କିଛି ବର୍ଷ ତଳେ ମହିଳାମାନେ ଏହି କାମ ପାଇଁ କରୁଥିଲେ ‘ପିଆଜର ବ୍ୟବହାର’, ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ବର୍ତମାନ ଦୁନିଆ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ କି ଖାଦ୍ୟ ରେ ନିହାତି ଭାବ ରେ ପିଆଜ ର ବ୍ୟବହାର କରିଥାନ୍ତି I କିନ୍ତୁ ବହୁତ କମ ଲୋକେ ଏହା ଜାଣିଥାନ୍ତି କି ପିଆଜ କେବଳ ସ୍ୱାଦ ବୃଦ୍ଧି କରି ନ ଥାଏ ଏହା ଯୌନ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ I ଶୀଘ୍ର ପତନ ଓ ନପୁଂସକ ଦୋଷ ପରି ସମସ୍ୟା କୁ ମଧ୍ୟ ଏହା ଦୂର କରିଥାଏ I ପିଆଜ ଆମ ଶରୀର ପାଇ ବିଶେଷ ରୂପେ ଲାଭଦାୟକ ହେଇଥାଏ I ସବୁଠାରୁ ଅଧିକ ପିଆଜ ମହାରାଷ୍ଟ୍ର ରେ ହିଁ ଚାଷ କରାଯାଇଥାଏ I ଏହା ପରେ କର୍ଣ୍ଣାଟକ , ଓଡିଶା , ଉତ୍ତର ପ୍ରଦେଶ , ଗୁଜୁରାଟ ଆଦି ରେ ମଧ୍ୟ ଏହା ର ଚାଷ କରାଯାଇଥାଏ I

ପିଆଜ ର ଫାଇଦା
ସ୍ୱାଦ ବୃଦ୍ଧି କରିବା କୁ ପିଆଜ ର ବ୍ୟବହାର କରାଯାଇଥାଏ I ଏହା କୁ ପନିପରିବା ଆଦି ରେ ମଧ୍ୟ ପକାଯାଇଥାଏ I କିଛି ଲୋକେ ପିଆଜ ସେବନ ରେ ଏତେ ଅଭ୍ୟସ୍ତ ହେଇଥାନ୍ତି କି ବିନା ପିଆଜ ରେ କୌଣସି ଖାଦ୍ୟ ସେବନ କରନ୍ତି ନାହିଁ I

ପିଆଜ କୁ ହଜାରେ ବର୍ଷ ତଳେ କରୁଥିଲେ ଏପରି ବ୍ୟବହାର
ପିଆଜ ର ଇତିହାସ ଅନେକ ପୁରାତନ ଅଟେ I ଏକ ଗବେଷଣା ରୁ ଏହା ଜଣାଯାଇଛି କି 5000 ବର୍ଷ ତଳେ ଲୋକେ ପିଆଜ ର ଅଧିକ ବ୍ୟବହାର କରୁଥିଲେ I

ଏହି ସବୁ କାର୍ଯ୍ୟ ରେ ହେଉଥିବା ବ୍ୟବହାର
ମିଶ୍ର ରେ ଇସା ରେ ତିନି ହଜାର ବର୍ଷ ତଳେ ପିଆଜ ର ଚାଷ କରାଯାଉଥିଲା I ମିଶ୍ର ର ରାଜା ରାମସେସ ଚତୁର୍ଥ ଙ୍କ ର ମମି ରୁ ମଧ୍ୟ ପିଆଜ ର ଅବଶେଷ ଉଦ୍ଧାର ହେଇଥିଲା I ସେହି ସମୟ ରେ ମହିଳାମାନେ ପିଆଜ ର ବ୍ୟବହାର ପୂଜା ଆଦି କାର୍ଯ୍ୟ ଓ ଅନ୍ତିମ ସଂସ୍କାର ଆଦି କାର୍ଯ୍ୟ ରେ ମଧ୍ୟ କରୁଥିଲେ I ଯେଉଁ ମହିଳା ଙ୍କ ର ମା ହେବାରେ ସମସ୍ୟା ହେଉଥିଲା ସେହି ମହିଳାମାନେ ମଧ୍ୟ ଏହି ପିଆଜ ର ବ୍ୟବହାର କରିଥାନ୍ତି I ଆଜିକା ସମୟ ରେ ମଧ୍ୟ ଡାକ୍ତର ପିଆଜ ସେବନ କରିବା କୁ ପରାମର୍ଶ ଦେଇଥାନ୍ତି I