ଅନୈତିକ ସମ୍ବନ୍ଧ ର କାହାଣୀ ଆପଣ ଅନେକ ସମୟ ରେ ଶୁଣିଥିବେ I ଏପରି ଅନୈତିକ ସମ୍ବନ୍ଧ ର ପରିମାଣ ସର୍ବଦା ଖରାପ ହିଁ ହେଇଥାଏ I ଏହା ଦ୍ୱାରା ଅନେକ ଲୋକ ଙ୍କ ର ଜୀବନ ବର୍ବାଦ ହେଇଯାଇଥାଏ I ଆପଣ ଅନେକ ଖବର କାଗଜ ଓ ନ୍ୟୁଜ ରେ ମଧ୍ୟ ଏପରି ଅନୈତିକ ସମ୍ବନ୍ଧ ବିଷୟ ରେ ଶୁଣିଥିବେ ଓ ଜାଣିଥିବେ I ଏପରି ଅନୈତିକ ସମ୍ବନ୍ଧ କୁ ନେଇ କେବଳ ସାଧାରଣ ଲୋକେ ନୁହନ୍ତି ବଡ଼ ବଡ଼ ରାଜନେତା ମଧ୍ୟ ଏଥିରେ ଜଡିତ ରହିଛନ୍ତି I ସମ୍ପର୍କ ଦ୍ୱାରା ଦୁଇଟି ହୃଦୟ ଯୋଡି ହେଇଥାଏ କିନ୍ତୁ ଅନୈତିକ ସମ୍ପର୍କ ଦ୍ୱାରା ଅନେକ ସମ୍ପର୍କ ଭାଙ୍ଗିଯାଇଥାଏ I ଆଜି ଆମେ ଆପଣ ଙ୍କୁ ଏପରି 6 ଜଣ ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ର ପତ୍ନୀ ଙ୍କୁ ସେ ଧୋକା ଦେଇଛନ୍ତି I
ଅମିତାଭ ବଚ୍ଛନ
ବଲିଉଡ ର ବରିଷ୍ଠ କଳାକାର ଅମିତାଭ ବଚ୍ଛନ ଙ୍କ ନାମ ଏଥିରେ ରହିଛି I ଅମିତାଭ ବଚ୍ଛନ ବଲିଉଡ ରେ ଜଣେ ସଫଳ କଳାକାର ଅଟନ୍ତି I ତାଙ୍କ ଫିଲ୍ମ କ୍ୟାରିୟର ରେ ସେ ଅନେକ ଫିଲ୍ମ କରିଛନ୍ତି I ତେବେ ସେ ତାଙ୍କ କ୍ୟାରିୟର ସମୟ ରେ ଅଭିନେତ୍ରୀ ରେଖା ଙ୍କୁ ପ୍ରେମ କରିବା ବିଷୟ ରେ ମିଡ଼ିଆ ରେ ବେଶ ଚର୍ଚା ରହିଥିଲା I କିନ୍ତୁ ସେ ରେଖା ଙ୍କୁ ବିବାହ କରି ନ ଥିଲେ I
ଧର୍ମେନ୍ଦ୍ର
ଧର୍ମେନ୍ଦ୍ର ନିଜ ସମୟ ର ଜଣେ ଲୋକପ୍ରିୟ ଅଭିନେତା ଥିଲେ I ହେମା ମାଳିନୀ ଙ୍କ ସହ ତାଙ୍କ ର ପ୍ରେମ ସମ୍ବନ୍ଧ ବେଶ ଚର୍ଚା ରେ ରହିଥିଲା I ହେମା ବିବାହ କରିବା କୁ ଇସ୍ଲାମ ଧର୍ମ ଗ୍ରହଣ କରିଥିଲେ I ଧର୍ମେନ୍ଦ୍ର ଙ୍କ ର ପ୍ରଥମ ବିବାହ ପ୍ରକାଶ କୋର ଙ୍କ ସହ ହେଇଥିଲା I କିନ୍ତୁ ପରେ ହେମା ମାଳିନୀ ଙ୍କ ସହ ପ୍ରେମ ହେଇଥିଲା I ଏବଂ ପ୍ରଥମ ପତ୍ନୀ ଙ୍କୁ ସେ ଛାଡପତ୍ର ଦେଇଥିଲେ I
ଅକ୍ଷୟ କୁମାର
