ଚହଲ କହିଲେ- ଏହି ଖେଳାଳି କେବେ ହେଲେ ଦେଖେଇ ହୁଏ ନାହିଁ କି ସେ ଦୁନିଆର ସବୁଠାରୁ ଭଲ ଖେଳାଳି ଅଟନ୍ତି

ଭାରତୀୟ କ୍ୟାପଟେନ ବିରାଟ କୋହଲି ଜଣେ ଆକ୍ରମକ ଖେଳାଳି ଅଟନ୍ତି I ମୈଦାନ ରେ ବିରାଟ କୋହଲି କେତେବେଳେ କେଉଁ ଖେଳାଳି ଙ୍କ ଉପରେ ରାଗି ଯାଇଥାନ୍ତି ତ କେଉଁ ଖେଳାଳି ଙ୍କ ଉପରେ ଖୁସି ହେଇଯାଇଥାନ୍ତି I ତାଙ୍କ ର ମୈଦାନ ରେ ରାଗି ଯିବା କୁ ନେଇ ଅନେକ ସମସ୍ୟା ର ସମୁଖୀନ ମଧ୍ୟ ହେବାକୁ ପଡିଛି I ତେବେ ଦୀର୍ଘ ଦିନପରେ ବୋଲର ୟୁଜବେନ୍ଦ୍ର ଚହଲ , ବିରାଟ କୋହଲି ଙ୍କ ର ରାଗ ବିଷୟ ରେ କିଛି ବିଶେଷ କଥା କହିଛନ୍ତି I

ୟୁଜବେନ୍ଦ୍ର ଚହଲ ଏନଟିବି କୁ ଦେଇଥିବା ଇଣ୍ଟରଭିୟୁ ରେ କହିଛନ୍ତି କି ବିରାଟ କୋହଲି କେବେ ହେଲେ ନିଜ କୁ ଏକ ଭଲ ଖେଳାଳି ବୋଲି ଦେଖେଇ ହେଇ ନ ଥାନ୍ତି I ସବୁ ଖେଳାଳି ଙ୍କ ସହ ବିରାଟ କୋହଲି ବେଶ ହସ ଖୁସି ରେ ସମୟ ଅତିବାହିତ କରିଥାନ୍ତି I ସେ ଜଣେ କ୍ୟାପଟେନ ଓ ଏକ ଭଲ ମନୁଷ୍ୟ ରୂପେ ମଧ୍ୟ ପରିଚିତ ଅଟନ୍ତି I

ଏହା ଛଡା କୁଲଦୀପ ଯାଦବ ଙ୍କ ବିଷୟ ରେ ମଧ୍ୟ କହିଛନ୍ତି ଆମ ଦୁହିଁଙ୍କ ର ମୈଦାନ ରେ ଯୋଡି ବେଶ ଭଲ ଅଟେ I ଆମେ ଦୁହେଁ ମୁମ୍ବାଇ ଇଂଡିଆନ୍ସ ରେ ମଧ୍ୟ ବେଶ ଭଲ ଖେଳିଥିଲୁ I ଆମେ ଦୁହେଁ ପରସ୍ପର କୁ ବେଶ ଭଲ ଭାବ ରେ ମଧ୍ୟ ବୁଝିପାରୁଛୁ I ମୈଦାନ ରେ ଆମ ର ବନ୍ଧୁତା ବେଶ ଅଧିକ କାମ ରେ ଆସିଥାଏ I

ଚହଲ ଙ୍କୁ ବିରାଟ କୋହଲି ଅଧିକ ରାଗି ବ୍ୟକ୍ତି ବୋଲି ଲାଗନ୍ତି ନାହିଁ I ୟୁଵା କ୍ରିକେଟର ଋଷବ ପଂତ କିଛି ମାସ ପୂର୍ବ ରେ କହିଥିଲେ କି ମୁ କାହାରି କୁ ମଧ୍ୟ ଡ଼ରୁନାହିଁ I କିନ୍ତୁ ବିରାଟ ଭାଇ ଙ୍କ ର ରାଗ କୁ ଦେଖିଲେ ମୋତେ ଡର ଲାଗେ I ଋଷବ ଏହା ମଧ୍ୟ କହିଥିଲେ କି ଆପଣ ଯଦି କୌଣସି ଭୁଲ କାମ କରିବେ ତେବେ କେହି ବି ବିରକ୍ତ ହେବା ସ୍ୱାଭାବିକ କଥା ଅଟେ I