ଏହି କାରଣରୁ ହେଇଥିଲା ଅଭିନେତା ଗୋବିନ୍ଦା ଙ୍କର ବଡ଼ ଝିଅର ମୃତ୍ୟୁ, ଅନେକ ବର୍ଷ ପରେ ବାହାରକୁ ଆସିଲା ସତ କଥା …

ଯେପରି କି ଆପଣ ଜାଣିଥିବେ ମଲ୍ଟିଟାଲେନଟ ଅଭିନେତା ଭାବ ରେ ଗୋବିନ୍ଦା ଅନେକ ଲୋକପ୍ରିୟତା ପାଇଛନ୍ତି | ଗୋବିନ୍ଦା ଙ୍କ ର ଜନ୍ମ 21 ଡିସେମ୍ବର 1963 ଅଟେ | ଗୋବିନ୍ଦା ଙ୍କ ର ମା ଜଣେ ଗାୟିକା ବି ଥିଲେ ତାଙ୍କ ନାମ ନିର୍ମଳ ଆହୁଜା ଓ ପିତା ଅରୁଣ ଆହୁଜା ଜଣେ ଫିଲ୍ମ ନିର୍ମାତା ଥିଲେ | କିନ୍ତୁ ତାଙ୍କ ପିତା ଫିଲ୍ମ ନିର୍ମାଣ ରେ ଅନେକ କ୍ଷତି ସହିଛନ୍ତି ଯାହା ଦ୍ୱାରା ନିଜ ର ବଡ଼ ବଙ୍ଗଳା କୁ ଛାଡି ଅନ୍ୟତ୍ର ରହିଥିଲେ | ଗୋବିନ୍ଦା 6 ଭାଇ ଭଉଣୀ ମଧ୍ୟ ରୁ ସବୁଠାରୁ ସାନ ଅଟନ୍ତି |

ଗୋବିନ୍ଦା ଙ୍କ ର ପିତା ବି ତାଙ୍କୁ ଫିଲ୍ମ ରେ କ୍ୟାରିୟର କରିବା ର ପରାମର୍ଶ ଦେଇଥିଲେ | ଗୋବିନ୍ଦା ଡିସ୍କୋ ଡ୍ୟାନ୍ସର ଫିଲ୍ମ ଦେଖିବାପରେ ଡ୍ୟାନସ ପ୍ରାକ୍ଟିସ କରିଥିଲେ ଏବଂ ଗୋବିନ୍ଦା ତାଙ୍କ ର ପ୍ରଥମ ଫିଲ୍ମ ରେ ମୁଖ୍ୟ ଭୂମିକା ରେ ହିଁ ଅଭିନୟ କରିଥିଲେ |

ଆଶ୍ଚଯ୍ୟ ର କଥା କି ଗୋବିନ୍ଦା ଏକ ଫିଲ୍ମ ସୁଟିଂ 1986 ରେ କରିଥିଲେ ଏବଂ ଏହି ବର୍ଷ ଜୁଲାଇ ପର୍ଯ୍ୟନ୍ତ ସେ ପୁରା 40 ଗୋଟି ଫିଲ୍ମ ରେ ସାଇନ କରିଥିଲେ | ଫିଲ୍ମ ନିର୍ମାତା ଓ ନିର୍ଦେଶକ ତାଙ୍କ ପାଁଇ ଚିନ୍ତା ପ୍ରକାଶ କରିଥିଲେ | 1986 ରୁ ଆଜି ପର୍ଯ୍ୟନ୍ତ ସେ 186 ଗୋଟି ଫିଲ୍ମ ରେ କାମ କରିସାରିଛନ୍ତି |

ଗୋବିନ୍ଦା ଆଜି ପର୍ଯ୍ୟନ୍ତ 112 ଗୋଟି ଫିଲ୍ମ ରେ ଫିଲ୍ମ ଫେୟାର ବି ଜିତିସାରିଛି | ଗୋବିନ୍ଦା ନିଜ କ୍ୟାରିୟର ରେ ଡବଲ ରୋଲ ଛଡା ଏକ ଫିଲ୍ମ ରେ 6 ଗୋଟି ରୋଲ ରେ ଏକ ସାଙ୍ଗ ରେ ବି ଅଭିନୟ କରିଛନ୍ତି | ଏହା ପରେ ଲୋକେ ତାଙ୍କୁ ନମ୍ବର 1 ନାମ ରେ ଜାଣିଛନ୍ତି | ଗୋବିନ୍ଦା ଅନେକ କଳାକାର ଙ୍କ ସହ କାମ କରିଛନ୍ତି ଏବଂ ସେ ଶକ୍ତିକପୁର ଙ୍କ ସହ 42 ଗୋଟି ଫିଲ୍ମ ରେ କାମ କରିଛନ୍ତି |

ସମସ୍ତଙ୍କୁ ହସାଉଥିବା ଗୋବିନ୍ଦା ଙ୍କ ଜୀବନ ରେ ବି ଅନେକ ଦୁଃଖ ଆସିଛି କିନ୍ତୁ ସେ ନିଜ ଜୀବନ ର ଦୁଃଖ କାହାରି ସମୁଖ ରେ ପରିପ୍ରକାଶ କରି ନ ଥାନ୍ତି | ଅନେକ ଅଭିନେତ୍ରୀ ତାଙ୍କୁ ବିବାହ କରିବାକୁ ମତାମତ ବି ଦେଇଥିଲେ କିନ୍ତୁ ସେ ଅନ୍ୟତ୍ର ବିବାହ କରିଥିଲେ | ଆପଣ ବି ଜାଣିଥିବେ ଗୋବିନ୍ଦା ଙ୍କ ର 2 ଟି ପିଲା ଅଛନ୍ତି ଆଉ ଟିନା ତାଙ୍କ ର ବଡ଼ ଝିଅ କିନ୍ତୁ ଆପଣ ଭୁଲ ଜାଣିଛନ୍ତି |

ଟିନା ଙ୍କ ଉପରେ ବି ଆଉ ଏକ ଝିଅ ଥିଲେ କିନ୍ତୁ ସେ ମାତ୍ର 4 ମାସ ରେ ହିଁ ମୃତ୍ୟୁ ବରଂ କରିଥିଲେ | ଏହି ଦୁଃଖ ରେ ଗୋବିନ୍ଦା ଖୁବ ଭାଙ୍ଗିପଡିଥିଲେ | ଏହା ପରେ ତାଙ୍କ ସମ୍ପର୍କୀୟ ଜିଜା ଓ ଭଉଣୀ ଙ୍କ ର ମୃତୁ ଓ ପିତାମାତା ଙ୍କ ର ମୃତ୍ୟୁ ରେ ସେ ଖୁବ କାନ୍ଦିଥିଲେ ଓ ଭାଙ୍ଗିପଡିଥିଲେ ମଧ୍ୟ | କିନ୍ତୁ ଏହି ସବୁ ସତ୍ୱେ ବି ସେ ଆଗ କୁ ବଢିଥିଲେ କାରଣ ସେ ଜୀବନ ଓ ମୃତ୍ୟୁ ପ୍ରକୃତି ର ନିରାଟ ସତ୍ୟ ଅଟେ ଏହା ଜାଣିଥିଲେ |