡିତ ଥିବା ବ୍ୟକ୍ତି 3 ମାସ ରୁ 5 ବର୍ଷ ର ଜେଲ ଦଣ୍ଡ ଭୋଗିବେ I ଏବଂ 50 ହଜାର ରୁ 2 ଲକ୍ଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଦଣ୍ଡ ରାଶି ଦେବାକୁ ହେବ I
– ଗମ୍ଭୀର ଆଘାତ ଲାଗିଥିଲେ 6 ମାସ ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ 5 ଲକ୍ଷ ର ଦଣ୍ଡ ବିଧାନ ଲାଗୁ ହେବ I
– ଯଦି ସ୍ଵାସ୍ତ୍ୟ କର୍ମୀ ଙ୍କ ର ଗାଡି କିମ୍ବା କ୍ଲିନିକ ର କିଛି କ୍ଷତି ହେବ ତେବେ ମାର୍କେଟ ଭଲ୍ୟୁ ର ଦୁଇ ଗୁଣା ଆକ୍ରମଣ କାରି ଦେବେ I