ହସ ମଧ୍ୟ ଏକ ପ୍ରକାର ର ଭାଇରସ ଅଟେ I ଯଦି ଆମେ କାହାକୁ ସ୍ନେହ ରେ ହସିବା ର ଦେଖିଥାଉ ତ ଆମେ ମଧ୍ୟ ଟିକେ ହସି ଦେଇଥାଉ I ପ୍ରତୋକ ବ୍ୟକ୍ତି ଙ୍କ ର ହସ ଅଲଗା ଅଲଗା ପ୍ରକାର ର ଅଟେ I କିନ୍ତୁ କିଛି ଏପରି ଲୋକ ଙ୍କ ର ହସ କୁ ଯେତେ ପ୍ରଶଂସା କରିଲେ ମଧ୍ୟ ଏହା କମ ଅଟେ I ଆଜି ଆମେ ଏହିପରି ଜଣେ ବ୍ୟକ୍ତି ଙ୍କ ବିଷୟ ରେ କହିବା କୁ ଯାଉଛୁ I
ଫୁଡ ଡେଲିଭରି ସର୍ଭିସ ଜୋମାଟୋ ର ଜଣେ ଡେଲିଭରି ବୟ ନିଜ ର ହସ କୁ ନେଇ ଇଣ୍ଟେର୍ନେଟ ରେ ଚର୍ଚା କୁ ଆସିଛନ୍ତି I ନିଜେ ଜୋମାଟୋ କମ୍ପାନୀ ଏହି ଯୁବକ ଙ୍କ ର ଫୋଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲ ରେ ସେୟାର କରିଛନ୍ତି I ଏହି ଯୁବକ ଙ୍କ ର ନାମ ସୋନୁ ଅଟେ I
ସୋନୁ ଦିନ ରେ 12 ଘଣ୍ଟା କାମ କରନ୍ତି ଏବଂ ଏହି କାର୍ଯ୍ୟ ରେ ସେ ଦିନ କୁ 350 ଟଙ୍କା ରୋଜଗାର କରିଥାନ୍ତି I କିନ୍ତୁ ଏତେ ଅଧିକ ପରିଶ୍ରମ ହେଇକି ମଧ୍ୟ ଏତିକି ପଇସା ରେ ସେ ଖୁସି ଅଛନ୍ତି I ସୋନୁ ନିଜ ଦୈନଦିନ ରେ ବେଶ ଖୁସି ରେ ରହିଛନ୍ତି I ଜଣେ ଟିକଟକ ୟୁଜର ଏହି ସୋନୁ ଙ୍କ ର ଭିଡିଓ କୁ ଉପଲୋଡ଼ କରିଥିଲେ I
ପ୍ରତୋକ ବ୍ୟକ୍ତି ଙ୍କୁ ସୋନୁ ଙ୍କ ର ହସ ବେଶ ଅଧିକ ପସନ୍ଦ ଆସୁଛି I ଲୋକ ଙ୍କ ର କହିବା ଅନୁସାରେ ସୋନୁ ତାଙ୍କ ର ଜୀବନ ର ଲକ୍ଷ ରେ ବେଶ ଖୁସି ଅଛନ୍ତି I ଏବଂ ଅନ୍ୟ ଲୋକ ଙ୍କୁ ମଧ୍ୟ ଖୁସି ରେ ରହିବା କୁ ପ୍ରେରିତ କରିଥାନ୍ତି I ସୋନୁ ନିଜ ର ଏହି ଭିଡିଓ ରେ ଏହା କହିଛନ୍ତି ତାଙ୍କ କାମ କୁ ନେଇ ତାଙ୍କ ର କିଛି ସମସ୍ୟା ନାହିଁ I କୌଣସି ଫୁଡ ଅଡ଼ର କ୍ୟାନ୍ସଲା ହେଲେ ମଧ୍ୟ ସେ ଦୁଃଖ କରନ୍ତି I ତାଙ୍କ କହିବା ଅନୁସାରେ କମ୍ପାନୀ ତାଙ୍କୁ ସଠିକ ସମୟ ରେ ଖାଇବା ଓ ଟଙ୍କା ଦେଇଥାଏ I ଆପଣ ଏହି ଫୋଟୋ ରେ ମଧ୍ୟ ସୋନୁ ଙ୍କ ର ହସ କୁ ଦେଖିପାରିବେ I
this is now a happy rider fan account
— Zomato India (@ZomatoIN) February 28, 2020
ଏହି ଭିଡିଓ ହେଇଚି ବେଶ ଅଧିକ ଭାଇରଲ I