ଏହି ଦୁନିଆ ରେ ଏପରି କୌଣସି ବ୍ୟକ୍ତି ନ ଥିବେ ଯିଏ କି ତାଙ୍କ ତ୍ୱଚା କୁ ଗୋରା କରିବା କୁ ଚାହିଁଥାନ୍ତି I ଗୋରା ଲୋକ ଙ୍କ ର ମଧ୍ୟ ଏହି ଡର ରହିଥାଏ କି କାଳେ ଖରା କୁ ଗଲେ ତାଙ୍କ ତ୍ୱଚା କଳା ହେଇଯିବ I ଏହି କାରଣ ରୁ ଅଧିକାଂଶ ଲୋକେ ଫେୟାରନେଶ କ୍ରିମ ର ବ୍ୟବହାର କରିଥାନ୍ତି I କିନ୍ତୁ ବଜାର ରେ ମିଳୁଥିବା ଏହି ଔଷଧ କିନ୍ତୁ ଅଧିକ ଦିନ ପାଁଇ ଫଳପ୍ରଦ ହେଇନଥାଏ I
ତେବେ ପ୍ରଶ୍ନ ଏହା କି କମ ଟଙ୍କା ଖର୍ଚ୍ଚ କରି ଆପଣ ତ୍ୱଚା କୁ କିପରି ଗୋରା କରିବେ I ଆଜି ଆମେ ତ୍ୱଚା କୁ ସୁନ୍ଦର କରିବା ର ଏକ ସରଳ ଉପାୟ କହିବା କୁ ଯାଉଛୁ ଯାହା ଦ୍ୱାରା କି ଆପଣ ନିଜ ର ତ୍ୱଚା କୁ ସୁନ୍ଦର କରିପାରିବେ I
ଆଜି ଆମେ ଆପଣ ଙ୍କୁ ଏକ ଶସ୍ତା ଜିନିଷ ବିଷୟ ରେ କହିବା କୁ ଯାଉଛୁ ଯାହା କି ଆପଣ ଙ୍କ ର ସ୍କିନ କୁ ସୁସ୍ଥ ରଖିଥାଏ I ଏବଂ ଆପଣ ଙ୍କୁ ଗୋରା ମଧ୍ୟ କରିଥାଏ I ଆଜି ଆମେ ଯେଉଁ କ୍ୟାପ୍ସୁଲ ବିଷୟ ରେ କହିବା କୁ ଯାଉଛୁ ଏହା ହେଉଛି ଭିଟାମିନ ଇ କ୍ୟାପ୍ସୁଲ I ଏହା ପ୍ରତୋକ ମେଡିକାଲ ଷ୍ଟୋର ରେ ମିଳିଥାଏ I
ଏହି ଭିଟାମିନ ଇ କ୍ୟାପ୍ସୁଲ ଛଡା ଆପଣ ନଡ଼ିଆ ତେଲ ର ମଧ୍ୟ ବ୍ୟବହାର କରିପାରିବେ I
ଏହି ଭିଟାମିନ ଇ କ୍ୟାପ୍ସୁଲ କୁ କାଟିକି ଏହା ଭିତର ର ତେଲ କୁ ନଡ଼ିଆ ତେଲ ସହ ମିଶାଇ ଦିଅନ୍ତୁ I ଆପଣ ଭିଟାମିନ ଇ କ୍ୟାପ୍ସୁଲ ପରିବର୍ତେ ଭିଟାମିନ ଇ ତେଲ ର ବ୍ୟବହାର ମଧ୍ୟ କରିପାରିବେ I ଏହା କୁ ଆପଣ ନିଜ ଶରୀର ରେ I ଏବଂ ଏହା କୁ ତ୍ୱଚା ରେ 15 ମିନିଟ ମାଲିସ କରନ୍ତୁ I
ଧ୍ୟାନ ରଖନ୍ତୁ କି ଆପଣ ଏହି ତେଲ କୁ ରାତି ରେ ହିଁ ନିଜ ର ସ୍କିନ ରେ ଲଗାଇବେ I ରାତି ରେ ଆମ ତ୍ୱଚା ରିଲାକ୍ସ ହେଇଥାଏ ତେଣୁ ଏହି ତେଲ ମାଲିସ କରିକି ଆପଣ କିଛି ଦିନ ରେ ଆପଣ ଏହା ର ରେଜଲ୍ଟ ପାଇପାରିବେ I ମାତ୍ର 2 ସପ୍ତାହ ର ବ୍ୟବହାର ରେ ଆପଣ ଫଳପ୍ରଦ ହେଇପାରିବେ I