ଏହି ଅଭିନେତା ନିଜଠାରୁ ୧୨ ବର୍ଷ ସାନ ଝିଅକୁ ବିବାହ କରିଲା ଓ ୫୦ ବର୍ଷ ବୟସରେ ହେଲା ବାପା, ନାଁ ଶୁଣିଲା ପରେ ଆପଣ ବି ଚମକି ପଡିବେ

ଆଜି ଆମେ ଏକ ଏପରି କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି କେବଳ ସାଉଥ ଇଣ୍ଡଷ୍ଟ୍ରି ରେ ନୁହେ , ବଲିଉଡ ରେ ବି ନିଜ ସୁନ୍ଦର ଅଭିନୟ ର ଛାପ ଛାଡିଛନ୍ତି I ହଁ ଆପଣ ବେଶ ଭଲ ଭାବରେ ଏହି କଳାକାର ଙ୍କୁ ଜାଣିଛନ୍ତି I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରକାଶ ରାଜ I

ସେ ୱାଣ୍ଟେଡ ଫିଲ୍ମ ରୁ ହିଁ ବଲିଉଡ ରେ ଏଣ୍ଟ୍ରି କରିଥିଲେ I ଏହା ପରେ ଫିଲ୍ମ ସିଂହମ ରେ ଜୟକାନ୍ତ ସେକ୍ଷରେ ଭୂମିକା ରେ ସୁନ୍ଦର ଅଭିନୟ କରିଥିଲେ I ଦର୍ଶକେ ଏହି ଫିଲ୍ମ କୁ ଖୁବ ପସନ୍ଦ ବି କରିଥିଲେ I ତେବେ ସେ 2010 ରେ କୋରିୟଗ୍ରାଫର ପନି ବର୍ମା ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ I ଦୁହିଁଙ୍କ ର ବୟସ ରେ ଖୁବ ଫରକ ଥିଲା I

ଏହା ତାଙ୍କ ର ପ୍ରଥମ ନୁହେ ଚତୁର୍ଥ ସନ୍ତାନ ଅଟେ I ଏହା ପୂର୍ବ ରୁ ପ୍ରକାଶ ରାଜ ଲଳିତା କୁମାରୀ ଙ୍କୁ ବିବାହ କରିଥିଲେ କିନ୍ତୁ କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟ ରେ ଛାଡପତ୍ର ହେଇଥିଲା I ତେବେ ପ୍ରଥମ ପତ୍ନୀ ଙ୍କ ପଟୁ ପ୍ରକାଶ ରାଜ ଙ୍କ ର ତିନିଗୋଟି ସନ୍ତାନ ଥିଲେ I ବର୍ତମାନ ସମୟ ରେ ପ୍ରକାଶ ରାଜ ତାମିଲି ଫିଲ୍ମ ରେ ଅଭିନୟ କରୁଛନ୍ତି I

ଅଧିକାଂଶ ଫିଲ୍ମ ରେ ଖନାୟକ ଭୂମିକାରେ ହିଁ ଅଭିନୟ କରିଛନ୍ତି I ତେବେ ସେ ଏହା ପୂର୍ବ ରୁ ଅନେକ ସିରିୟଲ ରେ ବି କାମ କରିସାରିଛନ୍ତି I ଏବଂ ନିଜ ର ସୁନ୍ଦର ଅଭିନୟ ପାଁଇ ନ୍ୟାସନାଲ ଆୱାର୍ଡ ବି ପାଇଛନ୍ତି I

ତେବେ ଦେଖିବାକୁ ଗଲେ ତାଙ୍କ ର ଫିଲ୍ମି କ୍ୟାରିୟର ଖୁବ ଭଲ ଚାଲିଛି I