ଶରୀରର ଏହି ଅଙ୍ଗକୁ ଛୁଇଁବା ମାତ୍ରେ ଅଧିକ ଉତ୍ତେଜିତ ହେଇଥାନ୍ତି ପୁରୁଷ ମାନେ, ପ୍ରତେକ ବିବାହିତ ନାରୀଙ୍କୁ ଜଣାଥିବା ଦରକାର

ଶରୀର ରେ କିଛି ଏପରି ଅଙ୍ଗ ରହିଛି ଯାହା କି ମନୁଷ୍ୟ ର ଶାରୀରିକ ଉତେଜନା କୁ ବୃଦ୍ଧି କରିଥାଏ I ତାଙ୍କ ଶରୀର ରେ କିଛି ଏପରି ଅଙ୍ଗ ରହିଛି ଯାହା କି ତୁରନ୍ତ ଉତେଜିତ ହେଇଯାଇଥାଏ I ଏବଂ ଶରୀର ରେ କାମଉତେଜନା ହର୍ମୋନ ମଧ୍ୟ ସକ୍ରିୟ ହେଇ ଯାଇଥାଏ I ଆପଣ କେବଳ ଶରୀର ର ସେହି ସ୍ଥାନ କୁ ସ୍ପର୍ଶ କରିବା ମାତ୍ରେ ଲୋକେ ଉତେଜିତ ହେଇଥାନ୍ତି I କେବଳ ଯୁବତୀ ନୁହନ୍ତି ଯୁବକ ମାନେ ମଧ୍ୟ ଉତେଜିତ ହେଇଥାନ୍ତି I

କାନ ପଛ ଅଂଶ
ଯୁବକ ଓ ଯୁବତୀ ଦୁହିଁଙ୍କ ର କାନ ର ପଛ ଅଂଶ ବହୁତ ସମ୍ବେଦନଶୀଳ ହେଇଥାଏ I ତେଣୁ ପୁରୁଷ ଙ୍କ ର କାମଉତେଜନା ଜାଗୃତ କରିବା କୁ ଯୁବତୀମାନେ କାନ ର ପଛ ଅଂଶ କୁ କିସ କରିବା ଜରୁରୀ ଅଟେ I

ବେକ ପଛ ଅଂଶ
ଯୁବକ ଙ୍କ ର ବେକ ର ପଛ ଅଂଶ ବହୁତ ସେନସିଟିଭ ରହିଥାଏ ତେଣୁ ଯୁବତୀମାନେ ପୁରୁଷ ଙ୍କୁ ସରପ୍ରାଇଜ ମଧ୍ୟ ଦେବାକୁ ବେକ ର ପଛ ଅଂଶ କୁ କିସ କରିପାରିବେ I

ବେକ ଟଚ
ଆପଣ ଚାହିଁଲେ ବେକ ଟଚ ରେ ହାଲ୍କା ରେ ହାତ ମାରିପାରିବେ I ଏହା ଦ୍ୱାରା ମଧ୍ୟ ପୁରୁଷମାନେ ଶୀଘ୍ର ଉତେଜିତ ହେଇଥାନ୍ତି I

ନିପ୍ଲସ
ନିପ୍ଲସ ଟସ ଆପଣ ଙ୍କ ର ମୁଡ଼ କରିପାରେ I ଯୁବତୀ ମାନେ ଏହି ନିପ୍ଲସ ଟସ ଦ୍ୱାରା ପୁରୁଷ ଙ୍କୁ ପ୍ରଭାବିତ କରିପାରିବେ I

ଜଙ୍ଘ ର ତଳ ଅଂଶ
ଏହି ଅଂଶ ବହୁତ ସେନସିଟିଭ ହେଇଥାଏ I ଯଦି ଯୁବତୀମାନେ ଯୁବକଙ୍କ ର ଜଙ୍ଘ ର ତଳ ଅଂଶ କୁ ସ୍ପର୍ଶ କରିଥାନ୍ତି ତେବେ ମଧ୍ୟ ପୁରୁଷ ମାନେ ଉତେଜିତ ଶୀଘ୍ର ହେଇଥାନ୍ତି I