ବୈବାହିକ ଜୀବନ ରେ ହେଉ କି ପ୍ରେମୀ ଯୁଗଳ ଙ୍କ କ୍ଷେତ୍ର ରେ ହେଉ ଶାରୀରିକ ସମ୍ବନ୍ଧ ଏକ ସାଧାରଣ କଥା ଅଟେ I କିନ୍ତୁ ଦୁନିଆ ରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ସେକ୍ସ କୁ ନେଇ ଅନେକ ପ୍ରତିବନ୍ଧକ ରହିଛି I କିନ୍ତୁ ଏହି କାରଣ ରୁ ଗ୍ରାହକ ମାନେ ସେକ୍ସ ପାଁଇ ରୋବୋର୍ଟ ର ବ୍ୟବହାର କରୁଛନ୍ତି I ଏବଂ ଏହା ର ମେକିଙ୍ଗ ପାଁଇ ଭିର୍ନ ଏକ ବେସ୍ୟାଳୟ ଖୋଲାଯାଇଛି I ସେଠାରେ ଆପଣ ସେକ୍ସ ପାଁଇ ରୋବୋର୍ଟ ହିଁ ଦେଖିବାକୁ ପାଇବେ I
ନ ଥିବେ ମହିଳା
ୟୁକେ ରେ ଦେହ ବ୍ୟବସାୟ ଓ ସେକ୍ସ ପାଁଇ ଏକ ବଡ଼ ମାର୍କେଟ ରହିଛି I କିନ୍ତୁ ଏତେ ବଡ଼ ମାର୍କେଟ ରେ ଅନେକ ପରିବର୍ତନ ମଧ୍ୟ କରାଯାଇଛି I କାରଣ ସେଠାରେ ଯୁବତୀ ଓ ମହିଳା ଙ୍କ ପରିବର୍ତେ ସେକ ଟୟ ର ବ୍ୟବହାର କରାଯାଉଛି I ଏବଂ ଲୋକେ ସେକ୍ସ ପାଁଇ ଆଉ ଯୁବତୀ ଙ୍କ ର ଆବଶ୍ୟକତା କରିବେ ନାହିଁ I
ଆର୍ଟିଫିସିଆଲ ସେକ୍ସ ତୟ
ଏହି ଅଂଚଳ ର ଲୋକ ଙ୍କ କହିବା ଅନଶୁୟାରେ ଏଠାରେ ଆର୍ଟିଫିସିଆଲ ସେକ୍ସ ତୟ ର ବ୍ୟବହାର କରାଯାଉଛି I ଏହା ଦ୍ୱାରା କୌଣସି ଶାରୀରିକ ସଂକ୍ରମଣ ର ଆଶଙ୍କା ମଧ୍ୟ ନ ଥାଏ I ଏଠାରେ ଆପଣ ବିନା କୌଣସି ଚିନ୍ତା ରେ ଆପଣ ସେକ୍ସ କରିପାରିବେ କିନ୍ତୁ ଏକ ରାତି ପାଁଇ ଆପଣ ହ୍ୟୁମାନ ସେକ୍ସ ରେ ଯେତିକି ଟଙ୍କା ଦେଉଥିଲେ ତାହା ଠାରୁ କମ ଟଙ୍କା ଦେବାକୁ ହେବ I କାରଣ ଏହି ରୋବୋର୍ଟ ଗୁଡିକ ଖୁବ କମ ମୂଲ୍ୟ ରେ ଆସିଥାନ୍ତି I