ଏବେ ଏବେ: ଭାରତ ପାକିସ୍ତାନ ମଧ୍ୟରେ ବଡ଼ର ଉପରେ ହେଉଛି ଜୋରଦାର ଗୁଳି ବିନିମୟ , ଆଜି ପାକିସ୍ତାନ ର ହୋଇଯିବ ସର୍ବନାଶ

ବର୍ତମାନ ଭାରତ ପାକିସ୍ତାନ ର ପୁଂଚ ସେକ୍ଟର ରେ ଭୀଷଣ ଗୁଳି ବିନିମୟ ଜାରି ରହିଛି I କାଶ୍ମୀର ରେ ଏହି ଘଟଣା ପରେ ଭାରତ ନିଜ ର ପାଲଟା ଆକ୍ରମଣ ମଧ୍ୟ ଆରମ୍ଭ କରିଦେଇଛି I ଏବଂ ପାକିସ୍ତାନ ର ଭାରି କ୍ଷୟ କ୍ଷତି ମଧ୍ୟ ହେଇଚି I

କାଶ୍ମୀର ରେ ବୋମା ବିସ୍ଫୋରଣ ପରେ ଆମ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଙ୍କୁ ପୁର୍ଣ ସ୍ୱାଧୀନତା ଦେଇସାରିଛନ୍ତି ଏବଂ ତାଙ୍କୁ ଗୁଳି ର ହିସାବ ମଧ୍ୟ ମଗାଯିବ ନାହିଁ ବୋଲି କହିଛନ୍ତି I ଏବଂ ଏକ ବୈଠକ ରେ ବିଗତ ସର୍ଜିକାଲ ଷ୍ଟ୍ରାଇକ ର ହିରୋ ରଣବୀର ସିଂ ଙ୍କୁ ମଧ୍ୟ ଡକାଯାଇଥିଲା I ଏବଂ ତାଙ୍କ ନେତୃତ୍ୱ ରେ ହିଁ ଭାରତୀୟ ସେନା ନିଜ ର କାର୍ଯ୍ୟ ଆରମ୍ଭ କରିବେ I

ରଣବୀର ସିଂ ହେଉଛନ୍ତି ସେହି ହିରୋ ଯିଏ ସର୍ଜିକାଲ ଷ୍ଟ୍ରାଇକ ରେ ମହାରଥ ହାସିଲ କରିଛନ୍ତି I ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ପାକିସ୍ତାନ ଏହା ଭୁଲି ଯାଉଛି ଏହା ନୂତନ ରଣନୀତି ର ଭାରତ I ଆତଙ୍କୀ ସଂଗଠନ ମାନେ ଯେଉଁ ଘୃନ୍ୟ କାର୍ଯ୍ୟ କରିଛନ୍ତି ଏହା ର କଡା ଉତ୍ତର ମଧ୍ୟ ଭାରତ ଦେବ I

ପାକିସ୍ତାନ ଏପରି କାଶ୍ମୀର ରେ ବୋମା ବିସ୍ଫୋରଣ କରି କାଂଶୀର ପରି ଶାନ୍ତି ପରିବେଶ ରେ ଆସନ୍ତି ର ମାହୋଲ କରିଦେଇଛି I ଏବଂ ଦେଶ ର 130 କୋଟି ଜନତା ଏହା ର ଉତ୍ତର ଦେବେ I ବିଶ୍ୱ ର ସମଗ୍ର ଦେଶ ପାକିସ୍ତାନ ର ଏହି ଘଟଣା କୁ ତୀବ୍ର ନିନ୍ଦା କରୁଛନ୍ତି I ଏବଂ ପଡୋଶୀ ଦେଶ ଯଦି ଭାବୁଛି ଭାରତ ରେ ଅସ୍ଥିରତା କରି ସଫଳ ହେବେ ତ ସେ ଭୁଲ ଭାବୁଛନ୍ତି I

ଝାନ୍ସୀ ର ଏକ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ଦେଶ ର ଯବାନ ମାନେ ନିଜ ର ପ୍ରାଣ ର ଆହୁତି ଦେଇଛନ୍ତି , ତାଙ୍କ ର ବଳିଦାନ ବ୍ୟର୍ଥ ଯିବ ନାହିଁ I ଏବଂ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ବର୍ତମାନ ବର୍ଡ଼ର ରେ ସେନା ଙ୍କୁ ପୁର୍ଣ ସ୍ୱାଧୀନତା ଦିଆ ଯାଇଛି ପୁଲବାମା ର ପ୍ରତିଶୋଧ ସେ ଯେପରି ବି ନେଇପାରିବେ I

Leave a Reply

Your email address will not be published. Required fields are marked *