ପ୍ରଥମ ଟେଷ୍ଟ ମ୍ୟାଚରେ ଏହି ୨ଜଣ ଖେଳାଳିଙ୍କୁ ନ ଖେଳାଇ ଏବେବି ପଶ୍ଚାତାପ କରୁଥିବେ ବିରାଟ କୋହଲି, ଏକାକୀ ଜିତେଇ ପାରିଥାନ୍ତେ ମ୍ୟାଚ

ଭାରତ ଓ ନ୍ୟୀଜିଲାଣ୍ଡ ମଧ୍ୟ ରେ ଖେଳ ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ରେ ନ୍ୟୁଜଲାଣ୍ଡ ରେ ପ୍ରଥମ ଇନିଙ୍ଗରେ ତାର 10 ଵିକେଟ ହରାଇ 348ରନ ସଂଗ୍ରହ କରିଚି | ନ୍ୟୁଜଲାଣ୍ଡର ପ୍ରଥମ ଇନିଙ୍ଗରେ ଭାରତ ଠାରୁ ମୋଟ 183ରନରେ ଆଗୁଆ ଅଛି| ଭାରତ ତାର ପ୍ରଥମ ଇନିଙ୍ଗରେ 165 ରନ କରିଥିଲା | ନ୍ୟୁଜଲାଣ୍ଡ ସହ ଏକଦିବସୀୟ ସିରିଜ ହାରିବା ପରେ ବିରାଟ କୋହଲି ପୁଣି ଥରେ ସେହି ଭୁଲ କରିଛନ୍ତି ଆଉ ଶେଷ ଏଗାର ଜଣ ଖେଳାଳି ବାଛିବା ସମୟରେ ଏହି ୨ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିନଥିଲେ ଯଦି ଏମାନଙ୍କୁ ଦଳରେ ଜାଗା ମିଳିଥାନ୍ତା ତେବେ ଏହି ସମୟରେ ଭାରତୀୟ ଦଳର ସ୍ଥିତି ମ୍ୟାଚରେ ଆଉ କିଛି ଥାନ୍ତା ବା ଭାରତ ଆଗୁଆ ଥାନ୍ତା |

1.ଉମେଶ ଯାଦବ – ନ୍ୟୁଜଲାଣ୍ଡର ମୈଦାନରେ ଦ୍ରୁତ ବୋଲରଙ୍କୁ ବିଶେଷ ଲାଭ ମିଳିଥାଏ ଆଉ ଉମେଶ ଯାଦବ ଫର୍ମ ରେ ଥିବା ଜଣେ ଦ୍ରୁତ ବୋଲର ଅଟନ୍ତି ଓ ଏହା ସହ ଉମେଶ ବୋହୁତ ଜୋରରେ ବି ବଲ ପକାଇ ଥାନ୍ତି | ଦ୍ରୁତ ଗତି ଓ ସ୍ବିଇଗ ଦ୍ୱାରା ସେ ଭାରତ ପାଇଁ ଶୀଘ୍ର ଵିକେଟ ନେଇ ପରିବାରେ ସଫଳ ହେଇଥାନ୍ତେ କିନ୍ତୁ ତାଙ୍କୁ ଦଳରେ ଜାଗା ମିଳିଲା ନାହିଁ | ଏକଦିବସୀୟ ସିରିଜରେ ଗୋଟେ ବି ଵିକେଟ ନ ନେଇଥିବା ଯଶପ୍ରୀତ ଭୂମରା ଙ୍କ ର ଜାଗାରେ ଯଦି ଉମେଶ ଙ୍କୁ ଦଳରେ ଖେଳାଇ ଥାନ୍ତେ ତେବେ ଏ ସମୟରେ ଭାରତ ଭଲ ପରିସ୍ଥିତିରେ ଥାନ୍ତା |

2. ରିଦ୍ଧିମାନ ସାହା – ଲଗାତାର ଫ୍ଲପ ହେଇଥିବା ରିଦ୍ଧିମାନ ସାହା ଅନ୍ତିମ ଏକାଦଶରେ ସାମିଲ ହେଇଥିଲେ | ନ ସେ ଵିକେଟ କ୍ୱିପିଙ୍ଗରେ ରିଦ୍ଧିମାନ ସାହାଙ୍କ ଠାରୁ ଭଲ କିପଇଙ୍ଗ କରିଲେ ଆଉ ନା ସେ ରନ କରିଲେ | ଯଦି ଅନୁଭଵୀ ସାହା ଙ୍କୁ ଦଳରେ ସାମିଲ କରାଯାଇଥାନ୍ତା ତେବେ ସେ କିଛି ରନ କରିଥାନ୍ତେ ଓ ଭାରତୀୟ ଦଳରେ ପରିସ୍ଥିତି ଏବେ ଭଲ ହେଇପାରିଥାନ୍ତା |

ଯଦି ଭାରତ ବ୍ୟାଟ୍ସମ୍ୟାନ ମାନେ ଆଜି ଭଲ ନ ଖେଳନ୍ତି ତେବେ ଭାରତୀୟ ଦଳକୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହିଁ ପରାଜ୍ୟର ସମ୍ମୁଖୀନ ହେବାକୁ ପଡିପାରେ| ସମସ୍ତଙ୍କ ନଜର ବିରାଟ କୋହଲିଙ୍କର ଉପରେ ରହିବ କାରଣ ଅନେକ ଦିନ ହେବ ସେ ଭଲ ଖେଳ ପଦର୍ଶନ କରିନାହାନ୍ତି |