ଟିମ ଇଣ୍ଡିଆର ଏହି ଖେଳାଳି ନିଜର କୋଟି-କୋଟି ସମ୍ପତି ଗରିବଙ୍କୁ ଦାନ କରିଛନ୍ତି;ଜାଣନ୍ତୁ ଏହି ଖେଳାଳିଙ୍କ ବିଷୟରେ

ଆମେ ଅଧିକାଂଶ ଜାଗାରେ ଦେଖିଥାଉ କି କୌଣସି ବ୍ୟକ୍ତି ଙ୍କ ପାଖରେ ଅଧିକ ପଇସା ହେଇଗଲେ , ସେ ଆଉ କାହା ସହ ବେଶୀ କଥାବାର୍ତା କରନ୍ତି ନାହିଁ I କିନ୍ତୁ ଏପରି ବହୁତ କମ ଲୋକ ଥାନ୍ତି ଯେଉଁ ମାନେ କି ଯେତେ ନା ଓ ଅର୍ଥ ଉପାର୍ଜନ କଲେ ମଧ୍ୟ ଅନ୍ୟ ସମୁଖରେ ମୁଣ୍ଡ ନୁଆଇଥାନ୍ତି I ଏହିପରି ଜଣେ ମହାନ ବ୍ୟକ୍ତି ଙ୍କ ବିଷୟରେ ଆଲୋଚନା କରିବା ଯିଏ ଅତୀତରେ ଭାରତୀୟ କ୍ରିକେଟ ଦଳର ଜଣେ ଖେଳାଳି ଥିଲେ ଓ ସେ ତାଙ୍କର ସମସ୍ତ ସମ୍ପତି ଗରିବ ଙ୍କୁ ଦାନ କରିଦେଇଥିଲେ I

ବିଗତ ଦିନରେ ଦୁଇଟି ବିଶ୍ୱ କପ ରେ ଭାରତକୁ ଭଲ ସ୍କୋର ମଧ୍ୟ ଦେଇଛନ୍ତି I

ତେବେ ଆସନ୍ତୁ ଆଲୋଚନା କରିବା ଭାରତୀୟ ଦଳର କେଉଁ ଖେଳାଳି ନିଜ ଜୀବନର ସମସ୍ତ ଅର୍ଜିତ ପୁଞ୍ଜି କୁ ଗରିବଙ୍କୁ ବାଂଟିଦେଇଥିଲେ I

ଗୌତମ ଗମ୍ଭୀର ଏହି ସେ ମହାନ ଲୋକ ଯିଏ କି ନି ର ସମସ୍ତ ଧନ କୁ ଗରିବଙ୍କୁ ବାଣ୍ଟି ନିଜେ ସାଧାରଣ ଲୋକଙ୍କ ପରି ଜୀବନ ଜାପନ କରୁଛନ୍ତି I ଯଦି ଏହି ବର୍ଷ କୌଣସି ଖେଳାଳି ଅଧିକ ଭଲ କାମ ଓ ଅଧିକ ଗରିବଙ୍କୁ ଅର୍ଥ ଦାନ କରିଛି , ତ ସେ ଆଉ କେହି ନୁହନ୍ତି ଗୌତମ ଗମ୍ଭୀର I

ଦାନ ର ପରିମାଣ ଏତେ ଅଧିକ ଥିଲା କି ସେ ଜାଣିଥିଲେ ଯେ ତାଙ୍କର ସମସ୍ତ ବ୍ୟାଙ୍କ ବାଲାନ୍ସ ଶେଷ ହେଇଯିବ I ସେ ତାଙ୍କର ଅଧିକାଂଶ ଅର୍ଥ କାଶ୍ମୀର ରେ ସହିଦ ହେଇଥିବା ପୋଲିସ ବାଲାଙ୍କ ଝିଅ ଙ୍କ ପାଠ ପଢିବା ପାଁଇ ଖର୍ଚ କରିଦେଇଥିଲେ I

ଖାଲି ସେତିକି ନୁହେ ଭାରତୀୟ ସେନା ଙ୍କ ପାଁଇ ମଧ୍ୟ ସେ ପ୍ରଧାନ ମନ୍ତ୍ରୀ ରାଜ କୋଷ ରେ କିଛି ଅର୍ଥ ଜମା କରିଥିଲେ I ସେ ଗରିବ ଙ୍କୁ ତାଙ୍କର ସମସ୍ତ ସମ୍ପତି ଦାନ କଲା ପରେ ମଧ୍ୟ , ବର୍ତ ମାନେ ଦିଲ୍ଲୀ ରେ ଗରିବଙ୍କ ଆହାର ଯୋଜନା ଆରମ୍ଭ କରିଛନ୍ତି ଯେଉଁଥିରେ କି ବିନା କୌଣସି ଶୁଳ୍କର ରେ ଗରିବ ମାନେ ଖାଦ୍ୟ ଖାଇପାରିବେ I

Share Your Comments Below