ଏହି ୫ଗୋଟି ଜିନିଷର ଅଣ୍ଡା ଓ ମାଂସ ଠାରୁ ଅଧିକ ଶକ୍ତି ରହିଛି, ୫ନମ୍ବର ଜିନିଷ ଆପଣ ଦୈନିକ ଖାଉଛନ୍ତି

ଅଣ୍ଡା ଓ ଚିକେନ ଖାଇବା ଦ୍ୱାରା ଶରୀର କୁ ପ୍ରଚୁର ମାତ୍ରା ରେ ପ୍ରୋଟିନ ମିଳିଥାଏ I ଏହି ପ୍ରୋଟିନ ଆମ ଶରୀର ପାଁଇ ଲାଭକାରୀ ହେଇଥାଏ I ଏଥିରେ ଅନେକ ପୋଷକତତ୍ୱ ମଧ୍ୟ ରହିଥାଏ I ଏହା ର ସେବନ ଦ୍ୱାରା ଆମ ଶରୀର କୁ ଶକ୍ତି ମିଳିଥାଏ I କିନ୍ତୁ ଯେଉଁ ଲୋକେ ଅଣ୍ଡା ଓ ଚିକେନ ସେବନ କରୁନାହାନ୍ତି ସେମାନେ ଅନ୍ୟ କିଛି ଜିନିଷ ର ସେବନ କରିବା ଲାଭଦାୟକ ଅଟେ I

1.ବାଦାମ
ବାଦାମ ରେ ଅଧିକ ପୋଷକତତ୍ୱ ରହିଥାଏ I ପ୍ରକୃତି ରୁ ଏଥିରେ ଅନେକ ପ୍ରକାର ର ପୋଷକତତ୍ୱ ରହିଥାଏ I 100 ଗ୍ରାମ ର ବାଦାମ ରେ 1 ଲିଟର କ୍ଷୀର ସମାନ ପୋଷକତତ୍ୱ ରହିଥାଏ I ବାଦାମ ରେ ପ୍ରୋଟିନ ର ମାତ୍ରା 25 ପ୍ରତିସଦ ହେଇଥାଏ I ଯେତେବେଳେ ମାଛ , ମାଂସ ଓ ଅଣ୍ଡା ରେ 10 ପ୍ରତିସଦ ରୁ ଅଧିକ ହେଇ ନ ଥାଏ I 250 ଗ୍ରାମ ବାଦାମ ରେ ଲହୁଣୀ 300 ଗ୍ରାମ ପନିର , 2 ଲିଟର କ୍ଷୀର ଓ 15 ଗୋଟି ଅଣ୍ଡା ସମାନ ଶକ୍ତି ରହିଥାଏ I

2.ପନିର
100 ଗ୍ରାମ ପନିର ରେ ପ୍ରୋଟିନ ର ମାତ୍ରା ଅଧିକ ରହିଥାଏ ପ୍ରାୟ 19.1 ଗ୍ରାମ ରହିଥାଏ I ଏହା ର ସେବନ ଦିନ କୁ 2-3 ଥର କରିବା ଉଚିତ I ଯେଉଁ ଲୋକ ଙ୍କ ର ପ୍ରୋଟିନ ର ଅଭାବ ରହିଥାଏ ସେମାନେ ଏହାର ସେବନ କରିବା ଉଚିତ I ପ୍ରକୃତି ରୁ ଏଥିରେ ଅନେକ ପ୍ରକାର ର ପୋଷକତତ୍ୱ ରହିଥାଏ I

3.ଚିନା ବାଦାମ
8-10 ଗୋଟି ଚିନା ବାଦାମ ରେ 12 ଗ୍ରାମ ପ୍ରୋଟିନ ରହିଥାଏ I ଏଥିରେ ମ୍ୟାଗନେସିୟମ୍ , କ୍ୟାଲସିୟମ ଓ ଆଇରନ ଭରପୁର ମାତ୍ରା ରେ ରହିଥାଏ I

4.ଚଣା
ଚଣା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I ସକାଳୁ ଉଠି ଚଣା ସେବନ କରିବା ଦ୍ୱାରା ଶରୀର କୁ ଆଇରନ , କ୍ୟାଲସିୟମ ଓ ଅନେକ ତତ୍ୱ ମିଳିଥାଏ I ଏହା ଶରୀର କୁ ସୁସ୍ଥ ରଖିଥାଏ I ଏଥିରେ କାର୍ବନ , ପ୍ରୋଟିନ , କ୍ୟାଲସିୟମ , ଆଇରନ ଓ ଭିଟାମିନ ପ୍ରଚୁର ମାତ୍ରା ରେ ରହିଥାଏ I

5.ରାଜମା
ରାଜମା ରେ ଅଧିକ ପରିମାଣ ର ପ୍ରୋଟିନ ରହିଥାଏ I ଏହା ସୋୟାବିନ ଠାରୁ ଅଧିକ ପୋଷକତତ୍ୱ ହେଇଥାଏ I ଏଥିରେ ମ୍ୟାଗନେସିୟମ , ଫସଫରସ , ଭିଟାମିନ ବି 9 , ଆଇରନ ଏବଂ ଅନ୍ୟ ଜରୁରୀ ପୋଷକତତ୍ୱ ମିଳିଥାଏ I