ଏହି ପରିବାକୁ ଶୁଙ୍ଘିବା ମାତ୍ରେ ଝିଅମାନେ ହୋଇଯାନ୍ତି କାମୁକ, ନିଜକୁ ଆଉ ସମ୍ଭାଳି ପାରନ୍ତି ନାହିଁ

ଆପଣ ମାନେ ଛତୁ ସମ୍ପର୍କରେ ନିଶ୍ଚୟ ଜାଣିଥିବେ | ଆପଣଙ୍କ ମଧ୍ୟରୁ କେତେ ଜଣ ଛତୁତରକାରୀ ଖାଇଥିବେ ନିହାତି | ଆଜି ଆମେ ଆପଣମାନଙ୍କୁ ଏହି ଛତୁ ସମ୍ପର୍କରେ କିଛି ନୂଆ କଥା କହିବୁ ଯାହା ଶୁଣି ଆପଣ ମାନେ ଚକିତ ହେଇଯିବେ | ଛତୁର ବାସ୍ନା ରେ ଝିଅମାନେ ସମ୍ବେଦନଶୀଳ ହୋଇ ଯାଆନ୍ତି | ଆସନ୍ତୁ ଏହା ପଛରେ ଥିବା କାରଣ ଜାଣିବା |

ବାସ୍ତବରେ, ଆମେ ଆପଣଙ୍କୁ ଏମିତି ଏକ ପ୍ରଜାତିର ଛତୁ ବିଷୟରେ କହିବୁ ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ହାୱାଇର ଆଗ୍ନେୟଗିରିର ପାଦଦେଶରେ ଏହି ଛତୁ ଉଠିଥାଏ, ଯାହାର ବାସ୍ନା ପରିବର୍ତ୍ତେ ଏହାର ଦୁର୍ଗନ୍ଧ ଝିଅମାନଙ୍କୁ ଉତ୍ତେଜିତ କରିଥାଏ | ଏହି ଛତୁ ଏକମାତ୍ର ବୈଶିଷ୍ଟ୍ୟ ହେଉଛି, ଏହାର ଗନ୍ଧ ଶୁଙ୍ଘିବା ମାତ୍ରେ ଝିଅମାନଙ୍କ ଭିତରେ ଉଦ୍ଦୀପନା ସୃଷ୍ଟି ହୋଇଥାଏ |

ବୈଜ୍ଞାନିକ ମାନେ ଏହି ଛତୁ ର ବୈଶିଷ୍ଟ୍ୟ ପଛରେ ଥିବା କାରଣ ଖୋଜୁଥିଲେ | ଇଣ୍ଟେରନେଶନାଲ ଜେର୍ନଲ ଫୋର ମସ୍ରୁମ ର ଏକ ରିପୋର୍ଟ ଅନୁଯାୟୀ, 2001 ମସିହାରେ ଜୋହାନ ହୋଲିଡେ ଏବଂ ନୁହଃ ଶୋଲେ ଏହି ଅଜଣା ଛତୁ ଉପରେ ଗବେଷଣା କରୁଥିଲେ | ସେମାନେ ଗବେଷଣା ପରେ ଜାଣିବାକୁ ପାଇଲେ ଯେ, ଏହି ଛତୁ ର ଗନ୍ଧ ଶୁଙ୍ଘିବା ମାତ୍ରେ ଝିଅମାନେ ଉତ୍ତେଜିତ ହୋଇଯାଆନ୍ତି |ଏହା ପରେ ଏହି ଛତୁକୁ ନେଇ 16 ଜଣ ମହିଳା ଏବଂ 20 ଜଣ ପୁରୁଷ ଙ୍କ କ୍ଷେତ୍ର ରେ ପରୀକ୍ଷା କରାଯାଇଥିଲା |

ଏହି ଛତୁକୁ ଶୁଙ୍ଘିବା ମାତ୍ରେ ମହିଳାମାନଙ୍କ ଠାରେ ଉଦ୍ଦୀପନା ସୃଷ୍ଟି ହେବାର ଲକ୍ଷ କରାଗଲା | ଏହି 16 ଜଣ ମହିଳାଙ୍କ ମଧ୍ୟରୁ 6 ଜଣ ମହିଳାଙ୍କ ଯୌନ ଉଦ୍ଦୀପନା ଅଧିକ ମାତ୍ରାରେ ବଢିଯାଇଥିଲା | କିଛି ମହିଳାଙ୍କ ହୃଦସ୍ପନ୍ଦନ ର ମାତ୍ରା ମଧ୍ୟ ଅଧିକ ହୋଇଯାଇଥିଲା | ଏହି ଛତୁ ଟି 600 ରୁ 1500 ବର୍ଷ ପୁରୁଣା ପ୍ରଜାତିର ଛତୁ ବୋଲି ସୂଚନା ମିଳିଛି |