ଏହି ଦେବତାଙ୍କୁ ପୂଜା କରନ୍ତି ମୁକେଶ ଅମ୍ବାନୀ.. ଯେଉଁଥି ପାଇଁ ଦିନ ରାତି ଖାଲି ବଢିଚାଲୁଛି ତାଙ୍କ ଧନ ସମ୍ପତି…

ମୁକେଶ ଅମ୍ବାନୀ କୌଣସି ବି କାର୍ଯ୍ୟ କରିବା ପୂର୍ବ ରୁ ରାଜସ୍ତାନ ର ଏକ ମନ୍ଦିର ଆସିବାକୁ ଭୁଲାନ୍ତି ନାହିଁ I ରାଜସମବନ୍ଦ ରେ ଥିବା ଶ୍ରୀନାଥ ଜି ଙ୍କ ର ଏହି ମନ୍ଦିର କୁ ମୁକେଶ ଅମ୍ବାନୀ ପୂଜା କରିବାକୁ ଆସିଥାନ୍ତି I ବିଗତ ଦିନ ରେ କାହାରିକୁ କିଛି ବି ନ ଜଣାଇ ମୁକେଶ ଅମ୍ବାନୀ ଭଗବାନ ଙ୍କ ର ଦର୍ଶନ କରିବାକୁ ପହଂଚିଥିଲେ I

ମା କୋକିଳବେନ ହେଉଛନ୍ତି ଏହି ମନ୍ଦିର ଟ୍ରଷ୍ଟ ର ଭାଇସ ପ୍ରେସିଡେଣ୍ଟ : ପ୍ରତୋକ ପ୍ରଡକ୍ଟ ଲଞ୍ଚ କରିବା ରେ ମୁକେଶ ଅମ୍ବାନୀ ଙ୍କ ର ପରିବାର ପ୍ରଥମେ ନାଥ ମନ୍ଦିର ରେ ପୂଜା କରିଥାନ୍ତି I ଭଗବାନ ଶ୍ରୀ ନାଥ ଙ୍କ ର ଅଶରିବାଦ ପ୍ରାପ୍ତି ପରେ ହିଁ ସେ ମନ୍ଦିର ରେ କିଛି ଡୋନେସନ ଦେଇଥାନ୍ତି I

ଅନିଲ ଅମ୍ବାନୀ ଙ୍କ ର ବି ଏଠାରେ ରହିଛି ଆସ୍ଥା :ମୁକେଶ ଅମ୍ବାନୀ ଙ୍କ ପରି ତାଙ୍କ ସାନ ଭାଇ ଅନିଲ ଅମ୍ବାନୀ ମଧ୍ୟ ଏହି ଶ୍ରୀ ନାଥ ମନ୍ଦିର ରେ ଗଭୀର ଆସ୍ଥା ରହିଛି I ସେ ମଧ୍ୟ ନିଜ ଜୀବନ ର କୌଣସି ବଡ଼ ନିଷ୍ପତି ପୂର୍ବ ରୁ ଅନିଲ ଅମ୍ବାନୀ ଏଠାକୁ ଆସିକି ପୂଜା କରନ୍ତି I ରିଲାଏନ୍ସ ପାୱାର ର ଆରମ୍ଭ ପୂର୍ବ ରୁ ହିଁ ଅନିଲ ଅମ୍ବାନୀ ଏଠାରେ ଭଗବାନ ଙ୍କ ର ଦର୍ଶନ ପାଁଇ ଆସିଥିଲେ I

କୃଷ୍ଣ ଙ୍କ ର ବାଲ୍ୟ ରୂପ ହେଉଛି ଶ୍ରୀ ନାଥ ଜି : ଶ୍ରୀ ନାଥ ଜି ହେଉଛନ୍ତି ଭଗବାନ ଶ୍ରୀ କୃଷ୍ଣ ଙ୍କ ର ବାଲ୍ୟ ରୂପ I ଏହି ମନ୍ଦିର ଉଦୟପୁର ରୁ ପ୍ରାୟ 50 କିମି ଦୂର ରେ ରହିଛି I ଶ୍ରୀ ନାଥ ଜି ବୈଷ୍ଣବ ସମ୍ପ୍ରଦାୟ ର ଇଷ୍ଟ ଦେବ ଅଟନ୍ତି I ରାଜସ୍ତାନ ଓ ଗୁଜୁରାଟ ର ଲୋକ ଙ୍କ ର ଏହି ମନ୍ଦିର ରେ ଅଧିକ ଆସ୍ଥା ରହିଛି I

ଭାରତୀୟ ଅରବ ପତି ଙ୍କ ମଧ୍ୟ ରେ ଟପ ରେ ଅଛନ୍ତି ମୁକେଶ ଅମ୍ବାନୀ : ଫୋବ୍ସ ଶୁଚି ଅନୁସାରେ 2043 ଅରବପତି ଙ୍କ ମଧ୍ୟ ରୁ 33 ନମ୍ବର ରେ ଅଛନ୍ତି ମୁକେଶ ଅମ୍ବାନୀ I ତାଙ୍କ ର ମୋଟ ଆସେଟ୍ସ 1.51 ଲକ୍ଷ୍ୟ ଅଟେ I