ଯଦି କେହି ଆପଣ ଙ୍କୁ ପ୍ରଶ୍ନ କରନ୍ତି ଯେ ଜଣେ ବ୍ୟକ୍ତି ଏକାଥରକେ କେତେ ଜଣ ମହିଳା ଙ୍କୁ ବିବାହ କରିପାରିବେ ତ , ଆପଣ କହିବେ ଦୁଇ କିମ୍ବା ତିନି I ଏହା ତ ଆପଣ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା କି ଅତୀତ ରେ ରାଜାମାନେ ଅନେକ ରାଣୀ ରଖୁଥିଲେ କିନ୍ତୁ ଏହି ପ୍ରଥା ଆଜିକା ସମୟରେ ସମ୍ଭବ ନୁହେ I କାରଣ ଆଜି ର ଏହି ସମୟରେ ସମସ୍ତ ଜିନିଷ ରେଟଆକାଷଛୁଅଁ ହେଇଚି ତ ଜଣେ ବ୍ୟକ୍ତି ଜଣେ ସ୍ତ୍ରୀ ର ଇଚ୍ଛା ପୂରଣ କରିପାରେ ତା ବି ବହୁତ କଷ୍ଟରେ I
ଆଜିକା ସମୟରେ ଯଦି କେହି ଫ୍ୟାମିଲି ପ୍ଳାନିଙ୍ଗ କରନ୍ତି ତ ସେସମୟରେ ସେମାନେ ଚିନ୍ତା କରନ୍ତି କି ଛୋଟ ପରିବାର ସୁଖିପାରିବାର I କିନ୍ତୁ ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ଦୁନିଆ ରେ ଏପରି ମଧ୍ୟ ଜଣେ ବ୍ୟକ୍ତି ଅଛି ଯିଏ କି ଏକ ଥରକେ 13 ଟି ବିବାହ କରିଛି ଓ 13 ଜଣ ମହିଳା ମଧ୍ୟ ଏକ ଥରକେ ଗର୍ଭବତୀ ହେଇଛନ୍ତି I
ଆପଣ ହୁଏ ତ ଆମ କଥାକୁ ବିଶ୍ୱାସ କରିନପାରନ୍ତି କିନ୍ତୁ ଘଟଣା ଟି ସତ୍ୟ , ନାଇଜେରିଆ ଜଣେ ବ୍ୟକ୍ତି ଯିଏ କି ଏକା ସାଙ୍ଗରେ ନିଜର 13 ଜଣ ସ୍ତ୍ରୀ ଙ୍କୁ ଗର୍ଭବତୀ କରିଥିଲା I
ଆପଣ ଙ୍କ ଅବଗତ ନିମନ୍ତେ ଜଣାଉଛୁ କି ସେଠାକାର ଆଇନି ମଧ୍ୟ ଏକ ରୁ ଅଧିକ ବିବାହ ପାଁଇ ନିୟମ ରହିଛି I
ଏହି ବ୍ୟକ୍ତି ଜଣଙ୍କ ନିଜର ସମସ୍ତ ସ୍ତ୍ରୀ ଙ୍କୁ ଏକ ରୁ ପାଞ୍ଚ ସପ୍ତାହ ମଧ୍ୟରେ ହିଁ ଗର୍ଭବତୀ କରିଛନ୍ତି I