ଏହି ହିରୋଙ୍କର ସ୍ଵାସ୍ତ୍ୟଗତ ସମସ୍ୟା କାରଣରୁ ସଲମାନ ଖାନ ଆଜି ଏତେ ବଡ ଷ୍ଟାର, ଆଜି ଏପରି ଜୀବନ ବିତାଇବା ପାଇଁ ବାଧ୍ୟ ସେହି ହିରୋ

ଆଜିକା ସମୟ ରେ ସଲ୍ମାନ ବଲିଉଡ ର ସୁପର ଷ୍ଟାର ଅଟନ୍ତି I ଆଜିକା ସମୟ ରେ ସଫଳତା ର ସବୁ ଠାରୁ ଶୀର୍ଷ ରେ ରହିଛନ୍ତି ସଲ୍ମାନ ଖାଁ I ବଲିଉଡ ରେ ଏହି ସଫଳତା ପାଁଇ ସଲ୍ମାନ ଅନେକ ସଂଘର୍ଷ କରିଛନ୍ତି I କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ସଲ୍ମାନ ଙ୍କ ର ସଫଳତା ପଛ ରେ ଆଉ ଜଣେ କଳାକାର ଙ୍କ ର ଯୋଗଦାନ ରହିଛି I ଏହି କଳାକାର ହେଉଛନ୍ତି ୟୁସୁଫ ଖାଁ ଙ୍କ ର ଫରାଜ ଖାଁ I

ସଲ୍ମାନ ଙ୍କ ର ପ୍ରଥମ ଫିଲ୍ମ ବକ୍ସ ଅଫିସ ରେ ସଫଳତା ହାସିଲ କରି ନ ଥିଲା I ତେଣୁ ସଲ୍ମାନ ଏକ ଏପରି ଫିଲ୍ମ ର ଆଶା ରେ ରହିଥିଲେ ଯେଉଁଥିରେ ସେ ଲୋକପ୍ରିୟ ହେଇପାରିବେ I ଠିକ ଏହି ସମୟ ରେ ସୁରଜ ବଡ଼ଜାତ୍ୟ “ମେନେ ପ୍ୟାର କିୟା” ଫିଲ୍ମ ରେ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏହି ଫିଲ୍ମ ରେ ଫରାଜ ଖାଁ ଏହି ଫିଲ୍ମ ରେ ଅଭିନୟ କରିବାର ଯୋଜନା ଥିଲା କିନ୍ତୁ ତାଙ୍କ ସ୍ଵାସ୍ତ୍ୟ ଖରାପ ହେବାକୁ ନେଇ ତାଙ୍କ ସ୍ଥାନ ରେ ସଲ୍ମାନ ଙ୍କୁ ସୁଯୋଗ ମିଳିଥିଲା I ସେହି ସମୟ ରେ ଫିମେଲ ଆକ୍ଟର ପାଁଇ ସାବିନା ଙ୍କ ର ଅଡିସନ ନିଆଯାଇଥିଲା I କିନ୍ତୁ ସେ ଫେଲ ହେଇଥିଲେ I

ସାବିନା ଜଣେ ଟିଭି ର ବିଜ୍ଞାପନ ରେ ସଲ୍ମାନ ଙ୍କ ସହ କାମ କରିଥିଲେ I ତେଣୁ ସେଠାରେ ସାବିନା , ସଲ୍ମାନ ଙ୍କ ର ନାମ ହିଁ ନେଇଥିଲେ I ସୁରଜ ଙ୍କୁ ନେଇ ଫିଲ୍ମ କରିବା କୁ ପ୍ରସ୍ତୁତ ଥିଲେ I ସଲ୍ମାନ ପ୍ରଥମେ ଚିନ୍ତା ରେ ଥିଲେ କି ସେ ଏହି ଫିଲ୍ମ ରୁ ଲୋକପ୍ରିୟତା ପାଇପାରିବେ କି ନାହିଁ I କିନ୍ତୁ ଏହି ଫିଲ୍ମ ରେ ସଲ୍ମାନ ଅଭିନୟ କରିଥିଲେ ଓ ଫିଲ୍ମ ଟି ମଧ୍ୟ ସୁପର ହିଟ ହେଇଥିଲା I ଏହି ଫିଲ୍ମ ରୁ ହିଁ ସଲ୍ମାନ ଖାଁ ଲୋକପ୍ରିୟତା ହାସିଲ କରିଥିଲେ I

ଏହି ଫିଲ୍ମ ରେ କାମ କରିବା ଖାଁ ଙ୍କ ପାଖ କୁ ଅନେକ ଫିଲ୍ମ ର ଅଫର ଆସିଥିଲା I ଏବଂ ଧୀରେ ଧୀରେ ସଲ୍ମାନ ଅନେକ ଫିଲ୍ମ କରିଥିଲେ I ଏହା ପରେ ଫରାଜ “ମେହେନ୍ଦି” , “ଫରେବ” , “ଦିଲ ନେ ଫିର ୟାଦ କିୟା” ପରି ଫିଲ୍ମ ରେ କାମ କରିଥିଲେ I ଫରାଜ ମେହେନ୍ଦି ଫିଲ୍ମ ରେ ରାଣୀ ମୁଖାର୍ଜୀ ଙ୍କ ସହ ଅଭିନୟ କରିଥିଲେ I ଏବଂ ଫରାଜ ଙ୍କ ର ଏହି ଅଭିନୟ ଦର୍ଶକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି I କିନ୍ତୁ ଧୀରେ ଧୀରେ ଫରାଜ ଙ୍କ ର ଲୋକପ୍ରିୟତା କମିଯାଇଥିଲା ଓ ଫିଲ୍ମ ଜଗତ ରୁ ସେ ଦୁରେଇ ଯାଇଥିଲେ I ଏହି ବର୍ଷ ଫ୍ରେବୁଆରି ମାସ ରେ ଫରାଜ କିଛି ସେନା କର୍ମୀ ଙ୍କ ସହ ଏକ ଫୋଟୋ ଉଠାଇ ନିଜ ର ଇନ୍ଷ୍ଟଗ୍ରାମ ସେ ସେୟାର କରିଥିଲେ I ଏହି ଫୋଟୋ ଟି ବ୍ୟଙ୍ଗଲୋର ରୁ ପୋଷ୍ଟ କରାଯାଇଥିଲା I