ଯେପରି କି ଆପଣ ଜାଣିଥିବେ ବଙ୍ଗଲା ଫିଲ୍ମ ର ଲୋକପ୍ରିୟ ଅଭିନେତା ଓ ତୃଣମୂଳ କଂଗ୍ରେସ ର ପୂର୍ବ ସାଂସଦ ତାପସ ପାଲ ଙ୍କ ର ମଙ୍ଗଳବାର ସକାଳେ ଦେହାନ୍ତ ହେଇଚି I ଦେହାନ୍ତ ସମୟ ରେ ତାପସ ପାଲ 61 ବର୍ଷ ବୟସ ର ଥିଲେ I ମୁମ୍ବାଇ ରେ ଏକ ଘରୋଇ ହସ୍ପିଟାଲ ରେ ତାପସ ପାଲ ଙ୍କ ର ଦେହାନ୍ତ ହେଇଥିଲା I ସେ ନିଜ ଝିଅ ଙ୍କୁ ସାକ୍ଷ୍ୟାତ କରିବା କୁ ମୁମ୍ବାଇ ଯାଉଥିଲେ I ଏବଂ ଯେତେବେଳେ ସେ ଫେରିଥିଲେ ତ ବିମାନ ବନ୍ଦର ରେ ରେ ତାଙ୍କ ଛାତି ରେ ଯନ୍ତ୍ରଣା ହେଇଥିଲା I ଏହା ସଂଗେ ତାଙ୍କୁ ଯୁହୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ସକାଳ 4 ଘଟିକା ସମୟ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I
ପଶ୍ଚିମ ବଙ୍ଗ ର ଚନ୍ଦ୍ରନଗର ରେ ଜନ୍ମ ହେଇଥିଲେ ତାପସ ପାଲ I ଏବଂ ହୁଙ୍ଗଳି ମହସୀନ କଲେଜ ରେ ଵୟୋ ସାଇନ୍ସ ପଢିଥିଲେ I 1980 ମସିହା ରେ ତାପସ ପାଲ , ତରୁଣ ଙ୍କ ର ବେଙ୍ଗଲୀ ଫିଲ୍ମ ରେ ଡେବ୍ୟୁ କରିଥିଲେ I 80 ଦଶକ ରେ ସେ ବିଶେଷ ରୂପେ ସଫଳ ହେଇଥିଲେ I ଏହା ପରେ ତାଙ୍କ ର ଅନେକ ଫିଲ୍ମ ସୁପର ହିଟ ହେଇଥିଲା I 1981 ମସିହା ରେ ରିଲିଜ ହେଇଥିବା ଫିଲ୍ମ ଶାହବ ରେ ସେ ଫିଲ୍ମ ମେକର ଆୱାର୍ଡ ପାଇଥିଲେ I
ତାପସ ପାଲ ଅନେକ ବଲିଉଡ ଫିଲ୍ମ ରେ କାମ କରିଥିଲେ I ସେ ମାଧୁରୀ ଦୀକ୍ଷିତ ଙ୍କ ର ଅପୋଜିଟ ରେ କାମ କରିଥିଲେ ଓ 1984 ରେ ରିଲିଜ ହେଇଥିବା ଫିଲ୍ମ ହିରନ ନାଗ ନିର୍ଦେଶିତ ଏହି ଫିଲ୍ମ ରେ ମାଧୁରୀ ଡେବ୍ୟୁ କରିଥିଲେ I 2014 ରେ ଲୋକସଭା ନିର୍ବାଚନ ରେ ପଶ୍ଚିମବଙ୍ଗ ର ରୁ ସେ ବିଜେତା ହେଇ ସାଂସଦ ହେଇଥିଲେ I ସେ ତୃଣମୂଳ କଂଗ୍ରେସ ର ଟିକେଟ ରେ ପାଇଥିଲେ I