Big Breaking ଏବେ ଏବେ ଆସିଲା ଆଉ ଦୁଃଖଡ଼ ଖବର, ମୃତ୍ୟୁ ବରଣ କଲେ ଏହି ପ୍ରସିଦ୍ଧ ହିରୋଇନ, ଶୋକରେ ବୁଡ଼ିଲା ଫିଲ୍ମ ଜଗତ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଆସିଲା ବଡ଼ ଦୁଃଖଦ ଖବର ଏହି ଅଭିନେତ୍ରୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ତେବେ ଏହି ଅଭିନେତ୍ରୀଙ୍କର ପ୍ରକୃତ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତାଙ୍କର ବ୍ରେନ୍ ହାମ୍ରଜ୍ ଯୋଗୁଁ ମୃତ୍ୟୁ ହୋଉଥିବା କଥା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ଏହି ଅଭିନେତ୍ରୀ ଜଣଙ୍କ ପ୍ରତିଭାବାନ୍ ଅଭିନେତ୍ରୀ ଥିଲେ। ସୁଟିଂ ସେଟ୍ ରେ ସେ ସବୁବେଳେ ଖୁସୀ ମିଯାଜରେ ରହୁଥିଲେ ହେଲେ ହଠାତ୍ ତାଙ୍କର ଏଭଳି ବୋୟୋଗକୁ କେହି ବିଶ୍ବାସ କରିପାରୁ ନାହାଁନ୍ତି। ସେହିପରି ଅଭିନେତ୍ରୀ ବର୍ଷାଙ୍କର ବର୍ଷକର ଏକ ପୁଅ ଅଛି। ଗତ ଜୁଲାଇ ମାସରେ ସେ ତାଙ୍କ ପୁଅଙ୍କ ଜନ୍ମଦିନ ଖୁବ୍ ଧୁମ୍ ଧାମ୍ ରେ ପାଳନ ମଧ୍ୟ କରିଥିଲେ।

ଅଭିନେତ୍ରୀଙ୍କ ବିୟୋଗ ଖବର ଆସିବା ପରେ ସାରା ଟେଲି ଜଗତରେ ଶୋକର ଛାୟା ଖେଳି ଯାଇଛି ଏବଂ ଅନେକ ଟେଲି କଳାକାର ସୋସିଆଲ ମିଡିଆରେ ଅଭିନେତ୍ରୀ ମନିଷାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଟେଲି ଅଭିନେତ୍ରୀ ମନିଷାଙ୍କ ମୃତ୍ୟୁ ଖବର ପ୍ରଥମେ ତାଙ୍କର ସହ ଅଭିନେତ୍ରୀ ପରିଧି ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଦୁଃଖ ପ୍ରକାଶ କରିଥିଲେ।

ଅକ୍ଟୋବର ୧ ଶୁକ୍ରବାର ଦିନ ମାତ୍ର ୨୯ ବର୍ଷ ବୟସରେ ସେ ସମସ୍ତଙ୍କୁ ବିଦାୟ ଦେଇ ଚାଲି ଯାଇଛନ୍ତି। ଧାରାବାହିକ ଯୋଦ୍ଧା ଆକବର୍ ଅଭିନେତ୍ରୀ ମନିଷାଙ୍କର ପରଲୋକ ହୋଇଛି। ଯୋଦ୍ଧା ଆକବର୍ ଧାରାବାହିକରେ ସଲିମା ବେଗମ୍ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟି ଥିଲେ।

ତେବେ ପ୍ରସିଦ୍ଧ ଅଭିନେତ୍ରୀ ମନିଷାଙ୍କର ବିୟୋଗରେ ସାରା ଟେଲି ଜଗତରେ ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସୋସିଆଲ ମିଡିଆରେ ମନିଷାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି।