ଏବେଠୁ ହେଇଯାନ୍ତୁ ସାବଧାନ; ନୋଟ ବନ୍ଧ ଠାରୁ ଆହୁରି ଖତରନାକ ନିଷ୍ପତି ନେବାକୁ ଯାଉଛନ୍ତି ମୋଦିଜୀ

ଏକ ସମୟ ରେ ମୋଦି ସରକାର ନୋଟ ବନ୍ଦୀ କରି ନୂଆ ନୋଟ ର ଆରମ୍ଭ କରିଥିଲେ I ଯେତେବେଳେ ଦୁନିଆ ରେ କଳା ଧନ ବୃଦ୍ଧି ହେଇଥାଏ ତ ଭାରତ ର ଅର୍ଥ ବ୍ୟବସ୍ତା ମଧ୍ୟ ଦୁର୍ବଳ ହେଇଯାଇଥାଏ I ଏବଂ ଏପରି କ୍ଷେତ୍ର ରେ ସରକାର ନୋଟ ବନ୍ଧୀ ପରି ପଦକ୍ଷପ ନେଇଥାନ୍ତି I ଏହା ଦ୍ୱାରା ଯେଉଁ ବ୍ୟକ୍ତି ଙ୍କ ର ପାଖ ରେ କଳା ଧନ ରହିଥାଏ ସେମାନେ କେବେ ହେଲେ ନୂଆ ମୁଦ୍ରା ନେଇପାରନ୍ତି ନାହିଁ I

କଳା ଧନ ଉପରେ ରୋକ ଲଗାଇବାକୁ ସରକାର 8 ନଭେମ୍ବର 2016 ରେ ନୋଟବଂଧୀ ପରି ପଦକ୍ଷପ ନେଇଥିଲେ I ବର୍ତମାନ ର ସୂଚନା ଅନୁସାରେ ମୋଦି ସରକାର ନୋଟ ବନ୍ଧୀ ପରି ଏକ ବଡ଼ ପଦକ୍ଷପ ନେବାକୁ ଯାଉଛନ୍ତି I ସୂଚନା ଅନୁସାରେ ଯେଉଁ ଲୋକେ ନିଜ ର କଳା ଧନ ରେ ସୁନା କିଣିଛନ୍ତି ତାଙ୍କ ଉପରେ ରୋକ ଲାଗିବ I ସରକାର ଇଂନକମ ଟ୍ୟାକ୍ସ ସ୍କିମ ରେ ସୁଧାର ଆଣି ପାରନ୍ତି I ବିନା ରସିଦ ରେ ସୁନା ଥିଲେ ଏହା କଳା ଧନ ରେ ହିଁ ଗଣତି ହେବ ବୋଲି ସରକାର କହିଛନ୍ତି I

ଏବଂ ସୁନା ର ମୂଲ୍ୟ ନିର୍ଧାରଣ କରିବାକୁ ହେଲେ ଲୋକ ଙ୍କୁ ଭଲ୍ୟୁସନ ସାର୍ଟିଫିକେଟ ସେଣ୍ଟର ରୁ ଏକ ସାର୍ଟିଫିକେଟ ମଧ୍ୟ ନେବାକୁ ହେବ I ଏବଂ ସୁନା ଉପରେ ଏକ ନିର୍ଧାରିତ ମୂଲ୍ୟ ର ଟ୍ୟାକ୍ସ ମଧ୍ୟ ଲାଗୁ କରାଯିବ I ନିର୍ଧାରିତ ମାତ୍ରା ରୁ ଯେଉଁ ବ୍ୟକ୍ତି ଅଧିକ ସୁନା ରଖିଥିବେ ତାଙ୍କ ପାଁଇ ଦଣ୍ଡ ବିଧାନ ର ବ୍ୟବସ୍ତା ରହିଛି I

ମନ୍ଦିର କିମ୍ବା ଟ୍ରଷ୍ଟ ରେ ରଖାଯାଇଥିବା ସୁନା ର ମଧ୍ୟ ଅନୁଧ୍ୟାନ କରାଯିବ I ସରକାର ସୁନା କୁ ଆସେଟ୍ସ ଶ୍ରେଣୀ ରେ ଅଧିକ ପ୍ରାଧାନ୍ୟ ମଧ୍ୟ ଦେଇଛନ୍ତି I ଏବଂ ସୁନା ପାଁଇ ଏକ ସ୍ୱତନ୍ତ୍ର ବୋର୍ଡ ର ମଧ୍ୟ ଗଠନ କରାଯିବ I

Share Your Comments Below