ଏହି ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ବି ଅଛନ୍ତି ଅବିବାହିତ, ଲାଗୁନି ଆଉ ଏମାନେ କେବେ ବିବାହ କରିବେ ବୋଲି

ଏହି ପୋଷ୍ଟ ରେ ଆଜି ଆମେ ଏହା ଉଲେଖ କରିବା କି ଭାରତ ରାଜ୍ୟ ର ମୁକ୍ଷ୍ୟ ମନ୍ତ୍ରୀ ଅବିବାହିତ ଅଟନ୍ତି I ଏହି ମୁଖ୍ୟମନ୍ତ୍ରୀ ମାନେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି I

1.ନବୀନ ପଟନାୟକ
2000 ମସିହାରୁ ଓଡିଶା ର ମୁଖ୍ୟମନ୍ତ୍ରୀ ହେଇଆସୁଛନ୍ତି 70 ବର୍ଷୀୟ ନବୀନ ପଟନାୟକ I ସେ ନିଜର ଭୋଟରଙ୍କୁ ସର୍ବଦା କୁହନ୍ତି ଗରିବ ଲୋକ ଙ୍କର ସହାୟତା କରିବା ତାଙ୍କର ମୁଖ୍ୟ ଲଖ୍ୟ I ଏବଂ ଜନତା ଙ୍କ ର ସେବା ରେ ସାରା ଜୀବନ ବିତାଇଥିଲେ I ଏହି କାରଣ ରୁ ନବୀନ ପଟନାୟକ ବିବାହ କରି ନଥିଲେ I

2.ସବର୍ଣ୍ଣଦ୍ୱ ସୋନୋବାଲ
ପୂର୍ବ ରାଜ୍ୟ ଆସାମ ର 54 ବର୍ଷ ର ମୁକ୍ଷ୍ୟ ମନ୍ତ୍ରୀ ସୋନୋବାଲ ଆଜି ପର୍ଯ୍ୟନ୍ତ ଅବିବାହିତ ହେଇ ରହିଛନ୍ତି I 2011 ରେ ଭାଜପା ର ସଦସ୍ୟତା ଗ୍ରହଣ କରିଥିଲେ ଓ 2016 ରେ ଆସାମ ର ମୁଖ୍ୟମନ୍ତ୍ରୀ ହେଇଥିଲେ I

3.ତ୍ରିବେନ୍ଦ୍ର ସିଂ ରାବତ
ଦୀର୍ଘ ସମୟ ଆରଏସଏସ ର ସକ୍ରିୟ ସଦସ୍ୟ ରହିଥିଲେ ତ୍ରିବେନ୍ଦ୍ର ସିଂ ରାବତ I 2017 ରେ ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସେ ସମ୍ଭାଳିଥିଲେ I ଆଜି ପର୍ଯ୍ୟନ୍ତ ତ୍ରିବେନ୍ଦ୍ର ସିଂ ରାବତ ଅବିବାହିତ ଅଟନ୍ତି I ଏବଂ ଭାଜପା ର ଅନେକ ଗୁରୁତ୍ୱପୂର୍ଣ ପଦବୀ ର ଦାଇତ୍ୱ ନେଇଛନ୍ତି I

4.ମନୋହର ଲାଲ ଖଟ୍ଟର
62 ବର୍ଷୀୟ ମନୋହର ଲାଲ ଖଟ୍ଟର ଉତ୍ତରାଖଣ୍ଡ ର ନୂଆ ମୁଖ୍ୟମନ୍ତ୍ରୀ ଅଟନ୍ତି I ଏହା ସହ ମନୋହର ଲାଲ ଖଟ୍ଟର ଆରଏସଏସ ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି I ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି I

5.ଯୋଗୀ ଆଦିତ୍ୟ ନାଥ
ମହନ୍ତ ରୁ ବିଜେପି ନେତା ହେଇଥିଲେ 44 ବର୍ଷୀୟ ଯୋଗୀ ଅଦିତ୍ୟନାଥ I ବର୍ତମାନ ଯୋଗୀ ଆଦିତ୍ୟ ନାଥ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଅଟନ୍ତି I ଭାଜପା ତରଫରୁ 5 ଥର ଗୋରଖପୁର ର ସଂସଦ ହେଇଥିଲେ I ସେ ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନ ରେ ବିବାହ କରି ନାହାନ୍ତି I