ଅଭିନେତ୍ରୀ ସାମନ୍ତ ରୁଥ ପ୍ରଭୁ ଙ୍କର ନାମ ସାଉଥର ହଟ ଓ ବୋଲ୍ଡ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛି | ସେ-କ୍ସ କୁ ନେଇ ସେ ଦେଇଥିବା ବିବାଦିଅ ବୟାନ ପୁର୍ବରୁ ନିଜର ବୋଲ୍ଡ ଅବତାର କୁ ନେଇ ସେ ଚର୍ଚ୍ଚକୁ ଆସି ସାରିଛନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ସେ ନାଗାର୍ଜୁନଙ୍କ ପୁଅ ସହିତ ଥିବା ନିଜ ସମ୍ପର୍କ ବିଷୟରେ ପ୍ରକାଶ କରିଲେ, ସେତେବେଳେ କେବଳ ସବୁଆଡେ କେବଳ ତାଙ୍କର ଚର୍ଚ୍ଚା ଜୋର ହେଇଥିଲା ।
ଅଭିନେତ୍ରୀ ନାଗାର୍ଜୁନ ଙ୍କର ବୋହୁ ସାମନ୍ଥ ରୁଥ ପ୍ରଭୁଙ୍କୁ ଯେତେବଳେ ଗୋଟେ ଇଣ୍ଟରଭିଉ ପଚରାଗଲା ଯେ ସେ ଫୁଡ ଏବଂ ସେ-କ୍ସ ଭିତରେ କାହାକୁ ବାଛିବେ। ଏହି ପ୍ରଶ୍ନର ଉତ୍ତରରେ ସାମନ୍ଥ ବିନା ଦ୍ୱିଧାରେ କହିଥିଲେ ଯେ ଖାଦ୍ୟ ଅପେକ୍ଷା ସେ ସେ-କ୍ସ ପ୍ରତି ଅଧିକ ଧ୍ୟାନ ଦେବେ।
ସାମନ୍ଥ ରୁଥ ପ୍ରଭୁଙ୍କୁ ଅନୁଯାୟୀ, ଯଦି ତାଙ୍କୁ ଖାଦ୍ୟ ଏବଂ ସେ-କ୍ସ ମଧ୍ୟରୁ ଗୋଟିଏ ଜିନିଷ ବାଛିବାକୁ ପଡିବ, ତେବେ ସେ ସେ-କ୍ସ କୁ ଚୟନ କରିବେ କାରଣ ସେ-କ୍ସ ଏକ ଭଲ ଓ ପ୍ରାକୃତିକ ଜିନିଷ ଅଟେ ଏବଂ ଏଥିରେ କୌଣସି ଭୁଲ୍ ନାହିଁ | କେବଳ ଏତିକି ନୁହେଁ ସେ କହିଲେ କି ସେ ସେ-କ୍ସ ପାଇଁ କୌଣସି ଦିନ ବି ଭୋକିଲା ରହିବାକୁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ସେ-କ୍ସ ବିନା ଗୋଟେ ଦିନ ବି ରହିପାରନ୍ତି ନାହିଁ ଏହି ସୁନ୍ଦର ଅଭିନେତ୍ରୀ, ନା ଜାଣିଲେ ସ୍ତବ୍ଦ ରହିଯିବେ
