ଏହି ବ୍ୟକ୍ତିଙ୍କୁ ଐଶ୍ୱର୍ଯ୍ୟ ରାୟ ନିଜ ଜୀବନ ଠୁ ଅଧିକ ଭଲ ପାଉଥିଲେ, କିନ୍ତୁ ଫେମସ ହେବା ମାତ୍ରେ ତାଙ୍କ ସହ କରଦଇଥିଲେ ଏପରି

ସୁନ୍ଦରତା କୁ ନେଇ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ଙ୍କୁ କିଏ ବା ନ ଜାଣିଚି I ଐଶ୍ୱର୍ଯ୍ୟ ରାୟ ନିଜ ର ସୁନ୍ଦରତା କୁ ନେଇ ଯେପରି ପରିଚିତ ତାଙ୍କ ର ଅଭିନୟ କୁ ମଧ୍ୟ ଲୋକେ ସେହିପରି ଅଧିକ ପସନ୍ଦ କରିଥାନ୍ତି I ଆଜିକା ସମୟ ରେ ପ୍ରିୟଙ୍କା ଓ ଦୀପିକା ହଲିଉଡ଼ ରେ ଅନେକ ସୁନାମ ଅର୍ଜନ କରିଛନ୍ତି କିନ୍ତୁ ବଲିଉଡ ରେ ଐଶ୍ୱର୍ଯ୍ୟ ରାୟ ସବୁଠାରୁ ଅଧିକ ପରିଚିତ ଅଟନ୍ତି I

ଐଶ୍ୱର୍ଯ୍ୟ ରାୟ ଙ୍କ ର ଜୀବନ ର ପ୍ରେମ କାହାଣୀ କାହାରି କୁ ବା ଜଣାନାହିଁ I ବିଗତ ଦିନ ରେ ଐଶ୍ୱର୍ଯ୍ୟ ରାୟ ସଲ୍ମାନ ଓ ବିବେକ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିବା କୁ ନେଇ ବେଶ ଲୋକପ୍ରିୟ ଥିଲେ I ତାଙ୍କ ପ୍ରେମ ସମ୍ବନ୍ଧ କୁ ନେଇ ମିଡ଼ିଆ ରେ ବେଶ ଅଧିକ ଚର୍ଚା ରହିଥାଏ I କିନ୍ତୁ ଆପଣ ଜାଣି ନ ଥିବେ ଏହି ଦୁଇ ଅଭିନେତା ଙ୍କ ପୂର୍ବ ରୁ ମଧ୍ୟ ଐଶ୍ୱର୍ଯ୍ୟ ରାୟ ଙ୍କ ର ଜଣେ ବୟଫ୍ରେଣ୍ଡ ଥିଲେ I ଏବଂ ଏହି ଯୁବକ ଙ୍କୁ ଐଶ୍ୱର୍ଯ୍ୟ ରାୟ ବେଶ ଅଧିକ ପ୍ରେମ କରୁଥିଲେ I ଏହା ଥିଲା ଐଶ୍ୱର୍ଯ୍ୟ ରାୟ ଙ୍କ ର କ୍ୟାରିୟର ଆରମ୍ଭ ଦିନ ର କଥା I

ସଫଳ ହେବା ପରେ ଦୁରେଇ ଯାଇଥିଲେ


ଐଶ୍ୱର୍ଯ୍ୟ ରାୟ ନିଜ କ୍ୟାରିୟର ର ଆରମ୍ଭ ଦିନ ରେ ରାଜୀବ ମୁଲଚାନ୍ଦନୀ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିଲେ ଏବଂ ସେହି ସମୟ ରେ ଐଶ୍ୱର୍ଯ୍ୟ ରାୟ ମଡେଲିଂ କରୁଥିଲେ I ସେ ସମୟ ରେ ରାଜୀବ ଫୋଟସୁଟ କରୁଥିଲେ I ଏବଂ ରାଜୀବ ନିଜେ ମଧ୍ୟ ଜଣେ ମଡେଲ ଥିଲେ I ଏହା ପରେ ଐଶ୍ୱର୍ଯ୍ୟ ରାୟ ଯେତେବେଳେ 1994 ରେ ବିଶ୍ୱ ସୁନ୍ଦରୀ ହେଇଯାଇଥିଲେ ତ ଧୀରେ ଧୀରେ ରାଜୀବ ଙ୍କ ଠାରୁ ସେ ଦୁରେଇ ଯାଇଥିଲେ I

ସଲ୍ମାନ ଙ୍କ ସହ ଥିଲା ପ୍ରେମ ସମ୍ବନ୍ଧ
କିଛି ଦିନ ରେ ହିଁ ଐଶ୍ୱର୍ଯ୍ୟ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ହେଇଯାଇଥିଲେ I ଏବଂ ସଲ୍ମାନ ଙ୍କ ସହ ସେ ପ୍ରେମ ସମ୍ବନ୍ଧ ରେ ଆସିଥିଲେ I ଫିଲ୍ମ ହମ ଦିଲ ଦେ ଚୂକେ ସନମ ରେ ଐଶ୍ୱର୍ଯ୍ୟ ରାୟ ଅଭିନେତା ସଲ୍ମାନ ଙ୍କ ସହ ଏହି ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଥିଲେ I ଏହି ଫିଲ୍ମ ରୁ ହିଁ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ନିଜ କ୍ୟାଇର୍ଯ୍ୟର ରେ ଏକ ବଡ଼ ସଫଳତା ହାସିଲ କରିଥିଲେ I ଏହା ପରେ ଧୀରେ ଧୀରେ ଐଶ୍ୱର୍ଯ୍ୟ ରାୟ , ସଲ୍ମାନ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଆସିଥିଲେ I ସେହିପରି ସଲ୍ମାନ ଙ୍କ ସହ ସମ୍ପର୍କ ଖରାପ ହେବା ପରେ ଅଭିନେତା ବିବେକ ଙ୍କ ସହ ମଧ୍ୟ ପ୍ରେମ ସମ୍ବନ୍ଧ କୁ ନେଇ ଚର୍ଚା ଜୋର ଧରିଥିଲା I ଶେଷରେ 2000 ମସିହା ରେ ଐଶ୍ୱର୍ଯ୍ୟ ରାୟ , ଅଭିନେତା ଅଭିଷେକ ବଚ୍ଛନ ଙ୍କ ସହ ବିବାହ କରିଥିଲେ I