ଏବେ ସବୁ ଝିଅଙ୍କର ବାହାଘରରେ ସରକାର ଦେବେ ୪୦୦୦୦ ଟଙ୍କାର ସହାୟତା, ଆଜି ହିଁ ଏପରି କରନ୍ତୁ ଆବେଦନ

ହିନ୍ଦୁ ଧର୍ମ ରେ ଶାରୀରିକ , ମାନସିକ ରୂପେ ପରିପକ୍ୱତା ହେଇଯିବା ପରେ ଯୁବକ ଯୁବତୀ ଙ୍କ ର ବିବାହ ସଂସ୍କାର କରାଯାଇଥାଏ I ହିନ୍ଦୁ ଧର୍ମ ରେ ଦେବା ଦେବୀ ଙ୍କ ର ବିଶେଷ ମାନ୍ୟତା ରହିଛି I ସେହିପରି ଏକ ନିର୍ଧାରିତ ବୟସ ପରେ ଯୁବକ ଯୁବତୀ ଙ୍କ ର ବିବାହ କାର୍ଯ୍ୟ ମଧ୍ୟ ଏକ ଗୁର୍ତ୍ତୁତ୍ୱପୁର୍ଣ ପରମ୍ପରା ଅଟେ I

ହିମାଞ୍ଚଳ ପ୍ରଦେଶ ସରକାର ଙ୍କ ଦ୍ୱାରା ଗରିବ କନ୍ୟା ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ I ଏହି ଯୋଜନା ର ନାମ ଏଚପି କନ୍ୟାଦାନ ଯୋଜନା 2020 ଅଟେ I ହିମାଞ୍ଚଳ ମୁକ୍ଷ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅନ୍ତର୍ଗତ ଗରିବ କନ୍ୟା ଙ୍କ ର ବିବାହ ପାଁଇ 40000 ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବେ I ଯେଉଁ ପିଲା ଙ୍କ ର ପିତାମାତା ଶାରୀରିକ ମାନସିକ ରୂପେ ଅକ୍ଷମ ସେହି କନ୍ୟା ଙ୍କୁ ଏହି ଆର୍ଥିକ ସହାୟତା ମିଳିପାରିବ I ସେହି କନ୍ୟା ମାନେ ଏହି ଏହି ଯୋଜନା ପାଁଇ ଆବେଦନ କରିପାରିବେ I ବର୍ତମାନ ସୁଦ୍ଧା ସରକାର ଙ୍କ ର ଏହି ଯୋଜନା ରେ 1591 ଯୁବତୀ ମାନେ ଲାଭବାନ ହେଇଛନ୍ତି I ଏହି ଯାଜନା ରେ ସରକାର 40000 ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବେ I

ସିଏମ କନ୍ୟାଦାନ ଯୋଜନା
ବାର୍ଷିକ ଆୟ 35000 ଟଙ୍କା ରୁ ଅଧିକ ହେଇ ନ ଥିବ I
ଯେଉଁ ଯୁବତୀମାନେ ଅନାଥ ମାତାପିତା ଶାରୀରିକ ରୂପେ ଅକ୍ଷମ ଅଟନ୍ତି ସେହି କନ୍ୟାମାନେ ହିଁ ଏହି ଯୋଜନା ର ଲାଭ ଉଠାଇ ପାରିବେ I
ସେହି ବ୍ୟକ୍ତି ଙ୍କ ର ନାମ , ଠିକଣା ଓ ବିବାହ ର ତାରିଖ ଆଦି I
ଆବେଦନ କରୁଥିବା ଯୁବତୀ ଙ୍କ ର ଆୟୁ 18 ବର୍ଷ ରୁ ଅଧିକ ହେଇଥିବା ଉଚିତ I ହିମାଞ୍ଚଳ ପ୍ରଦେଶ କନ୍ୟାଦାନ ଯୋଜନା ପାଁଇ
ଆଧାର କାର୍ଡ
ନିବାସ ସ୍ଥାନ ର ପ୍ରମାଣ ପତ୍ର
ଆୟ ପ୍ରମାଣପତ୍ର
ପାସପୋର୍ଟ ସାଇଜ ଫୋଟୋ
ବ୍ୟାଙ୍କ ପାସ୍ବୁକ

ଆବେଦନ କରୁଥିବା ଯୁବତୀ ତାଙ୍କ ନିକଟ ରେ ଥିବା ମହିଳା ଏବଂ ବାଳ ବିଭାଗ ରେ ଯୋଗାଯୋଗ କରିପାରିବେ I କିମ୍ବା ନିକଟ ରେ ଥିବା ଅଙ୍ଗନବାଡି କାର୍ଯ୍ୟକର୍ତା ଏହି ଯୋଜନା ରେ ଯୋଗ ଦେଇପାରିବେ I