ଏହି କାରଣ ପାଇଁ କମି ଯାଇଥାଏ ବାଇକର ପିକଅପ, ଆପଣଙ୍କ ଏହି ଛୋଟ ଛୋଟ ଭୁଲ ପାଇଁ, ଆଜି ଜାଣି ନିୟନ୍ତୁ

ଅନେକ ସମୟ ରେ ଆପଣ ନୋଟିସ କରିଥିବେ କି ବାଇକ ପିକଅପ ନେଇ ନ ଥାଏ I ଗିଅର ମଧ୍ୟ ଠିକ ରେ ଲାଗି ନ ଥାଏ I ଏପରି ବାଇକ କ୍ଲଚପ୍ଲେଟ ରେ ଖରାପ ହେଇଯାଇଥାଏ I ଏବଂ ଗାଡି ରେ ନାନା ସମସ୍ୟା ଦେଖାଯାଇଥାଏ I ଆପଣ ଙ୍କ ର କିଛି ଭୁଲ କାରଣ ରୁ ହିଁ ଗାଡି ର କ୍ଲଚପ୍ଲେଟ ଏପରି ଖରାପ ହେଇଥାଏ I

ଏହି କାରଣ ରୁ ଖରାପ ହେଇଥାଏ ମୋଟରସାଇକେଲ ର କ୍ଲଚପ୍ଲେଟ
ଅନେକ ସମୟ ରେ ଲୋକେ କ୍ଲଚ ଦବେଇ ରେସ କରିଥାନ୍ତି I କିମ୍ବା ହାଫ କ୍ଲଚ କରି ଗାଡି ରେସ କରିଥାନ୍ତି I ଏପରି କାରଣ ରୁ ହିଁ କ୍ଲଚପ୍ଲେଟ ଖରାପ ହେଇଯାଇଥାଏ I ଏପରି ଗାଡି ଚଳାଇବା ଦ୍ୱାରା କ୍ଲଚପ୍ଲେଟ ଜଳିଯାଇଥାଏ ମଧ୍ୟ I

ସ୍ପିଡ଼ ରେ ଗାଡି ଚଳାଇବା ସମୟ ରେ ଅଚାନକ ବ୍ରେକ ର ବ୍ୟବହାର କରି କେବେ ହେଲେ ଗାଡି ରୋକନ୍ତୁ ନାହିଁ I ଏହି ଉପାୟ ଟି ସମ୍ପୂର୍ଣ ଭୁଲ ଅଟେ I ତେଣୁ ପ୍ରଥମେ ଗାଡି କୁ ସ୍ଲୋ କରନ୍ତୁ ଏବଂ ଏହା ପରେ କ୍ଲଚ ଦବାଇ ବ୍ରେକ ର ବ୍ୟବହାର କରନ୍ତୁ I

କମ ସ୍ପିଡ଼ ରେ ଗାଡି ଚଳାଉଥିଲେ ବ୍ରେକ ବ୍ୟବହାର କରିବା ଉଚିତ ନୁହେଁ I ଏହି ସମୟ ରେ କ୍ଲଚଦବେଇବା ପରେ ହିଁ ବ୍ରେକ ଦବେଇବା ଉଚିତ I ଏପରି ନ କରିବା ଦ୍ୱାରା ହିଁ କ୍ଲଚପ୍ଲେଟ ଶୀଘ୍ର ଖରାପ ହେଇଥାଏ I

ଯଦି ଆପଣ ଗାଡି ସ୍ପିଡ଼ ରେ ଚଳାଉଛନ୍ତି ଏବଂ ଗାଡି ର ଗିଅର ବଦଳାଇବା ପାଁଇ ଗାଡି ର ସ୍ପିଡ଼ କମାଇବା ଉଚିତ I ଏହା ପରେ ହିଁ ଆପଣ ଗାଡି ର ସ୍ପିଡ଼ କମ କରିପାରିବେ I ଏହିପରି ଭାବ ରେ ଆପଣ ଯଦି ଗାଡି ର ବ୍ୟବହାର କରିବେ ତେବେ ଯାଇ କ୍ଲଚପ୍ଲେଟ ଠିକ ରହିବ ନହେଲେ ଶୀଘ୍ର ଖରାପ ହେଇଯିବ I