ଏହି ଗଛର ଗୋଟେ ପତ୍ର ଦୁର କରିଦେଇଥାଏ ବାଂଝ ପଣ, ବିନା କୌଣସି ବଡ ଚିକତ୍ସା ରେ ଘରେ କରନ୍ତୁ ଏପରି …

ଆଜି ଆମେ ଆପଣ ଙ୍କୁ ଏକ ଏପରି ଗଛ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କୁ ପୁରୁଣା ସମୟ ରେ ଅଶୁଭ ବୋଲି କୁହାଯାଉଥିଲା କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି !

ଆଜି ଆମେ ଆଲୋଚନା କରୁଛେ ସତ୍ୟାନାଶି ର ଔଷଧ୍ୟ ଗଛ ସମ୍ପର୍କ ରେ I ଏହା ଅଟେ ଔଷଧ୍ୟ ଗଛ କି ଅନେକ ପୁରୁଣା ଘା , କୁଣ୍ଡାଇ ପରି ଅନେକ ରୋଗ ବି ଭଲ କରିଦେଇଥାଏ I ତେବେ ଏହି ବୃକ୍ଷ ର ବିଶେଷ କଥା ଏହା କି ଏହା ପ୍ରଜନନ ଜନିତ ସମସ୍ୟା କୁ ଦୂର କରିଥାଏ I

କେଉଁଠାରେ ମିଳିଥାଏ ଏହି ଗଛ

ଏହି ଗଛ ଭାରତ ର ସବୁ ଅଂଚଳ ରେ ମିଳିଥାଏ I ଏହା ସାଧାରଣ ଭାବ ରେ ଶୁଖିଲା ଅଂଚଳ ରେ ଦେଖିବାକୁ ମିଳିଥାଏ I ଏହା ସାଧାରଣ ଭାବ ରେ ଖେତ , ନଦୀ ଅଂଚଳ ଓ ନାଳ ଆଦି ଅଂଚଳ ରେ ମିଳିଥାଏ I ଏହା ର ପତ୍ର କଣ୍ଟା ଯୁକ୍ତ ହେଇଥାଏ I ଏହା ଏକ ଔଷଧ୍ୟ ଗୁଣ ରେ ଭରପୁର ଗଛ ଅଟେ I

ସତ୍ୟାନାଶି ର ଔଷଧ୍ୟ ଗୁଣ
ଦେଖିବାକୁ ଗଲେ ଏହି ଗଛ ଔଷଧ୍ୟ ଗୁଣ ରେ ଭରପୁର ଅଟେ କିନ୍ତୁ ଆଜି ଆମେ ଏହା ର ଘରୋଇ ଉପଚାର ସମ୍ପର୍କ ରେ କହିବାକୁ ଯାଉଛୁ I

ଯେଉଁ ମହିଳା ମାନେ ନିଃସନ୍ତାନ ଅଛନ୍ତି – ଯେଉଁ ମହିଳା ନିଃସନ୍ତାନ ହେଇଥାନ୍ତି ତାଙ୍କ ର ଜୀବନ ରେ ନାହିଁ ନ ଥିବା ଦୁଃଖ କହିବାକୁ ଗଲେ ଏବଂ ସେ ଏଥିପାଇ ନିଜ ଭାଗ୍ୟ କୁ ଦୋଷ ଦେଇଥାନ୍ତି I ମନୁଷ୍ୟ ପାଖ ରେ ସବୁକିଛି ରହିଥାଏ କିନ୍ତୁ ଏକ ସନ୍ତାନ ନ ଥିଲେ ତା ଜୀବନ ଅଧୁରା ହେଇଯାଇଥାଏ I ତେବେ ନିଃସନ୍ତାନ ହେବାର ମୁଖ୍ୟ କାରଣ ହେଉଛି ବିଜ ରେ ଶୂକ୍ରାଣୁ ର କମି I

ଯଦି କୌଣସି ବ୍ୟକ୍ତି ଏହି ସମସ୍ୟା ରେ ପଡିଛନ୍ତି ତେବେ ଏହି ଗଛ ର ଚେର କୁ ଛାଇ ରେ ଶୁଖାଇ ଏହା ର ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହା କୁ ଦୁଇ ଗ୍ରାମ ନେଇ କ୍ଷୀର ରେ ଖାନ୍ତୁ I ଧାତୁ ଜନିତ ସମସ୍ୟା 14 ଦିନ ରେ ସେହି ସମାପ୍ତ ହେଇଯିବ I ଏବଂ ଆପଣ ଙ୍କ ର ନିଃସନ୍ତାନ ସମସ୍ୟା ବି ଦୂର ହେବ I

ଯଦି ସମସ୍ୟା ଅଧିକ ବୟସ୍କ ବ୍ୟକ୍ତି ଙ୍କ ର ହେଇଥାଏ ଏହା ର ଅଧିକ ମାତ୍ରା ର ସେବନ କରିବାକୁ ପଡିଥାଏ I ତେବେ ଯଦି ଆମେ ଏହା ର ଚେର କୁ ଶୁଖାଇ ପାଉଡର କରି ସକାଳୁ ମିଶ୍ରି ସହ ବି ଖାଇବା ତ ଏହା ବି ବିଶେଷ ଫଳପ୍ରଦ ହେଇଥାଏ I ଏବଂ ନିଃସନ୍ତାନ ଲୋକଙ୍କ ର ସନ୍ତାନ ପ୍ରତି ର ଯୋଗ ହେଇଥାଏ I

ନପୁଂସକତା – ଏହା ଛଡା ଏହି ସତ୍ୟାନାଶି ଗଛ ର ଚେର ଗୁଣ୍ଡ କରି ଏକ ଗ୍ରାମ ପାଉଡର ନେଇ ସେଥିରେ ସେତିକି ମାତ୍ରା ରେ ବରଗଛ ର ଚେର କୁ ପାଉଡର କରି କ୍ଷୀର ରେ ମିଶାଇ ପିଲେ ବିଶେଷ ଲଭାଡି ହେଇଥାଏ ଏବଂ ପ୍ରତୋକ ଦିନ ସକାଳୁ ଏପରି 14 ଦିନ ଖାଇବା ଦ୍ୱାରା ନପୁଂସକତା ପରି ସମସ୍ୟା ବି ଦୂର ହେଇଥାଏ I

ଆସ୍ଥମା – ସତ୍ୟାନାଶି ଗଛ ର ଚେର କୁ ପାଉଡର କରି ଏକ ରୁ ଅଧା ଗ୍ରାମ କ୍ଷୀର ରେ କିମ୍ବା ଗରମ ପାଣି ରେ ମିଶାଇ ପେଇବା ଦ୍ୱାରା ଆସ୍ଥମା ପରି ରୋଗ ବି ଦୂର ହେଇଥାଏ I