ଏହା ହେଉଛି ଦୁନିଆର ସବୁଠାରୁ ଲମ୍ବା କାର ଯେଉଁଥିରେ ସୁଇମିଂ ପୁଲ ଠାରୁ ଆରମ୍ଭ କରି ହେଲିପ୍ୟାଡ ପର୍ଯ୍ୟନ୍ତ ସବୁ ଅଛି, ଗାଡି ଭିତର ଦେଖିଲେ ଉଡିଯିବ ଆପଣଙ୍କ ହୋସ

କୁହାଯାଇଥାଏ ସଉକ ଏକ ବଡ଼ ଜିନିଷ ଅଟେ I ଲୋକେ ନିଜ ନିଜ ର ସଉକ କୁ ପୁରା କରିବାକୁ ଅନେକ କିଛି କରିଥାନ୍ତି I ଏପରି ବି କିଛି ଜିନିଷ ର ନିର୍ମାଣ କରିଥାନ୍ତି ଯାହା କି ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ I ତେବେ ଆଜି ଆମେ ଏକ ଏପରି କାର ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ବିଷୟ ରେ ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ତେବେ ଏହି ଲମ୍ଵାର୍ଜିନି କାର ଆମେରିକା ର ସବୁଠାରୁ ଲମ୍ବା କାର ନାମ ରେ ସାମିଲ ରହିଛି I

ଆପଣ ଅନେକ କାର ଦେଖିଥିବେ ହେଲେ ଏପରି କାର କେବେ ଦେଖି ନ ଥିବେ I ଏହା ଏକ ଫ୍ୟାସନେବଲ କାର ଅଟେ I ଏବଂ ଦୁନିଆ ର ସବୁଠାରୁ ଲମ୍ବା କାର ଅଟେ I ଆମେରିକା ରେ ରହୁଥିବା ଜଣେ ବ୍ୟକ୍ତି ଏହି କାର ର ନିର୍ମାଣ କରିଛନ୍ତି I ଏବଂ ଏହି କାର ର ମୋଟ ଲମ୍ବା ହେଉଛି 100 ଫିଟ I ଏହି କାର ର ମୋଟ 26 ଗୋଟି ଚକା ରହିଛି I ଏବଂ ଏହି କାର ର ମୂଲ୍ୟ 27.1 କୋଟି ଅଟେ I

ଦ ଗିନିଜ ବୁକ ରେ ବି ଏହି କାର ଟି ସାମିଲ ହେଇପାରିଛି I ଏବଂ ଏହି କାର ର ନାମ ଦ ଆମେରିକା ଡ୍ରିମ ରହିଛି I ଏହି କାର ଦେଖିବାକୁ ଯେପରି ଲମ୍ବା ଏହା ର ଲଜ୍ଜରି ବି ସେହିପରି ଓ ଷ୍ଟାଇଲ ବି ସେହିପରି ଅଟେ I

ଏହି କାର ଟି କୁ ଆପଣ ସିଧା ବି ଚଳାଇପାରିବେ ଏବଂ କେଉଁଆଡେ ବୁଲେଇବାର ଥିଲେ ବୁଲାଇପାରିବେ ବି I ଗାଡି ର ଆଗ ରେ ଓ ପଛ ରେ ଉଭୟ ଜାଗା ରେ ଡ୍ରାଇଭର ବସିବା ପାଁଇ ଜାଗା ରହିଛି I

1990 ଦଶକ ରୁ ହିଁ ଏହା ଦୁନିଆ ର ସବୁଠାରୁ ଲମ୍ବା କାର ଭାବ ରେ ପରିଚିତ ହେଇଆସିଚି I ଏବଂ ଏହା ଗିନିଜ ବୁକ ରେ ବି ସ୍ଥାନ ପାଇପାରିଛି I କାରଣ ଏହି କାର ପରି ଆଉ କୌଣସି ଏତେ ଲମ୍ବା ର କାର ଦୁନିଆ ରେ ନାହିଁ I

ତେବେ ବର୍ତମାନ ସମୟ ରେ କିନ୍ତୁ ଏହି କାର ଟି ଡ୍ୟାମେଜ ହେଇଗଲାଣି I ଏହା ଆଉ ବ୍ୟବହାର ଯୋଗ୍ୟ ହେଇ ନାହିଁ I