ଏହି ଅଭିନେତା ଙ୍କର ଖାଇବା ଖର୍ଚ୍ଚ ସବୁଠାରୁ ମହାଙ୍ଗା; ଶୁଣିକି କାନ ଉପରେ ବିଶ୍ଵାସ ହେବ ନାହିଁ !

ବଲିଉଡ ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ର ଖାଦ୍ୟପେୟ କୁ ନେଇ ଅଧିକ ସଜାଗ ରହିଥାନ୍ତି I ବଲିଉଡ ଇଣ୍ଡଷ୍ଟ୍ରି ଆଜି କୁ 50 ବର୍ଷ ପୁରୁଣା ହେଇଥିଲେ ମଧ୍ୟ ସର୍ବଦା ଅନେକ ନୂଆ ପୁରୁଣା କଳାକାର ମାନେ ସର୍ବଦା ବେଶ ଚର୍ଚା ରେ ରହିଥାନ୍ତି I

ଆଜି ଆମେ ଆଲୋଚନା କରୁଛେ ବଲିଉଡ ର ଅଭିନେତା ସୁଲତାନ ଙ୍କ ର ବିଷୟ ରେ I ଅଭିନେତା ସଲ୍ମାନ ଯିଏ କି 90 ଦଶକ ରୁ ବଲିଉଡ ଜଗତ ରେ ବେଶ ଚର୍ଚା ରେ ରହି ଆସୁଛନ୍ତି I ସଲ୍ମାନ ନିଜ ର ଫିଲ୍ମ କୁ ନେଇ ଯେପରି ଚର୍ଚିତ ରହିଥାନ୍ତି ସେହିପରି ତାଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ମଧ୍ୟ ବେଶ ଅଧିକ ପସନ୍ଦ ଅଟେ I

ସଲ୍ମାନ ନିଜ ର ସକାଳ ର ଖାଦ୍ୟ ଆମଲେଟ ଖାଇ କରିଥାନ୍ତି I ଦିପହର ସମୟ ରେ ଲଞ୍ଚ ରେ ସେ ଡ୍ରାଇ ଫୁଡ ସେବନ କରିଥାନ୍ତି I ଡ୍ରାଇ ଫୁଡ ସହ ଜୁସ ମଧ୍ୟ ସେବନ କରିଥାନ୍ତି I ରାତି ରେ ଖାଇବା ରେ ଚିକେନ ଖାଇବାକୁ ସେ ପସନ୍ଦ କରିଥାନ୍ତି I ସଲ୍ମାନ ଏକ ଦିନ ରେ 1000 ରୁ ଅଧିକ ପୁଷ ଅପ ମାରିଥାନ୍ତି , ସେ ଜିମ ରେ ଘଣ୍ଟା ଘଣ୍ଟା ସମୟ ଦେଇଥାନ୍ତି I

ସଲ୍ମାନ ଙ୍କ ର ସାରା ଦିନ ରେ ଖାଇବା ରେ ମୋଟ ଖର୍ଚ୍ଚ 8 ରୁ 10 ହଜାର ଟଙ୍କା ଅଟେ I ଦେଖିବାକୁ ଗଲେ ବଲିଉଡ ଇଣ୍ଡଷ୍ଟ୍ରି ରେ ସଲ୍ମାନ ଙ୍କ ର ସବୁଠାରୁ ଖାଇବା ରେ ଅଧିକ ଖର୍ଚ୍ଚ ହେଇଥାଏ I