ଏହି ଯୁବକ କରିଲେ ଦାବି,କି ଐଶ୍ଵରିୟା ରାୟ ହେଉଛନ୍ତି ମୋ ‘ମା’, ସେ ମତେ ଜନ୍ମ ଦେ….

ବର୍ତମାନ ସମୟ ରେ କିଛି ଆଶ୍ଚଯ୍ୟକର ଘଟଣା ଦେଖିବା କୁ ମିଳିଛି I କିଛି ଦିନ ପୂର୍ବ ରେ ଜଣେ ମହିଳା ଏହା କାହିଁକି ବେଶ ଚର୍ଚା କୁ ଆସିଛନ୍ତି I ସେ କହିଥିଲେ କି ସେ ଅନୁରାଧା ପୌଡ଼ବାଲ ଙ୍କ ର ଝିଅ ଅଟନ୍ତି I ଏହି କଥା ଜଣେ 45 ବର୍ଷୀୟ ମହିଳା କହିଥିଲେ I ବିଗତ ଦିନ ରେ ଜଣେ ଯୁବକ ଐଶ୍ୱର୍ଯ୍ୟ ଙ୍କ ର ପୁଅ ବୋଲି କହିଥିଲେ I

କିଛି ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଙ୍କ ର ନାମ ସଂଗୀତ କୁମାର ଅଟେ I ସେ ଏହା କହିଛନ୍ତି କି ସେ ଐଶ୍ୱର୍ଯ୍ୟ ଙ୍କ ର ପୁଅ ଅଟନ୍ତି I ସଂଗୀତ କୁମାର ଏହା ମଧ୍ୟ କହିଛନ୍ତି କି ସେ ଲଣ୍ଡନ ରେ ଜନ୍ମ ହେଇଛନ୍ତି I ସଂଗୀତ କୁମାର ମଙ୍ଗଳର ରେ ରୁହନ୍ତି I ଏବଂ ସେ ଏହା ମଧ୍ୟ କହିଛନ୍ତି କି 1988 ରେ ତାଙ୍କ ର ଜନ୍ମ ହେଇଥିଲା I

ଏହି ଯୁବକ ଏହା ମଧ୍ୟ କହିଛନ୍ତି କି ତାଙ୍କ ପିତା ବିଶେଖପତନମ ନେଇ ଆସିଥିଲେ ଓ ଐଶ୍ୱର୍ଯ୍ୟ ଙ୍କ ର ମାତା ପିତା କୃଷ୍ଣରାଜ ରାୟ ଓ ବୃନ୍ଦା ରେ ତାଙ୍କ ର ଦେଖାଶୁଣା କରୁଥିଲେ I ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ର କିଛି ସମ୍ପର୍କୀୟ ତାଙ୍କ ର ଜନ୍ମ ସାର୍ଟିଫିକେଟ ର ସବୁ ରେକର୍ଡ ନଷ୍ଟ କରି ଦେଇଛନ୍ତି I

ଏହି ଯୁବକ ଏହା ଚାହୁଁଛନ୍ତି କି ବଚ୍ଛନ ପରିବାର ସହ ରହିବା କୁ ଚାହୁଁଛନ୍ତି I ସେ ଏହା ଚାହୁଁଛନ୍ତି କି ସେ ମୁମ୍ବାଇ ରେ ତାଙ୍କ ପରିବାର ସହ କିପରି ରହିବେ I ସୋସିଆଲ ମିଡ଼ିଆ ରେ ଏହି ଯୁବକ ଙ୍କୁ ଅନେକ ଲୋକେ ସମାଲୋଚନା କରିଛନ୍ତି I ଅନ୍ୟପଟେ ପୋଲିସ ସଂଗୀତ କୁମାର ଙ୍କୁ ମାନସିକ ରୋଗୀ ବୋଲି କହିଛନ୍ତି I

ଐଶ୍ୱର୍ଯ୍ୟ ଙ୍କ ର ଫିଲ୍ମ କ୍ୟାରିୟର କଥା ଦେଖିବା କୁ ଗଲେ ସେ ଦୀର୍ଘ ଦିନ ହେବ ଫିଲ୍ମ ଜଗତ ରୁ ଦୁରେଇ ରହିଛନ୍ତି I ଫିଲ୍ମ PONNIYIN SELVAN ରେ ଆଗାମୀ ସମୟ ରେ ଐଶ୍ୱର୍ଯ୍ୟ ଅଭିନୟ କରିବା ର ଦେଖିବା କୁ ମିଳିବ I