ଏବେ ଏବେ: କଲି ଭିତରେ ଦୁନିଆରୁ ହଜିଯିବ ପାକିସ୍ତାନ.… ଆଜିହିଁ ବଡ ବଡ ଆକ୍ରମଣ କରିପାରେ ଭାରତ …

ବିଶେଷ ଖବର ମୁତାବିକ ଭାରତୀୟ ସେନା ଅତର୍କିତ ଭାବ ରେ କୌଣସି ବି ମୁହୂର୍ତ୍ତ ରେ ପାକିସ୍ତାନ ଉପରେ ଅତର୍କିତ ଆକ୍ରମଣ କରିପାରନ୍ତି I ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ରେ ଅଶାନ୍ତି ର ମାହୋଲ ଖେଳିଯାଇଛି I ସାରା ଭାରତବାସି ବର୍ତମାନ ରକ୍ତ ର ପ୍ରତିଶୋଧ ରକ୍ତ ରେ ନେବାକୁ ଚାହୁଁଛନ୍ତି I ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କୀ ସଂଗଠନ ଏପରି କାର୍ଯ୍ୟ କରି ସମ୍ପୂର୍ଣ ଭୁଲ କରିଛି I

ଏବଂ ପ୍ରତୋକ ଅପରାଧୀ ଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବ I ଦେଶ ର ସେନା ଙ୍କୁ ମଧ୍ୟ ପୁର୍ଣ ସ୍ୱାଧୀନତା ଦିଆ ଯାଇଛି I ଏବଂ ଆତଙ୍କୀ ସଙ୍ଘଟନ କୁ ଏହା ର ମୁହଁ ତୋଡ ଜବାବ ଦିଆ ଯିବ I କାରଣ ଭାରତ ରେ ଏପରି ଅଘଟଣ ଘଟାଇ ଯେ ସେମାନେ ଏକ ବଡ଼ ବିପତି କୁ ଆମନ୍ତ୍ରିତ କରିଛନ୍ତି I

ଏହି ଘଟଣା ର ଜାମୁ କାଶ୍ମୀର ରେ ପୁଲବାମା ରେ ଆତଙ୍କୀ ଙ୍କ ଆକ୍ରମଣ ରେ 44 ଜଣ ଭାରତୀୟ ଯବାନ ସହିଦ ହେଇଛନ୍ତି I ଘଟଣା ଟି ର ଏକ ଦିନ ପରେ ଶୁକ୍ରବାର ଦିନ LOC ବଡ଼ର ରେ ଭାରତ ତରଫରୁ ସିଜ ଫାୟାର ଆରମ୍ଭ ହେଇଯାଇଛି I

ଏହି ଆକ୍ରମଣ ରେ ପାକିସ୍ତାନ ସେନା ଙ୍କ ର ବଡ଼ ଧରଣ ର କ୍ଷୟ କ୍ଷତି ହେଇଚି I ଏହି ଅଘଟଣ ପରେ କେନ୍ଦ୍ର ରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ର ଉପସ୍ତିତି ରେ ହେଇଥିବା ଆଲୋଚନା ପରେ ପାକିସ୍ତାନ ଠାରୁ ମୋଷ୍ଟ ଫେଂବାର୍ଡ ନେସନ ର ମାନ୍ୟତା ମଧ୍ୟ ଫେରାଇ ଅଣାଯାଇଛି I ଯାହା କୁ ନେଇ ପାକିସ୍ତାନ ଏକପ୍ରକାର ର କମଜୋର ହେଇଯାଇଛି I

Share Your Comments Below

Leave a Reply

Your email address will not be published. Required fields are marked *