ଏହି ଦୁଇଟି ନାଁର ପୁଅଙ୍କୁ ମିଳିଥାଏ ସବୁଠାରୁ ସୁନ୍ଦର ସ୍ତ୍ରୀ, ଦେଖନ୍ତୁ ଏହା ମଧ୍ୟରେ ଆପଣଙ୍କ ନାମ ନାହିଁ ତ

ସେ-କ୍ସପୀୟର କହିଥିଲେ “ନାମ ମେ କ୍ୟା ରଖା ହେ ଗୁଲାବ କୋ ଅଗର ହାମ କିସୀ ଔର ନାମ ସେ ପୁକାର ତେ ତଵ ବି ବୋ ମେହେକତା ହେ ” ଅର୍ଥାତ ସେ ଏହା କହିବାକୁ ଚାହିଁଥିଲେ କି ନାମ ରେ କୌଣସି ଫରକ ନ ଥାଏ I କିନ୍ତୁ ଜୋତିଷଶାସ୍ତ୍ର ରେ ଏହି ନାମ ର ଅନେକ ମହତ୍ୱ ରହିଛି I ଏହି ଶାସ୍ତ୍ର ଅନୁସାରେ କାହାରି ଜୀବନ ରେ କେତେବେଳେ ସୁଖ କି ଦୁଃଖ ଆସିବ ଏହା ଜଣାପଡ଼ିଥାଏ I ତେବେ ଏପରି କିଛି ନାମ ର ବ୍ୟକ୍ତି ଅଛନ୍ତି ଯାହା ଙ୍କ ର ବିବାହ ସୁନ୍ଦର ଯୁବତୀ ଙ୍କ ସହ ହେଇଥାଏ I

ତେବେ ପ୍ରତୋକ ଲୋକେ ଚାହିଁଥାନ୍ତି କି ସେମାନେ ଜଣେ ସୁନ୍ଦର ଯୁବତୀ ଙ୍କ ସହ ବିବାହ କରିବାକୁ କିନ୍ତୁ ସବୁ କ୍ଷେତ୍ରରେ ଏହା ସମ୍ଭବ ହେଇ ନ ଥାଏ I ଅଧିକାଂଶ ଲୋକେ ସୁନ୍ଦର ଯୁବତୀ ଙ୍କ ସହ ବିବାହ କରିବାକୁ ନାନା ଉପାୟ କରିଥାନ୍ତି I ତେବେ ଜୋତିଷଶାସ୍ତ୍ର ଅନୁସାରେ ଏହି ନାମ ର ଲୋକଙ୍କୁ ହିଁ ସୁନ୍ଦର ପତ୍ନୀ ମିଳିଥାଏ I

ଏହି N ଅକ୍ଷର ରେ ଯେଉଁ ବ୍ୟକ୍ତି ଙ୍କ ର ନାମ ଆରମ୍ଭ ହେଇଥାଏ ସେହି ବ୍ୟକ୍ତି ଖୁବ ଭାଗ୍ୟଶାଲୀ ହେଇଥାନ୍ତି ଏବଂ ତାଙ୍କ ଭାଗ୍ୟ ରେ ସୁନ୍ଦର ପତ୍ନୀ ସହ ଖୁବ ଧନ ବି ରହିଥାଏ I ପତ୍ନୀ ମାମଲା ରେ ଏହି ଲୋକେ ଖୁବ ଭାଗ୍ୟଶାଲୀ ହେଇଥାନ୍ତି I ଜୋତିଷଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ଙ୍କ ଭାଗ୍ୟ ରେ ସୁନ୍ଦର ପତ୍ନୀ ରହିଥାନ୍ତି I ଏବଂ ଏହି ବ୍ୟକ୍ତି ନିର୍ମଳ ଦୃଦୟ ର ହେଇଥାନ୍ତି I ପରିବାର ରେ ତାଙ୍କ ପତ୍ନୀ ସମସ୍ତ ଙ୍କ ର ଯତ୍ନ ରଖିଥାନ୍ତି I

M ନାମ ର ବ୍ୟକ୍ତି ଙ୍କ ର ବି ଭାଗ୍ୟ ରେ ସୁନ୍ଦର ପତ୍ନୀ ର ସୁଖ ରହିଥାଏ I ତାଙ୍କ ର ପତ୍ନୀ ତାଙ୍କୁ ଖୁବ ପ୍ରେମ କରିଥାନ୍ତି ଏବଂ ପତ୍ନୀ ମାମଲା ରେ ଏମାନେ ଖୁବ ଭାଗ୍ୟଶାଲୀ ହେଇଥାନ୍ତି I ତାଙ୍କ ର ପତ୍ନୀ ଘର ଲୋକଙ୍କ ର ମାନ ସଂମାନ କୁ ଯଗିଥାନ୍ତି ଏବଂ ସମସ୍ତ ଙ୍କ ର କେୟାର ନେଇଥାନ୍ତି I ତାଙ୍କ ପତି ଙ୍କ ର ସମ୍ପୂର୍ଣ ସହଯୋଗ କରିଥାନ୍ତି ପ୍ରତୋକ କ୍ଷେତ୍ରରେ I