80 ଓ 90 ଦଶକ ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଙ୍କୁ କିଏ ବା ନ ଜାଣିଚି I ଜୁହି ନିଜ ଫିଲ୍ମ କ୍ୟାରିୟର ରେ ଅନେକ ସଫଳତା ପାଇଛନ୍ତି I ତାଙ୍କ ର ସୁନ୍ଦର ଅଭିନୟ କୁ ପ୍ରତୋକ ଲୋକେ ବେଶ ପସନ୍ଦ ବି କରିଥାନ୍ତି I ତେବେ ଜୁହି ଙ୍କ ର ପ୍ରଫେସନାଲ ଲାଇଫ ବିଷୟ ରେ ଆପଣ ଅନେକ କଥା ଜାଣିଥିବେ କିନ୍ତୁ ଆଜି ଆମେ ଯାହା କହିବାକୁ ଯାଉଛୁ ଏହା ଖୁବ କମ ଲୋକେ ହିଁ ଜାଣିଛନ୍ତି I
ଖୁବ କମ ଲୋକେ ଏହା ଜାଣିଛନ୍ତି କି ଜୁହି ଙ୍କର ଫିଲ୍ମି କ୍ୟାରିୟର ରେ ଏକ ଏପରି ସମୟ ବି ଥିଲା ଯେତେବେଳେ ସୁଟିଂ ସମୟ ରେ ସେ ଗର୍ଭବତୀ ହେଇଥିଲେ I ସାଧାରଣ ଭାବ ରେ ଏପରି ସମୟ ରେ ପ୍ରତୋକ ମହିଳା କୌଣସି ବି କଠିନ କାମ କରନ୍ତି ନାହିଁ I କିନ୍ତୁ ଜୁହି ଘରେ ବସିବା ପରିବର୍ତେ ସେ ଏହି ଗର୍ଭବତୀ ସମୟ ରେ ବି ଫିଲ୍ମ ରେ ଅଭିନୟ କରିଥିଲେ ଏବଂ 2003 ରେ ଆସିଥିବା ଫିଲ୍ମ ଝଙ୍କାର ବିଟସ ରେ ସେ ଏକ ଗର୍ଭବତୀ ମହିଳା ଙ୍କ ର ଭୂମିକା ରେ ଅଭିନୟ କରିଥିଲେ I ଏବଂ ଅଭିନୟ କରିବା ସହ ସେ ବାସ୍ତବ ଜୀବନ ରେ ବି ଗର୍ଭବତୀ ଥିଲେ I
ସୁଜୟ ଘୋଷ ଫିଲ୍ମ ଝଙ୍କାର ବିଟସ ସମୟ ରେ ଜୁହି ଚାୱଲା ନିଜ ର ଦ୍ୱିତୀୟ ପିଲା ଜନ୍ମ କରିବାକୁ ଯାଉଥିଲେ I ଫିଲ୍ମ ଟି ଜୁନ 2003ରେ ରିଲିଜ ହେଇଥିଲା I ଏବଂ ତାଙ୍କ ର ଦ୍ୱିତୀୟ ସନ୍ତାନ ଙ୍କ ର ନାମ ଅର୍ଜୁନ ମେହେତା ଅଟେ I ସେ ଏହି ସନ୍ତାନ କୁ 21 ଜୁଲାଇ 2003 ରେ ଜନ୍ମ ଦେଇଥିଲେ I ତେବେ ଏହା ଜୁହି ଙ୍କ ପାଁଇ କୌଣସି ନୂଆ ନ ଥିଲା କାରଣ ଏହା ପୂର୍ବ ରୁ ଆମେରିକା ର ଷ୍ଟେଜ ସୋ ରେ ବି ସେ ଗର୍ଭବତୀ ଥିଲେ I ଏବଂ ସେତେବେଳେ ସେ 2001 ରେ ଝିଅ ଜାହ୍ନବୀ ଙ୍କୁ ଜନ୍ମ ଦେଇଥିଲେ I
ଜୁହି 1995 ରେ ଜଣେ ବଡ଼ ବିଜ୍ନେସମ୍ୟାନ ଜୟ ମେହେତା ଙ୍କୁ ବିବାହ କରିଥିଲେ I ଏବଂ ବିବାହ ପରେ ତାଙ୍କ ର ଗୋଟେ ଝିଅ ଓ ଗୋଟେ ପୁଅ ଜନ୍ମ ହେଇଥିଲେ I ତେବେ ତାଙ୍କ ଝିଅ ଜାହ୍ନବୀ ବଡ଼ ହେଇ ଜଣେ ଅଭିନେତ୍ରୀ ନ ହେଇ ଜଣେ ରାଇଟର ହେଲେ I
ଜୁହି 1986 ରେ ଫିଲ୍ମ ସଲତନତ ରୁ ହିଁ ନିଜ ର କ୍ୟାରିୟର ର ଆରମ୍ଭ କରିଥିଲେ I ସେ କନ୍ନଡ଼ ଫିଲ୍ମ ରେ ବି କାମ କରିଛନ୍ତି I କିନ୍ତୁ ଏଥିରେ ସେ ସେପରି ଲୋକପ୍ରିୟତା ପାଇ ନ ଥିଲେ ଓ ପୁଣି ବଲିଉଡ କୁ ଫେରି ଆସିଥିଲେ ଏବଂ ଫିଲ୍ମ କାୟମତ ସେ କାୟମତ ତକ ରେ ସେ ରାତାରାତି ଷ୍ଟାର ହେଇଯାଇଥିଲେ I କାରଣ ଏହି ଫିଲ୍ମ ଟି ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥଲା I