ଏହି ଫିଲ୍ମ ପାଁଇ ବଡ ବଡ ଷ୍ଟାର କଳାକାର ମାନେ ନେଇନଥିଲେ ଗୋଟିଏ ବି ଟଙ୍କା

ଏପରି ତ ବଲିଉଡ ର କଳାକାର ଏକ ଫିଲ୍ମ ରେ ଅଭିନୟ କରିବା ପାଁଇ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ କୌଣସି ଫିଲ୍ମ ରେ ଯଦି ସାମାନ୍ୟ ଅଳ୍ପ ସମୟ ର ଅଭିନୟ ରହିଥିବ ତ ଏହା ପାଁଇ ମଧ୍ୟ ସେ ଭଲ ପଇସା ବି ନେଇଥାନ୍ତି I

1.କରିନା କପୁର
କରିନା କପୁର ବଲିଉଡ ରେ ଜଣେ ଦାମୀ ଅଭିନେତ୍ରୀ ମଧ୍ୟ ରୁ ଅନ୍ୟତମ ଅଟନ୍ତି I କିନ୍ତୁ ସେ ଜଣେ ନିର୍ମଳ ହୃଦୟ ର ମହିଳା ଅଟନ୍ତି I ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଫିଲ୍ମ “ବିଲ୍ୱଲୁ ବାର୍ବର” ପାଁଇ ଗୋଟେ ବି ଟଙ୍କା ନେଇ ନାହାନ୍ତି I ସରୁଖ ଙ୍କ ର ଏହି ଫିଲ୍ମ ପାଁଇ କରିନା ଫ୍ରି ରେ କାମ କରିଛନ୍ତି I

2. ପ୍ରିୟଙ୍କା ଚୋପଡା
ବଲିଉଡ ର ସବୁ କଳାକାର ଙ୍କ ର ଉଭୟ ଙ୍କ ସହ ଭଲ ବନ୍ଧୁତା ମଧ୍ୟ ରହିଥାଏ ଏହି କାରଣ ରୁ ତ କରିନା କପୁର ଙ୍କ ପରି ପ୍ରିୟଙ୍କା ଚୋପଡା ମଧ୍ୟ ଫିଲ୍ମ “ବିଲ୍ୱଲୁ ବାର୍ବର” ପାଁଇ ଫ୍ରି ରେ କାମ କରିଛନ୍ତି I କିଛି ଫିଲ୍ମ ପାଁଇ ଫ୍ରି ରେ କାମ କରିଛନ୍ତି ସେଗୁଡିକ ହେଲା

3.କାତ୍ରିନା କୈଫ
ତେବେ ଆଗାମୀ ନାମ ହେଉଛି କାତ୍ରିନା କୈଫ ସେ କରଣ ଜୋହର ଙ୍କ ର ଫିଲ୍ମ ଅଗ୍ନି ପଥ ର ଗୀତ ଚିକନୀ ଚମେଲୀ ପାଁଇ କୌଣସି ବି ପଇସା ନେଇ ନାହାନ୍ତି I

4.ଦୀପିକା ପାଦୁକନ
ଦୀପିକା ଙ୍କ ର ପ୍ରଥମ ଫିଲ୍ମ “ଓମ ଶାନ୍ତି ଓମ” ପାଁଇ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଅନେକ ଦର୍ଶକେ ମଧ୍ୟ ତାଙ୍କ ର ଏହି ଫିଲ୍ମ ପାଁଇ ତାଙ୍କୁ ବେଶ ପ୍ରଶଂସା କରିଥିଲେ ତେଣୁ ସେ କୌଣସି ବି ପଇସା ନେଇ ନ ଥିଲେ I

5.ସୋନାମ କପୁର
ଲୋକପ୍ରିୟ ଫିଲ୍ମ “ଭାଗ ମିଲ୍କା ଭାଗ” ପାଁଇ ସୋନାମ କପୁର କୌଣସି ବି ପଇସା ନେଇ ନ ଥିଲେ I ସେ କେବଳ କେମିଆ ପାଁଇ 11 ଟଙ୍କା ନେଇଥିଲେ I

6.ରାଣୀ ମୁଖାର୍ଜୀ
କରଣ ଜୋହର ରାଣୀ ମୁଖାର୍ଜୀ ଙ୍କ ର ପିଲାଦିନ ର ସାଙ୍ଗ ଅଟନ୍ତି ଏବଂ ରାଣୀ ମଧ୍ୟ ତାଙ୍କ ର ବନ୍ଧୁତା କୁ ପୁରଣ କରିଛନ୍ତି I “କଭୀ ଖୁସି କଭୀ ଗମ ପାଁଇ” ସେ କୌଣସି ବି ପଇସା ନେଇ ନାହାନ୍ତି I

7.ସଲ୍ମାନ ଖାନ
ସଲ୍ମାନ ଖାନ ମଧ୍ୟ ସାଙ୍ଗ ଙ୍କ ର ସାଙ୍ଗ ଏବଂ ସେ ତାଙ୍କ ର ଏହି ବନ୍ଧୁତା ପାଁଇ ଫିଲ୍ମ “ସନ ଅଫ ସର୍ଦାର” , “ତିସ ମାର ଖାଁ” ପରି ଫିଲ୍ମ ପାଁଇ କୌଣସି ବି ପଇସା ନେଇ ନାହାନ୍ତି I

8.ସରୁଖ ଖାଁ
ଏହି ଲିଷ୍ଟ ରେ ସରୁଖ ଖାଁ ଙ୍କ ନା ମଧ୍ୟ ଆସିଥାଏ ସେ ଫିଲ୍ମ ଭୂତ ନାଥ ରିଟର୍ନ ପାଁଇ କୌଣସି ବି ପଇସା ନେଇ ନାହାନ୍ତି I