ଆମେ ସବୁ ବେଶ ଭଲ ଭାବରେ ଜାଣିଛନ୍ତି କି କ୍ରିକେଟ ଜଗତରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି | ଅନେକ ଖେଳାଳି ଏପରି ମଧ୍ୟ ରହିଛନ୍ତି ଯେଉଁମାନେ ଡାକ୍ତର, ଇଂଜିନିୟର ଙ୍କୁ ବିବାହ କରିଛନ୍ତି | ଆଜି ଆମେ ଆପଣଙ୍କୁ ଏପରି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପତ୍ନୀ ଦିଲ୍ଲୀ ପୋଲିସ ରେ ସବ ଇନିସ୍ପେକଟର ଅଛନ୍ତି | ତେବେ ଚାଲନ୍ତୁ ଜାଣିବା ସେହି କ୍ରିକେଟର ଙ୍କର ବିଷୟରେ |
ଆପଣଙ୍କୁ କହି ରଖୁ କି ଆଜି ଆମେ ଯେଉଁ ଖେଳାଳିଙ୍କ ବିଷୟରେ କହିବା କୁ ଯାଉଛେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ବୋଲର ପରବିନ୍ଦର ଅବାନା ଅଟନ୍ତି | ପରବିନ୍ଦର ଅବାନା ଖୁବ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ ଆଉ ଖୁବ ଶୀଘ୍ର ଗାୟବ ମଧ୍ୟ ହୋଇଯାଇଥିଲେ |
ପରବିନ୍ଦର ଅବାନା ଭାରତୀୟ ଦଳ ତରଫରୁ 2012 ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟି-20 ମ୍ୟାଚ ଖେଳିଥିଲେ |
IPL ରେ କିଙ୍ଗସ ଇଲେଭେନ ପଞ୍ଜାବ ତରଫରୁ ପରବିନ୍ଦର ଅବାନା ନିଜ ର ମ୍ୟାଚ ଖେଳିଛନ୍ତି I 2016 ରେ ପରବିନ୍ଦର ଅବାନା ଙ୍କ ର ବିବାହ ସଂଗୀତା ଙ୍କ ସହ ହେଇଚି I ସଂଗୀତା ଦିଲ୍ଲୀ ପୋଲିସ ର ସବ ଇନ୍ସପେକ୍ଟର ଅଟନ୍ତି I ସଂଗୀତା ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ବର୍ତମାନ ପରବିନ୍ଦର ଅବାନା କ୍ରିକେଟ ରୁ ଦୁରେଇ ରହିବା ପରେ ଆୟକର ବିଭାଗ ର ଇନ୍ସପେକ୍ଟର ଅଟନ୍ତି I