ହୋଟେଲ ରୁମରେ ପ୍ରେମୀ ସହ ଏପରି ଖରାପ କାମ କରୁଥିଲେ ପତ୍ନୀ, ଅଚାନକ ସେଠି ପହଞ୍ଚି ଗଲେ ସ୍ଵାମୀ, ଆଉ ତାପରେ

ଲକ୍ଷ୍ନୌ ରେ ଜଣେ ମହିଳା ଙ୍କୁ ହୋଟେଲ ରୁମ ପାଖ ରେ ତାଙ୍କ ପତି ଅନ୍ୟ ଜଣେ ପୁରୁଷ ଙ୍କ ସହ ଧାରିଦେଇଥିଲେ I ମହିଳା ନିଜ ପ୍ରେମୀ ଙ୍କ ସହ ମିଶି ଜୁଆ ଖେଳିବା କୁ ଆସିଥିଲେ I ଏବଂ ସେଠାରେ ତାଙ୍କ ପତି ଆସିଯାଇଥିଲେ ଓ ସେଠାରେ ଖୁବ ହଂଗାମା ହେଇଥିଲା I ପୋଲିସ ମଧ୍ୟ ପ୍ରେମୀ ଙ୍କୁ ଗିରଫ କରିଥିଲା I ମହିଳା ନିଜ ସହ ଦେଢ଼ ଲକ୍ଷ ଟଙ୍କା ର ଗହଣା ଓ 20 ହଜାର ଟଙ୍କା ନେଇ ପହଂଚିଥିଲେ I

ବଦାୟୁ ର ବିନାବର ଅଂଚଳ ରେ ରହୁଥିବା ଜଣେ ମହିଳା ଶିକ୍ଷ୍ୟା ବିଭାଗ ରେ ଅନୁଦ୍ଵେଷକ ଥିଲେ I 3 ବର୍ଷ ପୂର୍ବ ରେ ସେ ତାଙ୍କ ର ଜଣେ ବନ୍ଧୁ ଙ୍କ ଦ୍ୱାରା ହିଁ ସାବିକର ନଗର ର ଜଣେ ଯୁବକ ଙ୍କ ସହ ସାକ୍ଷ୍ୟାତ କରିଥିଲେ I ଏହା ପରେ ଉଭୟ ଙ୍କ ର ପ୍ରେମ ପ୍ରସଙ୍ଗ ଆରମ୍ଭ ହେଇଥିଲା I ତେବେ ପତ୍ନୀ ଙ୍କ ର ଆଚରଣ କୁ ଦେଖୀ ପତି ଙ୍କ ର ସନ୍ଦେହ ହେଇଥିଲା I ବିଗତ କିଛି ଦିନ ହେବ ପତି ପତ୍ନୀ ଙ୍କ ର ଉପରେ ନଜର ରଖିଥିଲେ ଓ ତାଙ୍କ ର ସବୁ ଗତିବିଧି କୁ ମଧ୍ୟ ଅନୁଧ୍ୟାନ କରିଥିଲେ I

ଶୁକ୍ରବାର ଦିନ ପତି ତାଙ୍କ ପତ୍ନୀ ଙ୍କ ର ଘରୁ ବାହାରିବା ପରେ ପିଛା କରିଥିଲେ ଏବଂ ଶନିବାର ଦିନ ତାଙ୍କ ପତ୍ନୀ ଙ୍କୁ ଏକ ହୋଟେଲ ରେ ଜୁଆ ଖେଳିବା କୁ ଯିବା ସମୟ ରେ ଅନ୍ୟ ଜଣେ ପୁରୁଷ ଙ୍କ ସହ ଧରି ଦେଇଥିଲେ I ସେଠାରେ ତାଙ୍କ ପତି ପୋଲିସ ଡାକିଥିଲେ ଏବଂ ପତ୍ନୀ ଙ୍କ ର ସବୁ ହରକତ କୁ ଲୋକ ଙ୍କୁ ଜଣାଇଥିଲେ I

ପତ୍ନୀ କହିଲେ – ପତି ତାଙ୍କ ର ବିବାହ ପୂର୍ବ ରୁ ମଧ୍ୟ ଜାଣିଥିଲେ କି ତାଙ୍କ ର ଜଣେ ପ୍ରେମିକା ଅଛନ୍ତି I ଏବଂ ସେ ଜୁଆ ଖେଳିବା ବିଷୟ ରେ ମଧ୍ୟ ତାଙ୍କ ପତି ଜାଣିଥିଲେ I ବିବାହ ପୂର୍ବ ରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଏହି ଜୁଆ ରୁ ହିଁ ରୋଜଗାର କରିଛନ୍ତି I ମହିଳା ଙ୍କ ର ପାଖ ରେ ଥିବା ଏକ ବ୍ୟାଗ ରୁ 20 ହଜାର ଟଙ୍କା ଓ ଦେଢ଼ ଲକ୍ଷ ର ଗହଣା ବରାମତ ହେଇଥିଲା I