ଏହି ଅଦ୍ଭୁତ ଜୀବର ରକ୍ତ ଅମୃତ ସମାନ ଅଟେ, ଗୋଟେ ଲିଟର ରକ୍ତର ଦାମ ଜାଣିକି ହେଇଯିବେ ଆଶ୍ଚର୍ଯ୍ୟ, ବିକ୍ରି ହେଉଛି ଏତେ ଟଙ୍କାରେ ….

ପ୍ରକୃତି ରେ ଅନେକ ପ୍ରକାର ଓ ଅନେକ ପ୍ରଜାତି ର ଜୀବ ରହିଛନ୍ତି I ତେବେ ଆଜିକା ସମୟ ରେ ଏପରି ମଧ୍ୟ କିଛି ଜୀବ ରହିଛନ୍ତି ଯାହା ଙ୍କୁ ଆପଣ ଦେଖି ନ ଥିବେ I ଆମ ଧରା ପୃଷ୍ଠ ରେ ଅନେକ ପ୍ରଜାତି ର ଜୀବ ରହିଛନ୍ତି I ଏବଂ ଏପରି ଅନେକ ଜୀବ ରହିଛନ୍ତି ଯାହା ଙ୍କ ର କିଛି ବିଶେଷ ଗୁଣ କୁ ନେଇ ସେମାନେ ପରିଚାୟିତ ଅଟନ୍ତି I

ଆଜି ମଧ୍ୟ ବୈଜ୍ଞାନିକ ଙ୍କ ପାଁଇ ରହିଛି ରହସ୍ୟ
ପୃଥିବୀ ର ଅନେକ ପ୍ରକାର ର ଜୀବ ରହିଛନ୍ତି , ଏପରି ମଧ୍ୟ ଅନେକ ସୁକ୍ଷ୍ମ ଜୀବ ରହିଛନ୍ତି ଯାହା ଙ୍କୁ ଖାଲି ଆଖି ରେ ଦେଖି ହେଇ ନ ଥାଏ I ଏବଂ ଏପରି ମଧ୍ୟ କିଛି ବିଶାଳ ଜୀବ ରହିଛନ୍ତି ଯାହା ଙ୍କୁ ଅନେକ କିମି ଦୂର ରୁ ଦେଖିପାରିବେ I କିଛି ଜୀବ ଆକ୍ରମକ ସ୍ଵଭାଵ ର ମଧ୍ୟ ହେଇଥାନ୍ତି I କିନ୍ତୁ କିଛି ଏପରି ଜୀବ ଙ୍କୁ ନେଇ ଆଜି ମଧ୍ୟ ବୈଜ୍ଞାନିକ ମାନେ ରହସ୍ୟ ଘେର ରେ ରହିଛନ୍ତି I

ପ୍ରତୋକ ଜୀବ ଙ୍କ ର ରହିଥାଏ କିଛି ବିଶେଷ୍ୟତ୍ୱ
ଜଳ ଓ ଧରା ପୃଷ୍ଠ ରେ ଅନେକ ଅଦ୍ଭୁତ ଜୀବ ରହିଥାନ୍ତି I ତେବେ ଏହି ସବୁ ଜୀବ ଙ୍କ ର କିଛି ବିଶେଷ୍ୟତ୍ୱ ମଧ୍ୟ ରହିଛି I ବୈଜ୍ଞାନିକ ମାନେ ଦୀର୍ଘ ଦିନ ହେବ ମନୁଷ୍ୟ କୁ ଅମର କରିବା ର ଗବେଷଣା କରି ଆସୁଛନ୍ତି I ଏପରି କିଛି ଔଷଧ ପ୍ରସ୍ତୁତ କରିବା କୁ ଚାହୁଁଛନ୍ତି ଯାହା ଦ୍ୱାରା ମନୁଷ୍ୟ ର ଆୟୁ ବୃଦ୍ଧି ହେଇପାରିବ I

ଏହି ଅଦ୍ଭୁତ ଜୀବ ରହିଛି ସମୁଦ୍ର ଗର୍ଭ ରେ
ଏହି ଉପାୟ ଏକ ଜୀବ ର ରକ୍ତ ରୁ ପ୍ରସ୍ତୁତ ହେଇଚି I ଏହି ଜୀବ ପାଣି ମଧ୍ୟ ରେ ରହିଛି I ଗବେଷକ ଙ୍କ ର କହିବା ଅନୁସାରେ ଏହି ଜୀବ ର ରକ୍ତ କୌଣସି ବରଦାନ ଠାରୁ କିଛି କମ ନୁହେଁ I ଏହି ଜୀବ ଦେଖିବା କୁ ଘୋଡା ନାଲ ଆକୃତି ର ଅଟେ I ଏବଂ ଏହା କୁ ହର୍ଷ ସୁ ନାମ ଦିଆ ଯାଇଥାଏ I

ଏହା ର ଆକ୍ରମକ ବ୍ୟାକ୍ଟେରିଆ
ଏହି କଙ୍କଡା କୁ ବୈଜ୍ଞାନିକ ନାମ ଦେଇଛନ୍ତି LIMULUS POLYPHEMUS I ଏହି ଜୀବ ପୃଥିବୀ ରେ ହଜାରେ ବର୍ଷ ହେବ ରହିଛନ୍ତି I ଆଜିକା ସମୟ ରେ ବୈଜ୍ଞାନିକ ମାନେ ଏହା ର ଗବେଷଣା କରି ଆସୁଛନ୍ତି I ଏହି କଙ୍କଡା ର ରକ୍ତ ନୀଳ ରଙ୍ଗ ର ଅଟେ I ଏହି ରକ୍ତ ରେ କପର ବେସ୍ଡ ରହିଛି I ଏହି କଙ୍କଡା ର ମୂଲ୍ୟ 15000 ଡଲାର ପ୍ରତି ଲିଟର ଅଟେ I ଅର୍ଥାତ ଭାରତୀୟ ମୁଦ୍ରା ରେ ଏହା 10 ଲକ୍ଷ ଟଙ୍କା I

Share Your Comments Below