ଏହି ବାପା ନିଜ ଝିଅର ବାହାଘରରେ ସୁନା-ଚାନ୍ଦି ଯୌତୁକ ନ ଦେଇ ଦେଲେ ଏପରି ଜିନିଷ କି ପୁରା ସହର ଆଶ୍ଚର୍ଯ୍ୟ ହେଇଗଲା

ଆଜି ପର୍ଯ୍ୟନ୍ତ ଆପଣ ଦେଖିଥିବେ କୌଣସି ବି ଝିଅ ର ବିବାହ ରେ ଘର ଲୋକେ ଝିଅର ଇଚ୍ଛା ଅନୁସାରେ ସୁନା ଗହଣା ଆଦି ଦେଇଥାନ୍ତି | ଘର ଲୋକେ ସ୍ନେହ ମମତା କାରଣ ରୁ ଝିଅ କୁ ଯୌତୁକ ଆକାର ରେ ବିବାହ ସମୟ ରେ ସୁନା ଗହଣା ଆଦି ଦେଇଥାନ୍ତି | ସବୁ ଝିଅ ଙ୍କ ର ପିତାମାତା ଚାହିଁଥାନ୍ତି କିପରି ତାଙ୍କ ଝିଅ ଖୁସି ରେ ରହୁ | ଆଜି ଆମେ ଏଠାରେ କିଛି ଏହି ସମ୍ବନ୍ଧିତ ଘଟଣା କହିବା କୁ ଯାଉଛୁ |

ଏହି ପୁରା ମାମଲା ଟି ଗୁଜୁରାଟ ର ଅଟେ | ଗୁଜୁରାଟ ର ରାଜକୋଟ ସହର ରେ ରହୁଥିବା କିନ୍ନରୀ ଙ୍କ ର ବିବାହ ପୂର୍ଵଜୀତ ସିଂ ଙ୍କ ସହ ନିର୍ଧାରିତ ହେଇଥିଲା | ପୂର୍ଵଜୀତ ସିଂ ଜଣେ ଇଂଜିନିୟର ଅଟନ୍ତି I କିନ୍ନରୀ ଙ୍କ ର ପିତା ତାଙ୍କୁ ପଚାରିଥିଲେ ତୁମ ର ବିବାହ ରେ କଣ କଣ ଦରକାର I କିନ୍ନରୀ କହିଲେ ମୋତେ ଟିକେ ଭାବିବା କୁ ସମୟ ଦରକାର I କିନ୍ନରୀ କିନ୍ତୁ ତାଙ୍କ ପିତା ଙ୍କୁ ଯାହା ଯୌତୁକ ରେ ମାଗିଥିଲେ ଏହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I

କିନ୍ନରୀ ନିଜ ପିତା ଙ୍କୁ ଏକ ଲିଷ୍ଟ ଦେଇଥିଲେ I ଯେଉଁଥିରେ 2200 ପ୍ରକାର ର ବହି ରହିଥିଲା I ଏହି ଲିଷ୍ଟ କିନ୍ନରୀ ତାଙ୍କ ପିତା ଙ୍କୁ ଦେଇ କହିଥିଲେ ବାପା ମୋତେ ଯୌତୁକ ରେ ଏହି ସବୁ ଦରକାର ଅଟେ I ଝିଅ ର ଇଚ୍ଛା କୁ ସଂମାନ ଦେଇ କିନ୍ନରୀ ଙ୍କ ର ପିତା ଏହି ସବୁ ବହି ଯୋଗାଡ଼ କରିଥିଲେ I ଏବଂ ଝିଅ ବିଦାଇ ସମୟ ରେ ଏହି ସବୁ କିନ୍ନରୀ ଙ୍କୁ ଉପହାର ରେ ଦେଇଥିଲେ I

ସମୟ ପରିବର୍ତନ ଅନୁସାରେ ଆଜିକା ସମୟ ରେ ଲୋକ ଙ୍କ ର ଚିନ୍ତାଧାରା ରେ ମଧ୍ୟ ଅନେକ ପରିବର୍ତନ ଆସିଛି I କିନ୍ନରୀ ଜଣେ ବୁଦ୍ଧିମତା ଝିଅ ଅଟନ୍ତି ଏବଂ ଆଜି ଏହିପରି ବହି ପଢିବା ର ସଉକ କୁ ନେଇ ସେ ନିଜ ପିତା ଙ୍କୁ ଏପରି ଅଜୀବ ଦାବି କରିଥିଲେ I ଏହିପରି ଭାବ ରେ କିନ୍ନରୀ ଙ୍କୁ ତାଙ୍କ ପିତା ବହି ଉପହାର ରେ ଦେଇଥିଲେ I ଏବଂ ଲୋକେ ମଧ୍ୟ ଉପହାର ରେ 200 ବହି ଦେଇଥିଲେ I