ଏହା ହେଉଛି ଦେଶର ସବୁଠାରୁ ବଡ଼ କ୍ୟାନ୍ସର ଡାକ୍ତରଖାନା, ମାତ୍ର ୧୦ ଟଙ୍କାରେ ହୋଇଥାଏ ଚିକତ୍ସା, ନାଁ ଜାଣି ରଖନ୍ତୁ କେବେବି ଆସିପାରେ କାମରେ

କ୍ୟାନ୍ସର ରୋଗ ଶରୀର ପାଁଇ ବହୁତ ଭୟାନକ ରୋଗ ଅଟେ I ଅନେକ କ୍ଷେତ୍ର ରେ ଲୋକେ କ୍ୟାନ୍ସର ରୋଗ ରେ ମୃତ୍ୟୁବରଣ କରିଥାନ୍ତି I

ତେବେ ଅନେକ ସମୟ ରେ ମନୁଷ୍ୟ ଶରୀର ରେ ଟ୍ୟୁମର ହେଇଥାଏ କିନ୍ତୁ ସବୁ ଟ୍ୟୁମର ଯେ କ୍ୟାନ୍ସର ହେଇ ନ ଥାଏ I ଅନେକ ସମୟ ରେ ଶରୀର ରେ ଅଚାନକ ବୃଦ୍ଧି ପାଉଥିବା ଟ୍ୟୁମର ବହୁତ ହାନିକାରକ ହେଇଥାଏ I ତେବେ କଣ ଆପଣ ଜାଣିଛନ୍ତି ଭାରତ ର ସବୁଠାରୁ ବଡ଼ କ୍ୟାନ୍ସର ହସ୍ପିଟାଲ କେଉଁଟି ଅଟେ I

ଦେଖିବା କୁ ଗଲେ ଭାରତ ରେ ଏପରି ଅନେକ ହସ୍ପିଟାଲ ରହିଛି ଯାହା କି କ୍ୟାନ୍ସର ରୋଗ ର ଚିକିତ୍ସା କରାଯାଇଥାଏ I ତେବେ ଆଜି ଆମେ ଯେଉଁ କ୍ୟାନ୍ସର ହସପିଟାଲ ବିଷୟ ରେ କହିବା କୁ ଯାଉଛେ ସେଠାରେ 10 ଟଙ୍କା ରେ କ୍ୟାନ୍ସର ରୋଗ ର ଚିକିତ୍ସା କରାଯାଇଥାଏ I

ହରିୟାଣା ର ଜଳର ରେ ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥା ଦେଶ ର ସବୁଠାରୁ ବଡ଼ କ୍ୟାନ୍ସର ହସ୍ପିଟାଲ ଅଟେ I ଏହି ହସ୍ପିଟାଲ ରେ ପ୍ରଟୋନ ଥେରାପି ବ୍ୟବସ୍ଥା ରହିଛି I ଏହି ଥେରାପି ରେ ପ୍ରୋଟିନ ଵିମ ଦ୍ୱାରା ରୋଗୀ ଙ୍କ ର ଉପଚାର କରାଯାଇଥାଏ I ଘରୋଇ ହସ୍ପିଟାଲ ରେ ଏହି ଖର୍ଚ୍ଚ 20 ରୁ 25 ଲକ୍ଷ ହେଇଥାଏ I

ବର୍ତମାନ ଏହି ହସ୍ପିଟାଲ ରେ 50 ବେଡ଼ ରୁ ବୃଦ୍ଧି କରାଯାଇ 400 ବେଡ଼ ବ୍ୟବସ୍ତା କରାଯାଇଛି I

ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନ ର ନିର୍ଦେଶକ ଡାକ୍ତର ଜେକେ ରଥ କହିଛନ୍ତି ଦିଲ୍ଲୀ ର ଏମ୍ସ ରୁ ମଧ୍ୟ ରୋଗୀ ଙ୍କୁ ଏହି ହସ୍ପିଟାଲ କୁ ଅଣାଯାଉଛି I