ଏହି ଲିଷ୍ଟ ରେ ତୃତୀୟ ରେ ନାମ ରହିଛି ଅଭିନେତା ଅକ୍ଷୟ କୁମାର ଙ୍କ ର I ଅକ୍ଷୟ କୁମାର ବଲିଉଡ ରେ ଜଣେ ସୁପରିଚିତ ଅଭିନେତା ଅଟନ୍ତି I ଦର୍ଶକେ ମଧ୍ୟ ଅକ୍ଷୟ କୁମାର ଙ୍କ ର ପ୍ରତିଟି ଫିଲ୍ମ କୁ ପସନ୍ଦ କରିଥାନ୍ତି I କାରଣ ଅକ୍ଷୟ କୁମାର ସର୍ବଦା ନୂଆ ନୂଆ କାହାଣୀ କୁ ନେଇ ଫିଲ୍ମ କରିଥାନ୍ତି I କିନ୍ତୁ ପ୍ରଥମେ ଅକ୍ଷୟ କୁମାର ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ପ୍ରେମ କରୁଥିଲେ I ତେଣୁ ଏହା ଜାଣିବା ପରେ ଟ୍ୱିଙ୍କିଲ , ଅକ୍ଷୟ କୁମାର ଙ୍କୁ ପ୍ରିୟଙ୍କା ଙ୍କ ସହ କାମ କରିବା କୁ ଦେଇ ନ ଥିଲେ I
ଗୋବିନ୍ଦା
ଗୋବିନ୍ଦା 90 ଦଶକ ର ଜଣେ ଲୋକପ୍ରିୟ ଆକ୍ଟର ଅଟନ୍ତି I 165 ଗୋଟି ରୁ ଅଧିକ ଫିଲ୍ମ ରେ ଗୋବିନ୍ଦା କାମ କରିଛନ୍ତି I ତାଙ୍କ ର ଆକ୍ଟିଙ୍ଗ ଓ ଡ୍ୟାନ୍ସ କୁ ଅନେକ ଲୋକେ ପସନ୍ଦ କରିଥାନ୍ତି I ଏହି ସମୟ ରେ ଗୋବିନ୍ଦା ଙ୍କୁ ପ୍ରେମ ହେଇଥିଲା ରାଣୀ ମୁଖାର୍ଜୀ ଙ୍କ ସହ I କିନ୍ତୁ ତାଙ୍କ ର ଏହି ପ୍ରେମ ଅଧିକ ଦିନ ରହି ନ ଥିଲା I
ଅଜୟ ଦେଵଗନ
ଅଭିନେତା ଅଜୟ ଦେଵଗନ ଙ୍କ ର ନାମ ମଧ୍ୟ ଏହି ଶୁଚି ରେ ରହିଛି I ଅଜୟ ଦେଵଗନ ଜଣେ ବେଶ ଭଲ ଅଭିନେତା ଅଟନ୍ତି I ତାଙ୍କ ର ଇଣ୍ଡଷ୍ଟ୍ରି ରେ ପ୍ରାୟ 26 ବର୍ଷ ବିତିଯାଇଛି I ସେ ନିଜ ର ପତ୍ନୀ କାଜଲ ଙ୍କୁ ମଧ୍ୟ ବେଶ ଅଧିକ ପ୍ରେମ କରିଥାନ୍ତି I କିନ୍ତୁ ଏକ ସମୟ ରେ ଅଜୟ ଦେଵଗନ ଙ୍କ ର ନାମ ଅଭିନେତ୍ରୀ କଙ୍ଗନା ଙ୍କ ସହ ଯୋଡି ହେଇଥିଲା I ତେବେ କାଜଲ ଏହା ଜାଣିବା ପରେ ଅଜୟ ଙ୍କୁ ତାଗିଦ କରିଥିଲେ I
ସାହରୁଖ ଖାନ
ଏକ ସମୟ ରେ ସାରୁଖ ଖାଁ ଓ ପ୍ରିୟଙ୍କା ଚୋପଦା ଙ୍କ ର କାରଣ ରୁ ସାରୁଖ ଖାଁ ତାଙ୍କ ପତ୍ନୀ ଗୌରୀ ଙ୍କୁ ଛାଡପତ୍ର ଦେବାକୁ ରାଜି ହେଇଯାଇଥିଲେ I ସାରୁଖ ଖାଁ ଯେତେବେଳେ ଡ଼ନ ଫିଲ୍ମ ର ସୁଟିଂ କରୁଥିଲେ ତ ତାଙ୍କ ର ନିକଟତା ଅଭିନେତ୍ରୀ ପ୍ରିୟଙ୍କା ଙ୍କ ସହ ହେଇଥିଲା I ଦର୍ଶକ ଙ୍କୁ ମଧ୍ୟ ଏହି ଫିଲ୍ମ ରେ ସାରୁଖ ଖାଁ ଓ ପ୍ରିୟଙ୍କା ଙ୍କ ର ଯୋଡି ପସନ୍ଦ ଆସିଥିଲା I ତେବେ ଲୋକେ ଏହା ମଧ୍ୟ ପ୍ରଚାର କରିଥିଲେ କି ସାରୁଖ ଖାଁ ଓ ପ୍ରିୟଙ୍କା ଙ୍କ ର କିଛି ସମ୍ପର୍କ ରହିଛି I ଏବଂ ପ୍ରିୟଙ୍କା ଙ୍କୁ କିନ୍ତୁ ଶେଷ ରେ ସାରୁଖ ଖାଁ ନିଜ ଠାରୁ ଦୁରେଇ ରହିଥିଲେ I